ଦୁଃଖଦ ଖବର: ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ
ଭୁବନେଶ୍ୱର: ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ । ଆଜି ସକାଳ ୯ଟାରେ ସିଂହ କ୍ରିସର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୦୦୪ରେ ନନ୍ଦନକାନନରେ ଜନ୍ମ ହୋଇଥିଲା କ୍ରିସ୍ l କ୍ରିସ୍ କଳ୍ପନା ଓ ଜିତ୍ ନାମକ ୨ଟି ଛୁଆ ଜନ୍ମ ଦେଇଛି l ଗତ ଜୁଲାଇ ୨୬ରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା…