ତାଣ୍ଡବ ରଚୁଛି ‘ଉଡନ୍ତା ନଦୀ’
ନୂଆଦିଲ୍ଲୀ: ଫ୍ଲାଇଂ ରିଭର୍ ବା ଉଡନ୍ତା ନଦୀ । ଏମିତି ନାଁ କେବେ ଶୁଣିଛନ୍ତି କି ? ବୋଧହୁଏ ଏହି ଶବ୍ଦ ଶହ ଅନେକ ପରିଚିତ ନଥିବେ । କିନ୍ତୁ ଏଭଳି ଉଡନ୍ତା ନଦୀ ଓ ବାୟୁମଣ୍ଡଳୀୟ ନଦୀ ଭାରତରେ ବିନାଶକାରୀ ବର୍ଷା ଓ ବନ୍ୟାର କାରଣ ହୋଇଛନ୍ତି ।
ଏମିତି ତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଭାରତର…