Latest Odisha News

BREAKING NEWS

ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରଛାତ୍ରୀ ଅସୁସ୍ଥ

ଝାରସୁଗୁଡ଼ା: ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଗଲେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଆଜି ଝାରସୁଗୁଡ଼ା ଜିଲ୍ଲା ଜମେରା ୟୁଜିଏମ୍‌ଇ ସ୍କୁଲ୍‌ରେ ଘଟିଛି। ପ୍ରାଥମିକ ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସାଢେ଼ ୯ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା। ମଧ୍ୟାହ୍ନ…

ସରକାରୀ ଟ୍ରେନିଂକୁ ବୟକଟ୍, ୨୫ରେ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ୍ କରିଛି ବିଜେଡି । ଆସନ୍ତା ୨୫ ତାରିଖ ସକାଳ ୧୦ ଟାରେ ଶଙ୍ଖ ଭବନରେ ଆୟୋଜିତ ହେବ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ନୂଆ ସଦସ୍ୟମାନଙ୍କୁ ବିଧାନସଭାର ନୀତି ନିୟମ ବାବଦରେ…

ସିମ୍‌ ବକ୍ସ ଜବତ ଘଟଣା: ମାଷ୍ଟର ମାଇଣ୍ଡ ଜଣଙ୍କ ହେଉଛନ୍ତି ବାଂଲାଦେଶୀ ନାଗରିକ

ଭୁବନେଶ୍ୱର: ଭୁବନେଶ୍ବରରୁ ଜଣେ ସନ୍ଦିଗ୍ଧଙ୍କ ଘରୁ ସିମ୍‌ ବକ୍ସ ଜବତ ଘଟଣାରେ ବଡ଼ ଖୁଲାସା କଲା କମିସନରେଟ ପୋଲିସ l ଏହି ସିମ ବକ୍ସକୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିବା ନେଇ ସୂଚନା ଦେଇଛନ୍ତି କମିସନରେଟ ପୋଲିସ l ପୋଲିସର କହିବା ଅନୁସାରେ, ସାଧାରଣତଃ…

କୋଲକାତା ଳଜ୍ଜା: ଏହା କେବଳ ଡାକ୍ତରମାନଙ୍କ ବିଷୟ ନୁହେଁ, ପୂରା ଦେଶ ଓ ସମାଜର ବିଷୟ

ଭୁବନେଶ୍ବର: କୋଲକାତାରେ ପୁଣି ନିର୍ଭୟା ଘଟଣାର ପୁନରାବୃର୍ତ୍ତି । ପୁଣି ଅତି ନୃସଂସ ଭାବେ ଏ ସମାଜର କୁତ୍ସକାର ଆଖି ଆଉ ଜଣେ ଝିଅର ଜୀବନକୁ ଛିନଭିନ୍ କରିଦେଇଛି । ଏହାକୁ ନେଇ ଏବେ ସାରା ଦେଶରେ ତେଜିଛି ଆନ୍ଦୋଳନ  । ଯାହାକୁ ନେଇ ଏହା କେବଳ ଡାକ୍ତର ସଂପ୍ରଦାୟଙ୍କର ନୁହେଁ ଏହା ପୂରା ଦେଶର…

ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭାସୁଛି ପେଜ ପାଣି, ଭକ୍ତ ଅସନ୍ତୁଷ୍ଟ

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଢେଉ ମାରୁଛି ନଳା ପାଣି । ଆଜି ସକାଳୁ କାକୁଡି ଖାଇଙ୍କ ମନ୍ଦିର ପଟରୁ ଏହି ନଳା ପାଣି ଭାସି ଆସି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଜମା ହୋଇଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଭକ୍ତ ମାନେ । ସେହି ନଳା ପାଣି ପାଦରେ ମାଡି ମନ୍ଦିର ଭିତରକୁ…

ସାବରମତି ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ପଛରେ ରହିଛି ଷଡଯନ୍ତ୍ର!

