Latest Odisha News

BREAKING NEWS

ନୂଆଖାଇ ପାଇଁ ବାହାରିଲା ଶୁଭ ଲଗ୍ନ

ବଲାଙ୍ଗୀର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଚଳିତ ଥର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ଭିତରେ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ…

ଉତ୍ତର କୋରିଆ ରେସଲର ଉଦ୍ଦେଶ୍ୟମୂଳକ ଭାବେ ନିଶାଙ୍କୁ ଆହତ କରିଛନ୍ତି: କୋଚ ବୀରେନ୍ଦ୍ର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ୬୮ କିଗ୍ରା କ୍ୱାର୍ଟର ଫାଇନାଲ ମୁକାବିଲାରେ ଆଘାତସମସ୍ୟା ଯୋଗୁ ପରାଜିତ ହୋଇଛନ୍ତି । ମଙ୍ଗଳବାର ଜାତୀୟ କୋଚ ବୀରେନ୍ଦ୍ର ଦାହିୟା ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ନିଶାଙ୍କୁ ବିଜୟୀ ହେବାରେ ରୋକିବା ପାଇଁ ତାଙ୍କୁ…

ବାଂଲାଦେଶ ହିଂସାକୁ ନେଇ କେନ୍ଦ୍ରରେ ସର୍ବଦଳୀୟ ବୈଠକ, ସତର୍କ ଅଛନ୍ତି ଭାରତ ସରକାର

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଅଣାୟତ୍ତ ହେବା ପରେ ବାଂଲାଦେଶ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତରେ ଶରଣ ନେଇଛନ୍ତି । ଏହାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଅନ୍ୟପକ୍ଷରେ ବାଂଲାଦେଶ ସଂକଟ ଉପରେ ପ୍ରଧାନମନ୍ତ୍ରୀ ମୋଦି…

ରତ୍ନଭଣ୍ଡାରର ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ

ପୁରୀ: ଥମୁନି ରତ୍ନଭଣ୍ଡାର ପ୍ରସଙ୍ଗ । ଅନେକ ତର୍କ ବିତର୍କ ପରେ ଜୁଲାଇ ୧୪ ରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ସବୁ କିଛିର ଯାଞ୍ଚ କରି ଅଳଙ୍କାରମାନ ସ୍ଥାନାନ୍ତରିତ କରିଥିଲେ ଯାଞ୍ଚ କମିଟି ସଦସ୍ୟ । ହେଲେ ଏବେ ବି ଅନେକ କିଛି ଉପରୁ ପରଦା ହଟିନି ବୋଲି ସାଧାରଣରେ ଚର୍ଚ୍ଚା । ଯାହାକୁ ନେଇ…

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା ।ଆଜିଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ ହେବାକୁ ଯାଉଛି ।…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥ ଗିରଫ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ସ। ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ରେଡ ବେଳେ ତାଙ୍କ ଘରୁ ମିଳିଥିବା ଆଖି ତରାଟିଲା ଭଳି ସୁନା ଗହଣା ମିଳିଛି। କେଜିଏରୁ…

ନିଟ୍-ୟୁଜି ପେପର ଲିକ୍ ମାମଲା, ଭୁବନେଶ୍ବରରୁ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଭୁବନେଶ୍ବରରୁ ଆଉ ଜଣଙ୍କୁ ଗିରଫ କଲା ସିବିଆଇ। ଭୁବନେଶ୍ବରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କଲା ସିବିଆଇ। ପ୍ରଶ୍ନପତ୍ର ବିତରଣରେ ସଂମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ।…

ଆଜିଠୁ ତିନି ଦିନିଆ ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ବୈଠକ

ନୂଆଦିଲ୍ଲୀ: ବଦିଳବ କି ରେପୋରେଟ ? ଏନେଇ ଆଜିଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ବସିବ ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ। ଗତ ୨୦୨୩ ଫେବ୍ରୁଆରୀରୁ ଲଗାତାର ୮ ଥର ରେପୋରେଟେ ଅପରିବର୍ତ୍ତିତ ରହିଆସିଛି। ତେବେ ଆଜିଠାରୁ ରେପୋରେଟ ଓ ରିଭର୍ସ ରେପୋରେଟ ନେଇ ଏମପିସି…

ଜଳୁଛି ବାଂଲାଦେଶ; ଭାରତ ସୀମାରେ ହାଇଆଲର୍ଟ, ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ଏବେ ବି ସ୍ଥିତି ଅଣାୟତ୍ତ। ବ୍ୟାପକ ହିଂସା ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ଭାରତ ପହଞ୍ଚିଛନ୍ତି ଶେଖ ହାସିନା। ଶେଖ ହସିନା ପୁଣି ସ୍ବଦେଶ ଫେରିବେ ନା ବିଦେଶରେ…

ଆଜିଠୁ ୯ ତାରିଖ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ହେବ। ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୭ରେ ଏହା ଲଘୁଚାପ ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ତେବେ ପାଣିପାଗ ବିଭାଗ ଅନୁଯାୟୀ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା…