Latest Odisha News

ନବୀନ ନେଇଥିଲେ ଆକ୍ସନ୍, ମୋହନ ଦେଲେ ପୁରସ୍କାର

ନୂଆଦିଲ୍ଲୀ: ନବୀନ ସରକାର ବେଳେ ହୋଇଥିଲେ କୋଣଠେସା, ମୋହନ ସରକାର ଦେଲେ ପୁରସ୍କାର । ରାଜ୍ୟରେ ବିଜେପି ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ୨୦ଟି ଜିଲ୍ଲାରେ ଜିଲ୍ଲାପାଳ ବଦଳିଥିବା ବେଳେ ଦୀର୍ଘଦିନ ହେଲା କୋଣଠେସା ହୋଇ ରହିଥିବା ଅଧିକାରୀଙ୍କୁ ବଡ ଦାୟିତ୍ବ ଦିଆଯାଇଛି । ନବୀନ…

ଫଡନାଭିସ ହେବେ ବିଜେପି ଅଧ୍ୟକ୍ଷ ?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ହେଭିୱେଟ୍ ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିବ କି ଗୁରୁଦାୟିତ୍ୱ ? ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଫଡନାଭିସଙ୍କୁ ଦିଆଯିବ କି ଦାୟିତ୍ୱ ? ଦେବେନ୍ଦ୍ର ଫଡନାଭିସଙ୍କୁ ନେଇ ଏମିତି କିଛି ଚର୍ଚ୍ଚା ହେବାରେ ଲାଗିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆଉ…

ଭୀଷଣ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର,…

ସାବଧାନ୍ ! ଆସିଲେଣି ବାଂଲାଦେଶୀ

ଭୁବନେଶ୍ବର: ବାଂଲାଦେଶରେ ଅସ୍ଥିରତା, ଆଲର୍ଟରେ ଓଡିଶା । ପଡ଼ୋଶୀ ଦେଶରେ ହିଂସା ଓ ରାଜନୈତିକ ସଂକଟ ମଧ୍ୟରେ ବହୁସଂଖ୍ୟାରେ ବାଂଲାଦେଶୀ ନିଜ ଦେଶ ଛାଡି ଭାରତ ସୀମାରେ ଅନୁପ୍ରବେଶ କରିବା ଆଶଙ୍କା ରହିଛି। ଏମାନଙ୍କ ମଧ୍ୟରେ ବାଂଲାଦେଶରେ ଜେଲ୍ ଭାଙ୍ଗି ଅସ୍ତ୍ରଶସ୍ତ୍ର ଧରି ଫେରାର ହୋଇଥିବା…

 ଟିମ୍ ଇଣ୍ଡିଆକୁ ‘ସ୍ପିନ ଆଟାକ୍‌’

ନୂଆଦିଲ୍ଲୀ: ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ପ୍ରଥମ ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ଗସ୍ତରେ ଟି-୨୦ ସିରିଜ କ୍ଲିନ ସ୍ୱିପ୍ କରିଥିଲେ ମଧ୍ୟ ଏକଦିବସୀୟ ସିରିଜ ହାରିଛି ଭାରତୀୟ ଦଳ । ଦୀର୍ଘ ୨୭ ବର୍ଷ ପରେ ଶ୍ରୀଲଙ୍କାଠାରୁ ପ୍ରଥମ ଦିନିକିଆ ସିରିଜ୍ ହାରିଛି ଭାରତ…

ଆଳୁ ପଛରେ ଭାଇଙ୍କ ହାତ!, କାହିଁକି ଏମିତି କହିଲେ ଯୋଗାଣ ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏଥିରେ ବଳି ପଡିଛନ୍ତି ଖାଉଟି । ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି ।  ଫେଲ୍ ମାରିଛି ସରକାରଙ୍କ ସବୁ ଯୋଜନା । ପ୍ରଥମେ…

ମହାପ୍ରଭୁଙ୍କ ଖଣିରେ ମନଇଛା ଖନନ; ୧୯ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ: ଖୋର୍ଦ୍ଧା ର ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ୧୭ଟି ନିର୍ମାଣ ପଥର ଖଣି ଓ ଦୁଇଟି ମାଙ୍କଡ଼ା ପଥର ଖଣି ହୋଇ ମୋଟ ୧୯ଟି ଖଣି ଲିଜ୍ ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ୭ ଦିନ ଭିତରେ…

ସରୁନି ରସିକ ସତ୍ୟଜିତର ଗୁମର, ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ

ଭୁବନେଶ୍ୱର: ଯେତେ ଖୋଳୁଛି ସେତେ ବାହାରୁଛି ୯୯ ରାଣୀଙ୍କ ମନର ରାଜା ରସିକନାଗର ସତ୍ୟଜିତର ଗୁମର l ଅଧିକ ଗୁମର ବାହାର କରିବା ପାଇଁ ରାଜ୍ୟ ବାହାରକୁ ଯିବ କମିଶନରେଟ୍ ପୋଲିସ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ l ସତ୍ୟଜିତ୍ ସମ୍ପର୍କ ରଖିଥିବା ବାହାର ରାଜ୍ୟର…

ଜାଣନ୍ତୁ କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା ପ୍ରଥମ ଚାଉଳ ଏଟିଏମ୍…

ଭୁବନେଶ୍ବର: ଆମେ ମାନେ ସମସ୍ତେ ଏଟିଏମ୍ ରୁ ଟଙ୍କା ବାହାରୁଥିବା ଜାଣିଛେ । ହେଲେ ଏଟିଏମ୍ ରୁ କେବେ ଚାଉଳ ବାହାରିବା କଥା ଶୁଣିଛନ୍ତି କି । ଏହି ସେବା ପ୍ରଥମେ ଦେଶର ହରିୟାଣା ରାଜ୍ୟରେ ଆରମ୍ଭ ହୋଇଥିଲା । ଯେଉଁଠି ହିତାଧିକାରୀ ନିଜର ରାସନକାର୍ଡ ଆଣି ନମ୍ବର ମାରି ଏଟିଏମରୁ ଚାଉଳ ବାହାର…

ରିଜର୍ଭ ପୋଲିସ ଲାଇନ୍ ସମ୍ମୁଖ ମହାବୀର ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି

ପୁରୀ: ରିଜର୍ଭ ପୋଲିସ ଲାଇନ ସମ୍ମୁଖ ମହାବୀର ମନ୍ଦିରରୁ ଚୋରି । ମନ୍ଦିର ପରିସରରେ ଥିବା ହୁଣ୍ଡିରୁ ହଜାର ହଜାର ଟଙ୍କା ଦାନ ହୋଇଥିବା ଭକ୍ତଙ୍କ ଦ୍ବାରା ଦକ୍ଷିଣା ଗୁଡ଼ିକ ଚୋରି ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ ମୀନ କେତନ ପାଠଯୋଶୀ । ଖବର ମୁତାବକ, କୁମ୍ଭାରପଡ଼ା ଥାନା…