ସକ୍ରିୟ ହେଲା ଘୂର୍ଣ୍ଣିବଳୟ, ଆହୁରି ୨ ଦିନ ବର୍ଷିବ
ଭୁବନେଶ୍ବର: ସକ୍ରିୟ ହେଲା ଘୂର୍ଣ୍ଣିବଳୟ । ପଶ୍ଚିମ ଝାଡଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଅନେକ ରାଜ୍ୟରେ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଏହାସହିତ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଏହା…