Latest Odisha News

BREAKING NEWS

ଋଷରେ ୭.୦ ତୀବ୍ରତାର ଭୂକମ୍ପ ପରେ ଫାଟିଲା ଆଗ୍ନେୟଗିରି

ମସ୍କୋ: ଋଷର ପୂର୍ବ ଉପକୂଳରେ ୭.୨ ତୀବ୍ରତାର ଏକ ଭୂକମ୍ପ ପରେ  ଶିଭେଲୁଚ୍ ଆଗ୍ନେୟଗିରି ଉଦଗୀରଣ ହୋଇଛି। ଆଗ୍ନେୟଗିରିର ଉଦଗୀରଣ ଯୋଗୁ ୮ କିଲୋମିଟର ଉଚ୍ଚରେ ପାଉଁଶ ଉପରକୁ ଉଠିଥିବା ଜଣାପଡିଛି। ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି…

ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ: ‘ତଦନ୍ତ ଚାଲିଛି, ସବୁ ସ୍ପଷ୍ଟ ହେବ’

ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚକୁ ନେଇ ଏବେ ତାତିଛି ରାଜନୀତି । ସେ ତାଙ୍କ ବ୍ୟକ୍ତିଗତ କାମରେ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ କେତେ ଖର୍ଚ୍ଚ ହୋଇଛି, ସରକାରୀ…

ସାହେବ, ମୁଁ ଜୀବିତ; ବେକରେ ପ୍ଲାକାର୍ଡ ଝୁଲାଇ ଡିଏମଙ୍କ ଅଫିସରେ ପହଞ୍ଚିଲେ ବୃଦ୍ଧା

ଲକ୍ଷ୍ନୌ: ସାହେବ, ମୁଁ ଜୀବିତ। ବେକରେ ପ୍ଲାକାର୍ଡ ଝୁଲାଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଦୁଇ ବୃଦ୍ଧା। ସେମାନେ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା ପାଉ ନାହାଁନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଜୌନପୁର ଅଞ୍ଚଳରେ। ସୂଚନା ଅନୁଯାୟୀ, ପ୍ରାୟ ୨ ବର୍ଷ ହେବ…

ପୁରୀରେ ନିର୍ମାଣ ହେବ ବ୍ୟାଖ୍ୟାନ କେନ୍ଦ୍ର, ଦୂର ହେବ ଜମିଜମା ସମସ୍ୟା: ଆଇନମନ୍ତ୍ରୀ

ପୁରୀ: ଚଳିତବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶେଷ ହୋଇଛି। ବିପୁଳ ଭକ୍ତଙ୍କ ସମାଗମ ସତ୍ତ୍ୱେ ସମସ୍ତଙ୍କ ସହଯୋଗ ସର୍ବୋପରି ବିଶ୍ୱନିୟନ୍ତାଙ୍କ ଆଶୀର୍ବାଦରୁ ଏହା ସଫଳ ହୋଇଛି। ତେଣୁ ରଥ ନିର୍ମାଣଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା, ସେବାୟତ, ରଥ…

୩ ଦିନରେ ବମ୍ପର କଲେକ୍ସନ ସହ ‘ସ୍ତ୍ରୀ ୨’ର ନୂଆ ରେକର୍ଡ: ‘ସ୍ତ୍ରୀ’ ଶବ୍ଦ ଆସିଲା କେଉଁଠୁ,…

ମୁମ୍ବାଇ: ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଛି ତିନୋଟି ବଡ଼ ବଡ଼ ଫିଲ୍ମ। ବକ୍ସ ଅଫିସରେ ଚଳଚ୍ଚିତ୍ର ‘ସ୍ତ୍ରୀ 2’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ମଧ୍ୟରେ ବଡ଼ ଟକ୍କର ଦେଖିବାକୁ ମିଳିଛି । ତେବେ ତିନୋଟି ଫିଲ୍ମ ମଧ୍ୟରେ ଦର୍ଶକଙ୍କ ମନ ଜିତୁଛି 'ସ୍ତ୍ରୀ ୨'। ୩ ଖାନଙ୍କ ଫିଲ୍ମକୁ ପଛରେ ପକାଇଛି…

କୋଲକାତା ଲଜ୍ଜା: ବିଜେପି ନେତାଙ୍କ ସମେତ ଦୁଇ ଡାକ୍ତରଙ୍କୁ ସମନ ଜାରି କଲା ପୋଲିସ

କୋଲକାତା: କୋଲକାତା ଅମାନବୀୟ ଘଟଣାରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଭ୍ରମିତ କଲା ଭଳି କଥା କହିଥିବାରୁ କୋଲକାତା ବିଜେପି ନେତା ଲକେଟ୍ ଚାଟ୍ଟାର୍ଜିଙ୍କ ସହିତ ଉକ୍ତ ସରକାରୀ ମେଡିକାଲ କଲେଜର ଦୁଇ ଡାକ୍ତରଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । କୋଲକାତା ଆରଜି କର…

ସେମାବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଦ୍ବାର

ଭୁବନେଶ୍ବର: ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଦ୍ବାର । ଅଗଷ୍ଟ ୧୯ ଅର୍ଥାତ ଆସନ୍ତାକାଲି ଏବଂ ଆଗାମୀ ଅଗଷ୍ଟ  ୨୬ ତାରିଖରେ ପଡୁଥିବା ସୋମବାରରେ ଭୁବନେଶ୍ୱର  ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ । ଏହି ଦୁଇ ଦିନ…

ନିର୍ଭୟାରୁ ଅଭୟା

ପ୍ରୀତିଛନ୍ଦା ଧଳଙ୍କ ସ୍ତମ୍ଭ ‘ପ୍ରୀତିଲେଖା’ ସାରା ଦେଶ ଆଜି ଗୋଟିଏ ଘଟଣାକୁ ନେଇ ସ୍ତବ୍ଧ ।  ମୋ ରାଷ୍ଟ୍ର ଆଜି ୭୮ ତ୍ତମ ସ୍ୱାଧୀନତାର ଉଲ୍ଲାସକୁ କୋଣ ଅନୁକୋଣରେ ପାଳନ କରୁଥିଲା ବେଳେ କିନ୍ତୁ ସମସ୍ତଙ୍କ ମନ ସେଇ ଗୋଟିଏ କୋହ ଆଉ ଭୟରେ ପୂର୍ଣ୍ଣ ହେଇଯାଇଛି ଆଉ ବଡ଼ ପ୍ରଶ୍ନ ପଚାରୁଛି ତାହା…

ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କର ପରଲୋକ ଘଟିଛି। ଭୁବନେଶ୍ଵର ବିଜେବି ନଗରସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କଣ୍ଠଶିଳ୍ପୀ ସଂଯୁକ୍ତା ରଏ ଓଡିଶା ସଙ୍ଗୀତ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ। ୧୯୪୮ରେ ଆକାଶବାଣୀ କଟକ କେନ୍ଦ୍ର ଉଦଘାଟନ ସମୟରେ…

ବନ୍ଧାହେଲେ ଆସିଷ୍ଟାଣ୍ଟ କମିଶନର ବାବୁ: ସରକାରୀ ଟିକସରେ କରିଥିଲେ ଘୋଟାଲା

ଯାଜପୁର: ବନ୍ଧାହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ । ଯାଜପୁର ସିଟି ଏବଂ ଜିଏସଟି ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଏହାସହିତ ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ତେବେ ସରକାରୀ ଟିକସ ହେରଫେର…