Latest Odisha News

BREAKING NEWS

ଶପିଂ କଲେ ଶେଖ ହସିନା, କିଣିଲେ ୩୦ ହଜାର ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ହିଂସା କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚି ଥିଲେ ଶେଖ୍ ହସିନା । ଏବେ ସେ ଭାରତରେ ଅଛନ୍ତି । ଏହା ପରେ ସେ ଲଣ୍ଡନ ଯିବା ନେଇ ଚର୍ଚ୍ଚା ହେଉଛି । ବାଂଲାଦେଶ ଛାଡିବା ସମୟରେ…

ବର୍ଡ଼ର-୨କୁ ନେଇ ବଡ଼ ଖବର, ସନିଙ୍କ ଯୋଗୁଁ ଫିଲ୍ମ ଛାଡିଲେ ଆୟୁଷ୍ମାନ

ମୁମ୍ବାଇ: ସନି ଦେଓଲ ନିକଟରେ ତାଙ୍କର ୧୯୯୭ ଚଳଚ୍ଚିତ୍ର 'ବର୍ଡର-୨'ର ସିକ୍ୱେଲ ଘୋଷଣା କରିଛନ୍ତି। ଏହି ଫିଲ୍ମକୁ ନେଇ ଗତ ବର୍ଷରୁ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜାରି ରହିଛି। ଏଥିରେ ସନି ଦଓଲ ପୁଣିଥିରେ ମୁଖ୍ୟ ନାୟକ ରୂପେ ଫେରିବେ। ଅନୁମାନ କରାଯାଉଥିଲା ଯେ ଅନୁରାଗ ସିଂଙ୍କ ନିର୍ଦ୍ଦେଶିତ ଏହି…

ତୁମେ ଆମ ଚାମ୍ପିଅନ୍; ଭିନେଶଙ୍କ ପାଇଁ ଭାରତୀୟ ଅଲିମ୍ପିକ ସଂଘ ସଭାପତିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ଅସୁସ୍ଥ ହୋଇପଡିଛନ୍ତି ଭିନେଶ ଫୋଗଟ। ଏହି ଘଟଣା ରେ ମ୍ରିୟମାଣ ହୋଇପଡିଛନ୍ତି ସାରା ଭାରତବାସୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି ଯେ, "ଭିନେଶ ତୁମେ ଚାମ୍ପିଅନଙ୍କ ଭିତରେ…

ସେପ୍ଟେମ୍ବର ୩ରେ ହେବ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ୱର: ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ l ରାଜ୍ୟସଭା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି l ଏନେଇ ସୂଚନା ଦେଇଛନ୍ତି ଇଲେକ୍ସନ କମିଶନର l ଖାଲିଥିବା ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ l ଉପନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ପ୍ରକାଶ ପାଇବ ବିଜ୍ଞପ୍ତି l ଅଗଷ୍ଟ ୨୧…

ଆଗାମୀ ୨୫ ବର୍ଷରେ ଦେଶରେ ଏତେ କୋଟି ଲୋକେ ହୋଇଯିବେ ବୃଦ୍ଧ, ସଂଖ୍ୟା ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଦୁନିଆର ସବୁଠାରୁ ଜନବହୁଳ ଦେଶ। ପରିସଂଖ୍ୟାନ ଅନୁଯାୟୀ, ଭାରତର ମୋଟ ଜନସଂଖ୍ୟା ପ୍ରାୟ ୧.୪୪ ବିଲିୟନ। ତେବେ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ୍, ଯାହାର ଜନସଂଖ୍ୟା ୧.୪୨ ବିଲିୟନ। ଯଦି ଆମେ ଏହାକୁ ବୟସ ଦୃଷ୍ଟିରୁ ଦେଖିବା, ତେବେ ଭାରତରେ ଅନେକ ଯୁବକ ଅଛନ୍ତି।…

ସପ୍ତାହେ ଧରି ସ୍କୁଲରେ ବନ୍ଦୀ ୨୫୦ ଛାତ୍ର!

