ଭୁଲରେ ବି ଗୁଗୁଲରେ ସର୍ଚ୍ଚ କରନ୍ତୁନାହିଁ ଏହି ସବୁ ଜିନିଷ, ନଚେତ ଭୋଗିପାରନ୍ତି ଜେଲ ଦଣ୍ଡାଦେଶ
ଭୁବନେଶ୍ଵର: ଆଧୁନିକତାର ଏହି ଯୁଗରେ ପ୍ରାୟ ସବୁକିଛି ଇଣ୍ଟରନେଟରେ ଉପଲବ୍ଧ | ଗୁଗୁଲ୍ ହେଉଛି ସମଗ୍ର ବିଶ୍ୱରେ ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ୍ । ଗୁଗୁଲରେ ସର୍ଚ୍ଚ କରିବା ପରେ ମଧ୍ୟ କିଛି ତଥ୍ୟର ସତ୍ୟତା ଆମକୁ ନିଜେ ହିଁ ଯାଞ୍ଚ କରିବାକୁ ପଡିଥାଏ । ତେବେ ଗୁଗୁଲ୍ କିଛି ସର୍ଚ୍ଚ କରିବା…