କ୍ରିତିଙ୍କ ଡେଟିଂ ମିଛ, ବିବାହ ମୁଡରେ ନାହାଁନ୍ତି ଅଭିନେତ୍ରୀ
ମୁମ୍ବାଇ: ଆଜିକାଲି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାପେ ରହିଛନ୍ତି ଅଭିନେତ୍ରୀ କ୍ରିତି ସାନନ୍। ବେଶ କିଛି ଦିନ ହେଲା ଉଦ୍ୟୋଗୀ କବୀର ବହିୟାଙ୍କ ସହ ତାଙ୍କ ଡେଟିଂ ଖବର ଚର୍ଚ୍ଚାକୁ ଆସିଛି। ଏବେ କ୍ରିତି ଏ ନେଇ ମୁହଁ ଖୋଲିଛନ୍ତି। ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ କ୍ରିତି କହିଛନ୍ତି, ଏହା…