ଭୟଙ୍କର ଦୁର୍ଘଟଣା: କାର-ଟ୍ରକ ମୁହାଁମୁହିଁ ଧକ୍କା, ୫ ଛାତ୍ର ମୃତ ଓ ୨ ଗୁରୁତର
ଚେନ୍ନାଇ: ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା। କାର୍ରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ୫ ଛାତ୍ର ମୃତ ଓ ୨ ଗୁରୁତର ଥିବା ସୂଚନା ରହିଛି। ଚେନ୍ନାଇ-ତିରୁପତି ଏନ୍ଏଚ୍ ତିରୁଭେଲର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତାହତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ର…