Latest Odisha News

BREAKING NEWS

ଝିଅଙ୍କ ବିବାହ ବୟସ ୯କୁ ହ୍ରାସ ପାଇଁ ସଂସଦରେ ପ୍ରସ୍ତାବ

ବାଗଦାଦ: ଇରାକ ସଂସଦରେ ଏକ ଅଜବ ବିଲ୍ ଉପସ୍ଥାପନ ହୋଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇରାକ ନିଜ ଦେଶରେ ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ କରିବାକୁ ଚାହୁଁଛି। ବର୍ତ୍ତମାନ ଦେଶରେ ଝିଅଙ୍କ ବିବାହ ବୟସ ୧୮ ରହିଛି। ଇରାକ ଝିଅ ଙ୍କ ବିବାହ ବୟସକୁ ୯ ବର୍ଷ କରିବା ପାଇଁ ଏକ…

ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କ ପାଇଁ ନୂତନ ଆବାସିକ ଗୃହ ଉଦଘାଟିତ

ପୁରୀ: ପୁରୀ ନରେନ୍ଦ୍ର କୋଣ ସ୍ଥିତ ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କ ନିମନ୍ତେ ବହୁତଳ ଆବାସିକ ଗୃହର ଉଦଘାଟନ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା । ଏହି ବହୁତଳ ବିଶିଷ୍ଟ ଆବାସିକ ଗୃହ ଟି ଅନ୍ତେବାସୀ ମାନଙ୍କୁ ସୁରକ୍ଷା ଓ ଆନନ୍ଦ ଦେବା ସହ ସେମାନଙ୍କୁ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁବୃତ୍ତ

ପୁରୀ: ପୁରୀ ସହରରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଟାଉନଥାନା ଅନ୍ତର୍ଗତ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ ଠାରେ କିଛି ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ପୂର୍ବ…

କାଳ ହେଲା ଅଧିକ ସୁନ୍ଦରତା, ଅଲମ୍ପିକ୍ସରୁ ବିଦା !

ପ୍ୟାରିସ: ବର୍ତ୍ତମାନ ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ୩୩ ତମ ଅଲିମ୍ପିକ୍ସ ଖେଳ ଜୁଲାଇ ୨୬ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆରମ୍ଭ ହୋଇଥିଲା। ଯାହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଥର ଅଲିମ୍ପିକ୍ସରେ ବହୁ ବାଦବିବାଦ ମଧ୍ୟ ଦେଖାଦେଇଥିଲା। ଅଧିକ ଓଜନ ଯୋଗୁ…

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ ଆରଏସଏସ ମୁଖ୍ୟ

ପୁରୀ: ଓଡ଼ିଶାରେ ପହଞ୍ଚିବାର ଗୋଟିଏ ଦିନ ପରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଶୁକ୍ରବାର ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି। ଏହା ପରେ ସେ ଗୋବର୍ଦ୍ଧନ ପୀଠରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ…

ରାତି ସୁଦ୍ଧା ପିକ୍ ଅତିକ୍ରମ, ତଳିଆ ଅଞ୍ଚଳରେ ପଶିପାରେ ପାଣି

ଭୁବନେଶ୍ଵର; ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତେବେ ମହାନଦୀରେ ଜଳସ୍ତର ବଢୁଥିବାରୁ କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ । ଏନେଇ ସତର୍କ ଅଛୁ। ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ ବୋଲି କହିଛନ୍ତି…

ରୌପ୍ୟ ପଦକ ପାଇବେ କି ଭିନେଶ

ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ? ଏବେ ଏହି ପ୍ରଶ୍ନ ସମସ୍ତ ଭାରତୀୟ କ୍ରୀଡାପ୍ରେମୀଙ୍କ ମନରେ ଘୁରି ବୁଲୁଛି । ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଭିନେଶ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ…

ବାଂଲାଦେଶ ଫେରିବେ କି ଶେଖ ହସିନା, ଜାଣନ୍ତୁ କ’ଣ କହିଲେ ପୁଅ

ଢାକା: ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି। ଆମେରିକାରେ ଅବସ୍ଥାପିତ ଶେଖ ହସିନାଙ୍କ ପୁଅ ସାଜିବ ୱାଜିଦ ଜୟ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତରେ ଅଛନ୍ତି। ଅନ୍ତରୀଣ ସରକାର ନିର୍ବାଚନ ନେଇ ନିଷ୍ପତ୍ତି…

ଘର ଲୋକଙ୍କ ଠାରୁ ଠିକଣା ନେଇ ଭିଆଇଲେ କାଣ୍ଡ, ନେଇଗଲେ ଯୁବକଙ୍କ ଜୀବନ

ପୁରୀ: ଘର ଲୋକଙ୍କ ଠାରୁ ଯୁବକଙ୍କ ଠିକଣା ପଚାରିଲେ, ଠିକଣା ପାଇ ନେଇଗଲେ ଜୀବନ । ଏମିତି କିଛି ବୀଭତ୍ସ ହତ୍ୟାକାଣ୍ଡର ଅଭିଯୋଗ ଆସିଛି ପୁରୀରୁ । ଆଉ ମୃତକ ଜଣଙ୍କ ହେଉଛନ୍ତି ପୁରୀ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ତେବେ ମିଳିଥିବା ସୂଚନା ଅନୁଯାୟୀ,…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ବର: ମାଟି ପାଇଁ ନିଜ ଜୀବନ ଦେଇଥିବା ମହାନ ସଂଗ୍ରାମୀଙ୍କ ସମ୍ମାନରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସେମାନଙ୍କ ପରିବାର ଲୋକେ ପାଇବେ ଭତ୍ତା । ଆଜି କ୍ରାନ୍ତି ଦିବସରେ କିଛି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ…