Latest Odisha News

BREAKING NEWS

ମମତା ମହନ୍ତଙ୍କ ଆସିବା ଟ୍ରେଲର ଥିଲା, ଆଗାମୀ ଦିନରେ ଭଲ ଫିଲ୍ମ ଦେଖିବେ: ସାଂସଦ ଅପରାଜିତା

ଭୁବନେଶ୍ଵର: କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ। ଏହାପରେ ଆରମ୍ଭ ହେଲା ରାଜନୈତିକ ଚର୍ଚ୍ଚା। ରାଜ୍ୟ ରାଜନୀତି ଏବେ ସରଗରମ। ମମତା ମହାନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ…

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, କାଲିଠୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଗାମୀ ୩ ଘଣ୍ଟିଆ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କଟକ ସହର ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ…

ଅଯୋଧ୍ୟା ଲଜ୍ଜା : ଟାର୍ଗେଟରେ ସମାଜବାଦୀ ପାର୍ଟି

ଅଯୋଧ୍ୟା: ଅଯୋଧ୍ୟାରେ ୧୨ ବର୍ଷିୟା ନାବାଳିକାଙ୍କୁ ଗଣ ଦୁଷ୍କର୍ମ ନେଇ ଚାଂଚଲ୍ୟ । ଟାର୍ଗେଟରେ ସମାଜବାଦୀ ପାର୍ଟି । ଅଭିଯୁକ୍ତଙ୍କ ବେକେରୀରେ ଚାଲିଲା ବୁଲଡୋଜର୍ । ଅଭିଯୁକ୍ତ ବେକେରୀ ମାଲିକ ମୋଇଦ ଖାନ୍ ସମାଜବାଦୀ ପାର୍ଟିର ସଦସ୍ୟ । ଘଟଣାରେ ମୋଇଦ ଖାନ ଓ ବେକେରୀ କର୍ମଚାରୀ ରାଜୁ ଖାନଙ୍କୁ…

ପୁଲିସକୁ ବଡ ସଫଳତା, ଧରାପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା

କେନ୍ଦୁଝର: ପାଟଣା ପୁଲିସକୁ ମିଳିଛି ବଡ ଧରଣର ସଫଳତା। ଧରାପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା ଓ ଜଣେ କ୍ରେତା। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ କ୍ରମାଗତ ଚୋରି ଓ ଲୁଟ୍ କରୁଥିଲେ ଏହି ଲୁଟେରା। ଯାହାକି ପୁଲିସର ନିଦ ହଜାଇ ଦେଇଥିଲା। ଶେଷରେ ପୁଲିସ ନିଜର ଗୁଇନ୍ଦା ଅନୁସନ୍ଧାନ ଜାରି…

ଭାନ୍ଦେରସେଙ୍କ ବୋଲିଂରେ ଟିମ ଇଣ୍ଡିଆ ଧରାଶାୟୀ, ୩୨ ରନରେ ଜିତିଲା ଶ୍ରୀଲଙ୍କା

କଲମ୍ବୋ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିିନକିଆ କ୍ରିକେଟ ମ୍ୟାଚରେ ଜେଫରୀ ଭାନ୍ଦେରସେଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ୩୨ ରନରେ ଭାରତକୁ ପରାସ୍ତ କରିଛି । ପ୍ରଥମ ଦିନିକିଆ ଟାଇ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ବିଜୟ ହାସଲ କରି ଭାରତକୁ ଚାପରେ ପକାଇଛି । ସିରିଜ ଡ୍ର…

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଗୋଲ୍ଡେନ ସ୍ଲାମ ସମ୍ପୂର୍ଣ୍ଣ କଲେ ଜୋକୋଭିଚ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ସର୍ବିୟାର ନୋଭାକ ଜୋକୋଭିଚ ଇତିହାସ ରଚିଛନ୍ତି । ପୁରୁଷ ସିଙ୍ଗଲ୍ସ ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିିତିବା ସହ ଗୋଲ୍ଡେନ ସ୍ଳାମ ସମ୍ପୂର୍ଣ୍ଣ କରିଛନ୍ତି । ୫ମ ଖେଳାଳି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସେ ସ୍ପେନର କାର୍ଲୋସ…

ପୋଲିସକୁ ଧକ୍କା ଦେବା ଘଟଣାରେ ୪ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ଵର: ପୋଲିସ କର୍ମଚାରୀଙ୍କୁ କାର୍ ମଡେଇଦେବା ଘଟଣାରେ ୪ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ୪ ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲାର ମୋତିଲାଲ ସାମଲ, ମୃତ୍ୟୁଞ୍ଜୟ ସାମଲ, ମନୀଷ ଓଝା ଓ ସାରଥୀ ନାୟକ ।…

ଥମୁନି ବାଂଲାଦେଶ ହିଂସା; ୭୨ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବୀ

ନୂଆଦିଲ୍ଲୀ: ଥମୁନି ବାଂଲାଦେଶ ହିଂସା । ସରକାରୀ ଚାକିରିରେ ସଂରକ୍ଷଣଙ୍କୁ ନେଇ ପୁଣି ହିଂସାକାଣ୍ଡ । ଆଜି ପୁଣି ୫୦ ଜଣଙ୍କ ମୃତ୍ୟୁ । ସାରା ଦେଶରେ କର୍ଫ୍ୟୁ ଲାଗୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ ।…

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜାତୀୟ ଜୁନିୟର, ସବଜୁନିୟର ସନ୍ତରଣ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଜୁନିୟର ଓ ସବ ଜୁନିୟର ସନ୍ତରଣ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ଏଠାରେ ଥିବା ଆନ୍ତର୍ଜାତୀୟ ସ୍ତରର ଆକ୍ୱାଟିକ ସେଂଟରରେ ଅଗଷ୍ଟ ୬ରୁ ୧୧ ପର୍ଯ୍ୟନ୍ତ ଏହି ସନ୍ତରଣ ଚାମ୍ପିୟନଶିପ ଆୟୋଜିତ ହେବ । ଭାରତୀୟ ସନ୍ତରଣ ଫେଡେରେଶନ ଅନୁମୋଦିତ ଓଡିଶା…

ଟ୍ରେନ କୋଚରେ ନିଆଁ ଲାଗିବା ଘଟଣା, ଘଣ୍ଟେ ଭିତରେ ନିଆଁକୁ ଆୟତ୍ତ କଲେ ଫାୟାର ବ୍ରିଗେଡ

ଅମରାବତୀ: ଆଜି ସକାଳେ ବିଶାଖାପାଟନମ ରେଳ ଷ୍ଟେସନରେ କୋରବା-ବିଶାଖାପାଟନମ ଏକ୍ସପ୍ରେସରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନଟି ପ୍ଲାଟଫର୍ମରେ ଛିଡା ହୋଇଥିବା ବେଳେ ନିଁଆ ଲାଗି ୩ଟି ଏସି ବଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ମୃତାହତ…