Latest Odisha News

BREAKING NEWS

ସେଲଫି ନେବାବେଳେ ଅଘଟଣ, ୧୦୦ ଫୁଟ୍ ତଳକୁ ଖସିଲେ ପର୍ଯ୍ୟଟକ

ମୁମ୍ବାଇ: ମହାରାଷ୍ଟ୍ରର ସାତାରା ଜିଲ୍ଲାରେ ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି ସେଲଫି ଉଠାଇବା। ମୁମ୍ବାଇର ବୋରଣେ ଘାଟରେ ସେଲଫି ନେଉଥିବା ସମୟରେ ପର୍ଯ୍ୟଟକ ଅସାବଧାନତା ହେତୁ ୧୦୦ ଫୁଟ୍ ତଳକୁ ଖସି ପଡିଛନ୍ତି। ସୂଚନା ଅନୁଯାୟୀ, ହଠାତ୍ ଗୋଡ଼ ଖସିଯିବାରୁ ସେ ୧୦୦ ଫୁଟ ଘାଟି…

ରାଜ୍ୟରେ ଉପୁଜିନି ବନ୍ୟା ସ୍ଥିତି, ଅତ୍ୟଧିକ ବର୍ଷା ଯୋଗୁଁ ମାଲକାନଗିରିରେ କ୍ଷୟକ୍ଷତି ହୋଇଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ଶନିବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାରୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏହି ଲଘୁଚାପ କେନ୍ଦ୍ରୀଭୂତ ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ଏବେ ସୁଦ୍ଧା ବନ୍ୟା ସ୍ଥିତି ଉପୁଜିନଥିବା କହିଛନ୍ତି…

ବନ୍ଧୁ ପାଇଁ ଦିନ ଟିଏ: ପ୍ରକୃତ ବନ୍ଧୁର ଉଦାହରଣ ବଲିଉଡର ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଆଜି ହେଉଛି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲେ ସେଲିବ୍ରେସନ । ଅସୁବିଧା ଓ ସୁଖଦୁଃଖରେ ସାଥ୍ ଦେଇଥାଏ ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ ଥାଏ ବନ୍ଧୁ ପାଖରେ ।…

ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେବା ଗ୍ରହଣୀୟ ନୁହେଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ପୁଣି ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ। ଦ୍ୱାରପାଳ ପୂଜା ଚାଲିଥିବା ସମୟରେ ଏହି ବିବାଦ ଦେଖାଯାଇଥିଲା। ପୂଜା ପଣ୍ଡା ସେବାୟତ ଦ୍ୱାରପାଳ ପୂଜା କରୁଥିବା ସମୟରେ ପିଣ୍ଡି ଉପରେ ଚଡିଯାଇଥିଲେ ପ୍ରଧାନୀ ସେବାୟତ। ଏହାକୁ ନେଇ ସମ୍ପୃକ୍ତ ପ୍ରଧାନୀ ସେବାୟତଙ୍କୁ ବାହାରକୁ ବାହାର…

ଆସନ୍ତାକାଲି ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର: ଆସନ୍ତାକାଲି ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଜନ ଶୁଣାଣି l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିନ ୧୧ ଟା…

କୋରବା-ବିଶାଖାପାଟନମ୍ ଟ୍ରେନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଶାଖାପାଟନା: ଭାଇଜାଗ ଷ୍ଟେସନରେ ରବିବାର ଦିନ କୋରବା-ବିଶାଖାପାଟନମ୍ ଟ୍ରେନର ୩ଟି କୋଚରେ ନିଆଁ ଲାଗିଯାଇଛି। ରବିବାର ସକାଳେ ଟ୍ରେନ ଭାଇଜାଗରେ ପହଞ୍ଚିଥିଲା ବେଳେ ଏହି ଅଘଟଣ ଘଟିଛି। ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି।ଏହାକୁ ଦେଖି ଯାତ୍ରୀ ଭୟଭୀତ ହୋଇ ପଡିଥିଲେ। ଷ୍ଟେସନରେ…

ଲିଙ୍ଗ ବିବାଦରେ ଆଥଲେଟ୍

ପ୍ୟାରିସ: ପୁଣି କ୍ରୀଡା ଜଗତରେ ଲିଙ୍ଗ ବିବାଦ । ପ୍ୟାରିସ ଅଲିମ୍ପିକ୍ସର ବକ୍ସିଂ ରିଙ୍ଗରେ ଦେଖିବାକୁ ମିଳିଛି ଲିଙ୍ଗଗତ ବିବାଦ । ମହିଳା ୬୬ କିଲୋଗ୍ରାମ ଶ୍ରେଣୀରେ ଇଟାଲୀର ଏଞ୍ଜେଲା କରିନୀ ଓ ଆଲଜେରିଆର ଇମାନ ଖଲିଫଙ୍କ ମଧ୍ୟରେ ମୁକାବିଲା ମାତ୍ର ୪୬ ସେକେଣ୍ଡରେ ଶେଷ ହୋଇଥିଲା । ଆଲଜେରିଆ…

ବିବାଦ ସତ୍ୱେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ଇମାନେ ଖେଲୀଫେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସର ମହିଳା ବକ୍ସିଂରେ ଆଲଜେରିଆର ଇମାନେ ଖେଲୀଫେଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସତ୍ୱେ ସେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ୬୬ କିଗ୍ରା ବିଭାଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିସହ ସେ ନିଜ ଦେଶ ପକ୍ଷରୁ ୭ମ ଖେଳାଳି ଭାବେ…

ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର

ଅନୁଗୁଳ: ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର। ଠାକୁରଗଡ଼ ଥାନା ଜନକପୁର ଗାଁ ନିକଟ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ଆସିଛି। ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନୁଗୁଳ ଜିଲ୍ଲା…

ମନ୍ଦିର କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ରବିବାର ଦିନ ଏକ ମନ୍ଦିରର କାନ୍ଥ ଭୁଶୁଡ଼ିବା ପରେ ୯ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଏହି ଅଘଟଣ ଶାହପୁରର ହରଦୌଲ ବାବା ମନ୍ଦିରରେ ଏକ ଧାର୍ମିକ ସମାରୋହରେ ଘଟିଛି। ମାଟି ତଳେ ପ୍ରାୟ ୯ ଜଣ ଛୋଟ…