ପାଟଣା: ବିହାରର ବେଗୁସରାଇରେ ୨୫୦ ଜଣ ଛାତ୍ର ଏକ ଘରୋଇ ବିଦ୍ୟାଳୟରେ ବନ୍ଦୀ ହୋଇ ରହିଛନ୍ତି। ସ୍ଥିତି ଏପରି ଯେ ବିଦ୍ୟାଳୟରେ ଥିବା ପିଲାମାନେ ନିଜ ଘରକୁ ଯାଇପାରୁଛନ୍ତି କିମ୍ବା ନିଜ ପରିବାରକୁ ଲୋକଙ୍କୁ ଭେଟିପାରୁଛନ୍ତି। ଗତ ଏକ ସପ୍ତାହ ଧରି ସମସ୍ତ ଛାତ୍ରମାନେ ଦୟନୀୟ ସ୍ଥିତିରେ…

‘ଯାହା ବାଂଲାଦେଶରେ ହେଉଛି, ସେହିଭଳି ଭାରତରେ ମଧ୍ୟ ହୋଇପାରେ’

ନୂଆଦିଲ୍ଲୀ: ବାଂଲାଦେଶରେ ଥମିବାର ନାଁ ନଉନାହିଁ ହିଂସା । ଦିନକୁ ଦିନ ସେଠାରେ ସ୍ଥିତି ଅତି ଦୟନୀୟ ଅବସ୍ଥାକୁ ଗତି କରୁଥିବା ଦେଖିବାକୁ ମିଳୁଛି । ଶେଖ୍ ହସିନାଙ୍କୁ ବାଂଲାଦେଶ ଛାଡିବାର ତିନି ଦିନ ହୋଇସାରିଥିଲେ ମଧ୍ୟ ସେଠାକାର ପରିସ୍ଥିତିରେ କୌଣସି ପ୍ରକାର ସୁଧାର ଆସୁନି । ଏହାରି ଭିତରେ…

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଧାଡ଼ିବାନ୍ଧି ଆସିବାରେ ଲାଗିଛି ଲଘୁଚାପ l ଆସନ୍ତା ୨୪ ଘଣ୍ଟା ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ନେଇ ସମ୍ଭାବନା ରହିଛି l ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ନିକଟ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି l ଘୂର୍ଣ୍ଣିବଳୟ…

ରହସ୍ୟମୟ ଗଛ, ଡାଳରେ ବସିଲେ ମରିଯାଆନ୍ତି ପକ୍ଷୀ

ନୂଆଦିଲ୍ଲୀ: ଜୀବ, ଉଦ୍ଭିଦ ସମସ୍ତଙ୍କୁ ନେଇ ଆମେ ପରିବେଶରେ ବାସ କରୁ। ଆମ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାର ଗଛ ଲତା ଅଛନ୍ତି। କିଛି ଉଦ୍ଭିଦ କିମ୍ବା ଉଦ୍ଭିଦ ଜାତ ଦ୍ରବ୍ୟକୁ ଆମେ ଖାଉ ଏବଂ କିଛି କିଛି ଗଛ ଆମର ବହୁତ ଉପରକାର କରନ୍ତି। କିନ୍ତୁ ଆମ ଜଗତରେ ଏପରି ମଧ୍ୟ ଗଛ ଅଛି ଯାହା ବିଷୟରେ…

ଭିନେଶ ଫୋଗଟ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପ୍ୟାରିସ: ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଭିନେଶ ଫୋଗଟ। ଆଜି ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂ ଫାଇନାଲରେ ଭାଗ ନେବାକୁ ଅଯୋଗ୍ୟ ଘୋଷିତ ହେବା ପରେ ସେ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ଡିହାଇଡ୍ରେସନ ଯୋଗୁ ଭିନେଶ ଫୋଗଟଙ୍କୁ ଡାକ୍ତରଖାନାରେ…