ଅବସରରୁ ୟୁ ଟର୍ଣ୍ଣ ନେବା ନେଇ ସୂଚନା ଦେଲେ ଭିନେଶ
ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ପଦକ ଜିତିବା ନିକଟତର ହୋଇଥିଲେ ମଧ୍ୟ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଭିନେଶ ରେସଲିଂରୁ ଅବସର ଘୋଷଣା କରିଥିଲେ । ଶୁକ୍ରବାର ସେ ସୋସିଆଲ ମିଡିଆରେ ଏକ ଲମ୍ବା ଚୌଡା ପୋଷ୍ଟ ଶେୟାର କରିଛନ୍ତି ।…