Latest Odisha News

BREAKING NEWS

୧୭ ମାସ ପରେ ଜେଲ୍ ରୁ ମୁକୁଳିଲେ ମନୀଷ ସିସୋଦିଆ; କହିଲେ ଖୁବ୍ ଶିଘ୍ର କେଜ୍ରିଓ୍ବାଲ ବି ମୁକୁଳିବେ

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ପ୍ରାୟ ୧୭ ମାସ ପରେ ସିସୋଦିଆ ତିହାର ଜେଲରୁ ଖଲାସ ହୋଇଛନ୍ତି । ଆଜି ମଧ୍ୟାହ୍ନରେ ସୁପ୍ରିମକୋର୍ଟ ତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଥିଲେ । ଏହା…

କାମ୍ବଲୀଙ୍କ ବନ୍ଧୁ କହିଲେ ସେ ସୁସ୍ଥ ଅଛନ୍ତି

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ନିଜ ଗୋଡରେ ଛିଡା ହୋଇ ପାରୁ ନ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ପରେ କ୍ରିକେଟରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ । ଏବେ କାମ୍ବଲୀଙ୍କ ଅତି ନିକଟତମ ବନ୍ଧୁ କହିଛନ୍ତି ସେ ସୁସ୍ଥ ଅଛନ୍ତି…

‘ଓଡ଼ିଆ କଳା ଓ ସଂସ୍କୃତିର ନିଚ୍ଛକ ପ୍ରତିଫଳନ ହେଉଛି ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀ’

ଭୁବନେଶ୍ୱର: ଆଜି କ୍ରାନ୍ତି ଦିବସ ଅବସରରେ ଲୋକାର୍ପଣ ହେଲା ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟ ଗସ୍ତ କରି ସେଠାରେ ନବନିର୍ମିତ ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଓଡ଼ିଆ ଭାଷା,…

ଏଣିକି ‘ଗୁଡ ମର୍ଣ୍ଣିଂ’ ନୁହେଁ ‘ଜୟ ହିନ୍ଦ’ରୁ ଦିନ ଆରମ୍ଭ କରିବେ ଛାତ୍ରଛାତ୍ରୀ, ଅଗଷ୍ଟ…

ଚଣ୍ଡିଗଡ: ଏଣିକି 'ଗୁଡ ମର୍ଣ୍ଣିଂ' ନୁହେଁ 'ଜୟ ହିନ୍ଦ'ରୁ ଦିନ ଆରମ୍ଭ କରିବେ ଛାତ୍ରଛାତ୍ରୀ। ହରିୟାଣାର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ 'ଗୁଡ ମର୍ଣ୍ଣିଂ'ରୁ ଦିନ ଆରମ୍ଭ ହେବ ନାହିଁ। ଏହା ବଦଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ 'ଜୟ ହିନ୍ଦ' କହିବାକୁ ପଡିବ। ରାଜ୍ୟ ସରକାରଙ୍କ…

ଅଲିମ୍ପିକ୍ସ ପାଇଁ ସର୍ଜରୀ କରୁ ନ ଥିଲି : ନୀରଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ଜଙ୍ଘ ଭିତରେ ଥିବା ମାଂସପେଶୀଜନିତ ସମସ୍ୟାରେ ମୁଁ ଦୀର୍ଘ ଦିନ ହେବ ପଡି ରହିଛି । ସର୍ଜରୀ କରିବା ପାଇଁ ଡାକ୍ତର ବାରମ୍ବାର ପରାମର୍ଶ ଦେଇଛନ୍ତି । ସର୍ଜରୀ କରିଥିଲେ ମୁଁ…

ପ୍ୟାରିସ ଅଲିମ୍ପିକ୍ସ: ଉଦଯାପନୀ ଉତ୍ସବରେ ମନୁଙ୍କ ସହ ଭାରତର ଧ୍ୱଜବାହକ ହେବେ ଶ୍ରୀଜେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବରେ ଶୁଟର ମନୁ ଭାକରଙ୍କ ସହ ମହାନ ହକି ଖେଳାଳି ପିଆର ଶ୍ରୀଜେଶ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମନୁଙ୍କ ନାମ ଘୋଷଣା ହୋଇ ସାରିଥିଲା । ଏବେ ଶ୍ରୀଜେଶଙ୍କ ନାମ ଏଥିରେ ସାମିଲ…

‘ଜନଜାତିଙ୍କ ବିକାଶ, ଜୀବିକା ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜୁ ଜନତା ଦଳ କାମ ଜାରି ରଖିବ’

ଭୁବନେଶ୍ୱର: ଆଜି ବିଶ୍ୱ ଜନଜାତି ଦିବସ ଶଙ୍ଖ ଭବନ ଠାରେ ସମାରୋହ ସହକାରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ କହିଥିଲେ ଯେ, ଓଡିଶା ର ଲୋକ ସଂଖ୍ୟା ର ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି ତେଣୁ ଓଡିଶା ପାଇଁ ଆଜିର ଦିବସ…

ଏସସିବିରେ ଅଘଟଣ: ୩ ଶ୍ରମିକ ଆହତ

କଟକ: କଟକ ଏସସିବି ମେଡିକାଲରେ ଘଟିଛି ବଡ ଅଘଟଣ । ମେଡିକାଲ ସଂପ୍ରସାରିତ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଏକ କ୍ରେନ୍ ଖସିପଡିଛି । ଯେଉଁଥିରେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲର କାଜୁଆଲଟି ବିଭାଗରେ ଭର୍ତ୍ତି କରାଯାଇଛି । ମିଳିଥିବା…

ପୁରା ଓ୍ବାୟନାଡ ମୁଖରେ ଗୋଟିଏ କଥା: ‘ସାବାସ୍ ସେନା’ 

ଓ୍ବାୟନାଡ: ବିନାଶକାରୀ ଭୂସ୍ଖଳନର ତାଡନା ସହିଥିବା ୱାୟାନାଡ ଜିଲ୍ଲାରେ ଥମିଆସୁଛି ରିଲିଫ ଓ ରେସକ୍ୟୁ ଅପରେସନ । ଦୀର୍ଘ ୧୦ ଦିନର ଅକ୍ଲାନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବନ୍ଦ କରିଛି ସେନା । ୱାୟାନାଡ ଛାଡିଛନ୍ତି ସେନା ଯବାନ । ଭୂସ୍ଖଳନ ପ୍ରଭାବିତ ଅଂଚଳରେ ଅତି ପ୍ରତିକୂଳ ପରିସ୍ଥିତିରେ…

‘ଆଳୁ’ ପ୍ରସଙ୍ଗରେ ମମତାଙ୍କ ସହ କଥା ହେବାକୁ ପଶ୍ଚିମବଙ୍ଗ ଗଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ

ଭୁବନେଶ୍ବର: ରାଜ୍ୟରେ ଏବେ ବି କମିନି ଆଳୁ ସଙ୍କଟ । କିଲୋଗ୍ରାମ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ଓଡିଶାବାସୀଙ୍କ ମୁଖ୍ୟ ପରିବା ଆଳୁ ହୋଇଥିବାବେଳେ, ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ ଏଭଳି…