ନବୀନ ସରକାରର ପସନ୍ଦର ଆଇଏଏସକୁ ଅଦଳବଦଳ କଲେ ମୋହନ ସରକାର: ୨୦ ନୂଆ ଜିଲ୍ଲାପାଳ ନିଯୁକ୍ତ
ଭୁବନେଶ୍ୱର: ମୋହନ ମାଝୀ ସରକାର ବୁଧବାର ରାଜ୍ୟରେ ୨୦ ଜଣ ନୂଆ ଜିଲ୍ଲାପାଳ ନିଯୁକ୍ତି ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କ୍ଷମତାର ନିକଟତର କୁହାଯାଉଥିବା ଆଇଏଏସ୍ ଅଫିସରମାନଙ୍କୁ ବାଦ୍ ଦେବା ପାଇଁ ଏହି ଅଦଳବଦଳ କରାଯାଇଛି ବୋଲି କୁହାଯାଇଛି। ସାଧାରଣ ପ୍ରଶାସନ ବିଭାଗ…