Latest Odisha News

BREAKING NEWS

ସ୍ଥଗିତ ହେବନାହିଁ ନିଟ୍ ପିଜି ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଗଷ୍ଟ ୧୧ରେ ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ କରାଯିବ ନାହିଁ। ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ୍ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ବେଞ୍ଚ NEET PG ପରୀକ୍ଷା ସ୍ଥଗିତ ରଖିବାକୁ ମନା କରି…

ରାଜ୍ୟସଭାରେ ଜଗଦୀପ ଧନଖଡ ଓ ଜୟାଙ୍କ ମଧ୍ୟରେ କଥା କଟାକଟି, ସାଂସଦ ଆଣିଲେ ଏପରି ଅଭିଯୋଗ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ମଧ୍ୟରେ କଥା କଟାକଟି ହୋଇଛି । କଥା କଟାକଟି ଶେଷ ହେବା ପରେ ଜୟା ବଚ୍ଚନ ଗୃହ ବାହାରେ ଗଣମାଧ୍ୟମ ସହ କଥା ହୋଇ ଜଗଦୀପ ଧନଖଡଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଜୟା ବଚ୍ଚନ ଜଗଦୀପ ଧନଖଡଙ୍କ…

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କୁ ନେଇ ଓଡିଶା ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି । ପୂର୍ବତନ ସରକାରରେ 5T ଚେୟାରମ୍ୟାନ୍ ଥିବା ଭି.କେ ପାଣ୍ଡିଆନ ହେଲିକପ୍ଟରରେ ରାଜ୍ୟ ଭ୍ରମଣରେ କରିଥିବା ଖର୍ଚ୍ଚ ଉପରେ ତଦନ୍ତ ଆରମ୍ଭ ହେବ। ଏହି ସୂଚନା ଦେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା…

ଅଣାୟତ୍ତ ଆଳୁ ଦରକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଖାଉଟି । ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି । ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି । କିଛି କିଛି ଖୁଚୁରା ଦୋକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି ।…

ଇଭିଏମ୍ ଟାମ୍ପରିଂ ! ବିଜେଡି ଆଣିଲା ବଡ଼ ଅଭିଯୋଗ

ଭୁବନେଶ୍ବର: କେମିତି ନିର୍ବାଚନ ଜିତିଲା ବିଜେପି? ଦଳର ବିଜୟ ଜନାଦେଶ ନା ଯନ୍ତ୍ରାଦେଶ ? ଭୋଟ୍ ଭେଳିକି ଦେଖାଇ କରାଯାଇଥିଲା କି ଇଭିଏମ୍ ଟାମ୍ପରିଂ ? ଜନତାଙ୍କ ସ୍ବର ଦବାଇ ଇଭିଏମରେ କରାଯାଇଥିଲା କି ଖେଳ ? ଗଣତନ୍ତ୍ର ପ୍ରତି ବିଜେପି କରିଛି କି ଷଡ଼ଯନ୍ତ୍ର? ରାଜ୍ୟରେ କେମିତି ୨୦ଟି ଲୋକସଭା…

୯ ଜିଲ୍ଲାରେ ୩ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ କଟକ ସହର ସମେତ ଓଡିଶାର ୯ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଶୁକ୍ରବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ, ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଜିଲ୍ଲା ଗୁଡିକ…

ଆଳୁ ବଦନାମି…ପଛରେ କାହାର ଷଡଯନ୍ତ୍ର?

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ନିତିଦିନିଆ ପରିବା ଭାବେ ବ୍ୟବହାର ହେଉଥିବା ଆଳୁ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ସଂକଟ ଦିନେ କି ଦୁଇ ଦିନ ନୁହେଁ ସପ୍ତାହ ସପ୍ତାହ ଧରି କଣ୍ଟ୍ରୋଲକୁ ଆସୁନି ଆଳୁ ଦର । ନା…

ସ୍ୱିଜରଲ୍ୟାଣ୍ଡ ଗସ୍ତରେ କିଙ୍ଗ ଖାନ, ମିଳିବ ଏହି ସମ୍ମାନ

ମୁମ୍ବାଇ: ସ୍ୱିଜରଲ୍ୟାଣ୍ଡ ଗସ୍ତରେ କିଙ୍ଗ ଖାନ ଶାହରୁଖ। ତିନି ଦଶନ୍ଧି ଧରି ସିନେମା ଜଗତରେ ରାଜ୍ କରିଆସୁଥିବା ଶାହରୁଖ ଖାନଙ୍କର ସାରା ବିଶ୍ୱରେ ପ୍ରଶଂସକ ରହିଛନ୍ତି। ନିଜର ଦକ୍ଷତା ପାଇଁ ସେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ହିନ୍ଦୀ ସିନେମାରେ ତାଙ୍କର…

କୁନି ପିଲାର କୌତୁହଳ ଉତ୍ତର, ତାଜୁବ ପୂରା ଇଣ୍ଟରନେଟ୍

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନେ ପାଠ ପଢିବା ବେଳେ ଫେଚକାମି କରନ୍ତି । ପାଠ ନ ପଢିବା ପାଇଁ ଅନେକ ବାହାନା ମଧ୍ୟ କରନ୍ତି । ଯଦି ତାଙ୍କୁ ଏଥିପାଇଁ ତାଗିଦ୍ କରାଯାଏ ତାହାଲେ କୌତୁହଳ ପୂର୍ଣ୍ଣ କଥା କହି ଏଡାଇବାକୁ ଚେଷ୍ଟା କରନ୍ତି । ଯାହାର ଅନେକ ଝଲକ ଇଣ୍ଟରନେଟରେ ଭାଇରାଲ ହୋଇଛି ।…

ଶ୍ମଶାନ ଗୃହ ବିଲ କରାଇବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର: ଏହି କିଛି ଦିନ ମଧ୍ୟରେ ରାଜ୍ୟରେ ବଡ ବଡ ପଦବୀରେ ଥିବା ଯନ୍ତ୍ରୀ ମାନେ ଲାଞ୍ଚ ନେଉଥିବା ବେଳେ ଧରାପଡୁଛନ୍ତି । ସେମାନଙ୍କ ନିକଟରୁ ପୁଳା ପୁଳା ଟଙ୍କା, ସୁନା ଗହଳା ସହ ବହୁ ସଂଖ୍ୟକ ପ୍ଲଟ ମାନ ଠାବ ହେଉଛି । ତଥାପି ଲାଞ୍ଚ କାରବାର ବନ୍ଦ ହେବା ସତ୍ତ୍ବେ ବ୍ୟାଧି ପରି ବ୍ୟାପିବାରେ…