Latest Odisha News

BREAKING NEWS

କାଠଯୋଡ଼ିକୁ ପୁରୁଷ ଓ ମହିଳା ଡେଇଁବା ଘଟଣା: ଉଭୟ ଥାନାରେ ହାଜର

କଟକ: କଟକ କାଠଯୋଡି ନଦୀକୁ ଜଣେ ପୁରୁଷ ଓ ମହିଳା ଡେଇଁ ଆତ୍ମହତ୍ୟା କରିଥିବା ଘଟଣାରେ ଆସିଛି ବଡ଼ ଟ୍ୱିଷ୍ଟ। ଉଭୟ ମହିଳା ଓ ପୁରୁଷ ଶନିବାର ସକାଳେ ପୁରୀ ଘାଟ ଥାନାରେ ହାଜର ହୋଇଛନ୍ତି। ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ। ସେମାନେ ହେଲେ ଶତ୍ରୁଘ୍ନ…

ମହାପ୍ରଭୁଙ୍କ ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିର ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ବେଳେ ୩୫ ମିନିଟ୍ ବିଳମ୍ବରେ ପ୍ରତିହାରୀ ସେବକ ପହଞ୍ଚିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ…

ଛାତିରେ ଯନ୍ତ୍ରଣା କାରଣରୁ ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର: ଅସୁସ୍ଥ କାରଣରୁ ମେଡିକାଲରେ ଭର୍ତ୍ତି ହେଲେ ଆଶାରାମ ବାପୁ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆଶାରାମଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଛି । ଯୌନ ଉତ୍ପୀଡ଼ନ ମାମଲାରେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଛନ୍ତି ଆଶାରମ । ଖବର…

ଶିମିଳିପାଳ ଜଗିବ ଏଆଇ କ୍ୟାମେରା, ଶିକାରୀଙ୍କ ଉପରେ ରଖିବ ତିକ୍ଷ୍ଣ ନଜର

ମୟୂରଭଞ୍ଜ: ଶିମିଳିପାଳ ଜଗିବ ଏଆଇ କ୍ୟାମେରା । ଶିକାରୀ ମାଫିଆଙ୍କୁ କରିବ ସାବାଡ୍ । ଦେଶରେ ପ୍ରଥମ ଥର ପାଇଁ ଓଡିଶା ମୟୂରଭଞ୍ଜ ସ୍ଥିତ ଅଭୟାରଣ୍ୟରେ ଲାଗିବ ଏଆଇ କ୍ୟାମେରା । ୩୬୦ ଡିଗ୍ରୀ ଗତି ସହ ଜଙ୍ଗଲର କୋଣ ଅନୁକୋଣ ଉପରେ ନଜର ରଖି ନିଜ ଭିତରେ ସବୁ କଏଦ୍ କରିବ । ଯାହା ଶିମିଳିପାଳ…

ବଲିଉଡରୁ ଅବସର ନେବେ କି ଆମୀର ଖାନ ?

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମୀର ଖାନ ଜଣେ ପରଫେକ୍ଟନିଷ୍ଟ ଭାବରେ ବିବେଚିତ ହୋଇଥିବା ବେଳେ ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ କାମ କରିଛନ୍ତି। ଆମୀର ଖାନ ଜଣେ ସଫଳ ଅଭିନେତା ଏବଂ ଅନେକ ମହାନ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ବର୍ତ୍ତମାନ ଅଭିନେତା…

ମୋଦି ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଲେ ଶେଖ ହସିନାଙ୍କ ପୁଅ, ମା’ଙ୍କୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ: ଭାରତର ପ୍ରଶଂସା କରିଛନ୍ତି ଶେଖ ହସିନାଙ୍କ ପୁଅ । ଆମେରିକାର ୱାଶିଂଟନ୍ ଡିସିରୁ ଏକ ଭିଡିଓ ଜାରି କରି ସାଜୀବ ୱାଜେଦ ଆନନ୍ଦ କହିଛନ୍ତି ଯେ, 'ମୋର ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛି । ତୁରନ୍ତ ପଦକ୍ଷେପ ନେଇ ମୋ ମାଆଙ୍କ ଜୀବନ ରକ୍ଷା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବଲ୍ଲେ ବଲ୍ଲେ ଢ଼ାବା ପ୍ରସଙ୍ଗ; ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା ଦାଶ

କଟକ: ଯାଜପୁର ‘ବଲ୍ଲେ ବଲ୍ଲେ ଢ଼ାବା’କୁ ନେଇ ଏଲିନାଙ୍କ ମାମଲା ପ୍ରସଙ୍ଗ । ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ବିଜେଡି ନେତ୍ରୀ ଏଲିନା ଦାଶ । ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ଏଲିନା ଦାଶ । ଗଣମାଧ୍ୟମର ତାଙ୍କ ନାଁକୁ ନେଇ ଚର୍ଚ୍ଚା…

ଘରଡିହ ନଥିବା ପରିବାରକୁ ସରକାର ଦେବେ ପଟ୍ଟା

ଭୁବନେଶ୍ବର: ଘରଡିହ ନଥିବା ପରିବାରଙ୍କୁ ସରକାର ଦେବେ ଘରଡିହ ପଟ୍ଟା । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ହିତାଧିକାରୀ ଚୟନ କରାଯାଇ ସରକାର ପଟ୍ଟା ବଣ୍ଟନ କରିବେ। ଖୁବ୍ ଶୀଘ୍ର ସର୍ଭେ କାର୍ଯ୍ୟ ଶେଷ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ…

ଜେଲରୁ ବାହାରିବା ପରେ ସ୍ତ୍ରୀଙ୍କ ସହ ସକାଳୁ ଚା’ ପିଇବାର ଫଟୋ ପୋଷ୍ଟ କଲେ ସିସୋଦିଆ, ଲେଖିଲେ ଏମିତି କିଛି

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୧୭ ମାସ ପରେ ଜେଲ୍ ରୁ ବାହାରିଛନ୍ତି । ଏନେଇ ଆଜି ସକାଳୁ ପତ୍ନୀଙ୍କ ସହ ଚା' ପିଉଥିବାର ଫଟୋ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସିସୋଦିଆ…

ମୋଦିଙ୍କୁ ରାହୁଲଙ୍କ ପ୍ରଶଂସା, କହିଲେ ‘ଧନ୍ୟବାଦ ମୋଦି ଜି’

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି କେରଳ ଓ୍ବାୟନାଡ ଗସ୍ତରେ ଯାଇ ସେଠିକାର ପ୍ରଳୟର ସ୍ଥିତି ଅନୁଧ୍ୟାନ କରିବେ । ଯାହାକୁ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦି ଏଭଳି ନିଷ୍ପତ୍ତି ନେଇ ଏକ ଭଲ ପଦକ୍ଷେପ ନେଇଛନ୍ତି ବୋଲି ରାହୁଲ…