Latest Odisha News

BREAKING NEWS

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା; ୧୪ ମୃତ, ୧୦ ନିଖୋଜ

ଶିମଲା: ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୧୦ ଜଣ ନିଖୋଜ ଅଛନ୍ତି। ସାମେଜ ଓ ବାଗି ବ୍ରିଜ୍‌ ଅଞ୍ଚଳରେ ପ୍ରବଳ ବର୍ଷାରେ ଭାସିଗଲେ ଲୋକେ। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର…

୬.୫ ପ୍ରତିଶତ ସହ ରେପୋରେଟ୍‌ ବଳବତ୍ତର ରଖିଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ରେପୋରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା କରିଛି ଆରବିଆଇ। ମନିଟାରୀ ପଲିସି କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ…

ଗିରଫ ହେବେ ବିଡିଓ ବାବୁ! ସରୁନି ସମ୍ପତ୍ତି ତାଲିକା….

କଟକ: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁ । ବୁଧବାର ଭିଜିଲାନ୍ସରର ମୋଟ ୮ ଜଣ ଟିମ୍ ଏକକାଳୀନ ବିଡିଓଙ୍କ ୮ଟି ସ୍ଥାନରେ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିପାରେ । ସେପଟେ ଭିଜିଲାନ୍ସ ଚଢାଉ ପରେ ଏବେ ବି ଜାରି ରହିଛି ସମ୍ପତି ଆକଳନ…

ପାର୍କିଂରୁ ଡବଲ ମର୍ଡର ଘଟଣା: ଗଠନ ହେଲା ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ, ୪ ଅଟକ

ଭୁବନେଶ୍ୱର: ଗାଡି ପାର୍କିଂରୁ ଡବଲ ମର୍ଡର। ଭୁବନେଶ୍ୱର ଏୟାରଫିଲଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ଗାଁ ନିକଟସ୍ଥ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ଗେଟ ନିକଟରେ ଏହି ଘଟଣା ଘଟିଛି। ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ…

ଭିନେଶ ଫୋଗଟ୍‌ଙ୍କୁ ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସମ୍ମାନୀତ କରିବେ ସରକାର

ନୂଆଦିଲ୍ଲୀ: ଭିନେଶ ଫୋଗଟ୍‌ଙ୍କୁ ପଦକ ବିଜେତାର ସମ୍ମାନ ଦେବାକୁ ଘୋଷଣା। ଏନେଇ ଏକ୍ସରେ ସୂଚନା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ଫୋଗଟଙ୍କୁ ପ୍ରଦାନ କରାଯିବ। ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସରକାର ସମ୍ମାନୀତ କରିବେ। ପ୍ୟାରିସ୍…

ଆଜିଠୁ ବାଂଲାରେ ନୂଆ ସରକାର, ସରକାରରେ ରହିବେ ୧୫ ସଦସ୍ୟ

ଢାକା: ବାଂଲାଦେଶରେ ଆଜି ଅନ୍ତରୀଣ ସରକାର ଗଠନ ହେବ। ରାତି ସାଢେ ୮ଟାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସେନା ମୁଖ୍ୟ ୱକାର-ଉଜ୍-ଜମାନ ଗତକାଲି ଏନେଇ ସୂଚନା ଦେଇଛନ୍ତି। ୧୫ ଜଣ ସଦସ୍ୟଙ୍କୁ ନେଇ ନୂଆ ସରକାର କାମ କରିବ। ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ…

ପୁଣି ଆଉ ଏକ ଲଘୁଚାପ: ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା, ତେଲ ଓ ହୀତୀର ପାଣିରେ ଫୁଲିପାରେ ମହାନଦୀ

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମ ଓ ସଂଲଗ୍ନ ବାଂଲାଦେଶରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି। ଆଜି ଏହା ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ପଶ୍ଚିମ ଓଡିଶା ସମେତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ମାଲକାନଗିରି ଗସ୍ତରେ ବିଜେଡି ଟିମ୍, ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ଦଳ

ମାଲକାନଗିରି: ମାଲକାନଗିରି ଗସ୍ତରେ ବିଜେଡି ଟିମ୍। ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କରିଥିବା ଏହି ଦଳ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମରେ ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ଟିମ…

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍

ନୂଆଦିଲ୍ଲୀ: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଭିନେଶ। ଭିନେଶ ଫୋଗେଟ୍ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦେଶବାସୀଙ୍କ ନିକଟରେ ଋଣି ହୋଇ…

ଘରେ ରଖନ୍ତୁ ବଂଶୀ, ଦୂର ହୋଇଯିବ ବାସ୍ତୁ ଦୋଷ

ବଂଶୀ ହେଉଛି ସମୃଦ୍ଧିର ପ୍ରତୀକ। ବାସ୍ତୁଶାସ୍ତ୍ର ଅନୁସାରେ, ଯେଉଁ ଘରେ ବଂଶୀ ଥାଏ, ସେଠାରେ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ବଂଶୀ ରଖିବା ଦ୍ବାରା କେଉଁ ସବୁ ବାସ୍ତୁଦୋଷ ଦୂର ହୋଇଥାଏ। ବଂଶୀ ଘରେ ଆଣି ରଖିଲେ ଆପଣଙ୍କ ଘରର ବାତାବରଣ ସକରାତ୍ମକ ଉର୍ଜାରେ…