କାନପୁର: ଆଜି ବଡି ଭୋର ସକାଳୁ ପୁଣି ଏକ ଟ୍ରେନ୍ ଦୁର୍ଘଟଣା । ହେଲେ ଅଳ୍ପକେ ବଞ୍ଚିଯାଇଛନ୍ତି ଯାତ୍ରୀ । ବାରଣାସିରୁ ଅହମ୍ମଦାବାଦ ଯାଉଥିବା ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଶନିବାର ସକାଳ ପ୍ରାୟ ୨.୩୫ରେ ଲାଇନଚ୍ୟୁତ ହୋଇଛି । ତେବେ ଏହି ଦୁର୍ଘଟଣାରେ ସେଭଳି କିଛି କ୍ଷତି ହୋଇନାହିଁ…

ବିହାରରେ ତୃତୀୟ ଥର ପାଇଁ ଭୁଶୁଡିଲା ଏହି ନିର୍ମାଣାଧୀନ ବ୍ରିଜ 

ପାଟଣା: ବିହାରରେ ସେତୁ ଭୁଶୁଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ ଜାରି ରହିଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଯାଇଛି ଆଉ ଏକ ଦୁର୍ଘଟଣା। ଗଙ୍ଗା ନଦୀ ଉପରେ ନିର୍ମିତ ଏକ ସେତୁ ହଠାତ୍ ଭୁଶୁଡି ପଡିଛି। ଭାଗଲପୁର ଜିଲ୍ଲାକୁ ଖଗରିଆ ସହ ସଂଯୋଗ କରୁଥିବା ଏହି ସେତୁ ଭୁଶୁଡ଼ିଯାଇଛି। ତେବେ ବନ୍ୟା…

ଅଟଳ ସେତୁରୁ ଡେଉଁଥିଲେ ମହିଳା; ଚୁଟି ଧରି ଭିଡି ଆଣିଲେ କ୍ୟାବ ଡ୍ରାଇଭର 

ମୁମ୍ବାଇ: ମୁମ୍ବାଇର ଅଟଳ ସେତୁରୁ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟାରେ ଡେଇଁବାକୁ ଚେଷ୍ଟା କରିଥିଲା ବେଳେ ଦେବଦୂତ ସାଜି ଉଦ୍ଧାର କରିଛନ୍ତି କ୍ୟାବ ଡ୍ରାଇଭର ଓ ଟ୍ରାଫିକ ପୋଲିସ। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଛାତିଥରା ଘଟଣା ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓ…

ଆର.ଜି କର ହସ୍ପିଟାଲରେ ଭଙ୍ଗାରୁଜା ନେଇ ତାତିଲେ ମମତା, କହିଲେ ଏପରି କିଛି..

କୋଲକତା: ପ୍ରାୟ ୪୦ ଜଣିଆ ଗୋଷ୍ଠୀ ଡାକ୍ତରଖାନାରେ ପ୍ରବେଶ କରି ଜରୁରୀକାଳୀନ ବିଭାଗ, ନର୍ସିଂ ୟୁନିଟ୍ ଏବଂ ମେଡିକାଲ ଷ୍ଟୋରରେ ଭଙ୍ଗାରୁଜା କରିଛନ୍ତି । ଯାହା ଦ୍ବାରା ଏହି ଉତ୍ତେଜନା ଓ ଭଙ୍ଗାରୁଜା ଯୋଗୁଁ ପ୍ରାୟ ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ କ୍ଷତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଆକ୍ସନ ମୋଡରେ ଭିଜିଲାନ୍ସ: ଗିରଫ ହେଲେ ଏସିଏସ୍‌ଓ ବାବୁ

କେନ୍ଦ୍ରାପଡା: ଗିରଫ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ପ୍ରଦୀପ କୁମାର ମହାପାତ୍ର । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଜି ଗିରଫ କରିଛି ଭିଜିଲାନ୍ସ । କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢାଉ କରି…