ହୋସ୍ ଉଡ଼ାଇଲା ବହୁ ପ୍ରତୀକ୍ଷିତ ହରର-କମେଡ଼ି ଫିଲ୍ମ ସ୍ତ୍ରୀ-୨ର ଆଡଭାନ୍ସ ଟିକେଟ୍ ବୁକିଂ କଲେକ୍ସନ
ନୂଆଦିଲ୍ଲୀ: ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ସ୍ତ୍ରୀ-୨ ବର୍ତ୍ତମାନ ରିଲିଜ୍ ପାଇଁ ପ୍ରସ୍ତୁତ। ଏହି ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଶୁକ୍ରବାର ଦିନ ଫିଲ୍ମର ଆଡଭାନ୍ସ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆଡଭାନ୍ସ ବୁକିଂ ଧମାକ…