Latest Odisha News

BREAKING NEWS

ଗୁମ୍ଫାରେ ଫଶିଥିଲେ ୪ ଶିଶୁ; ଉଦ୍ଧାରକାରୀ ଦଳଙ୍କୁ ସବୁଠି ପ୍ରଶଂସା, ଜାଣନ୍ତୁ କିଭଳି ଥିଲା ରେସ୍କ୍ୟୁ… 

ୱାୟନାଡ: କେରଳର ୱାୟନାଡରେ ଭୂସ୍ଖଳନ ପରେ ପଞ୍ଚମ ଦିନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେବି ୨୦୦ ଲୋକ ନିଖୋଜ ଅଛନ୍ତି। ମାଟି ତଳେ ଅନେକ ଜୀବନ ଫଶି ରହିଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ରାଡାର୍ ଡ୍ରୋନର ସହାୟତା ନେଉଛନ୍ତି…

ସରକାରୀ ସ୍କୁଲ ହଷ୍ଟେଲରେ ମ୍ୟାଲେରିଆ ସନ୍ଦୀଗ୍ଧ ଛାତ୍ରଙ୍କ ମୃତ୍ୟୁ, ଚାଲିଛି କାରଣ ଖୋଜା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ୍ ଭୋଇଁମଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ହଷ୍ଟେଲରେ ଜଣେ ମ୍ୟାଲେରିଆ ସନ୍ଦୀଗ୍ଧ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ଛାତ୍ର ଜଣଙ୍କୁ ସ୍କୁଲରେ ଜ୍ୱର ହୋଇଥିଲା ଏନେଇ ତାଙ୍କୁ ପିଏଚସି କୁ ପଠାଯାଇଥିଲା । ହେଲେ ସେଠାରେ ଜ୍ୱର ନକମିବାରୁ ପୁଣି ତାଙ୍କୁ…

ବିଏସକେଓ୍ୱାଇ ବଦଳରେ ଲାଗୁ ହେବାକୁ ଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କେବେ ଲାଗୁ ହେବ?

ଭୁବନେଶ୍ୱର: ନିକଟରେ ବିଧାନସଭାରେ ରାଜ୍ୟ ସରକାର ଆଗତ କରିଥିବା ବଜେଟ ଅନୁଯାୟୀ ପୂର୍ବ ସରକରାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି। ତେବେ ଏହି ନୂଆ ଯୋଜନା କେବେ ଲାଗୁ ହେବ ତାରିଖ ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ…

ଇସ୍ତଫା ଦେଲେ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ସିଇଓ ଶିବ ପ୍ରସାଦ ସାମନ୍ତରାୟ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ (ବିଏମ୍ଆରସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରୁ ଶିବ ପ୍ରସାଦ ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଜୁଲାଇ ୩୧ରେ ଶେଷ ହୋଇଥିବା ତାଙ୍କ କାର୍ଯ୍ୟକାଳକୁ ଓଡ଼ିଶା ସରକାର ବୃଦ୍ଧି…

ଅଲିମ୍ପିକ୍ସ ପଦକର ହ୍ୟାଟ୍ରିକରୁ ବଞ୍ଚିତ ମନୁ ଭାକର, ୨୫ ମିଟର ପିସ୍ତଲ ଇଭେଣ୍ଟରେ ହେଲେ ନିରାଶ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ୨୦୨୪ରେ ଭାରତୀୟ ଶୁଟର ମନୁ ଭାକର ୨୫ ମିଟର ପିସ୍ତଲ ଇଭେଣ୍ଟରେ ଶେଷ ମ୍ୟାଚ୍ ଖେଳିଛନ୍ତି। ଏହା ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ଭାଗ ନେଇଥିଲେ। ଏହି ଦୁଇଟି ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।…

ସ୍କୁଲ ଯିବାକୁ ଇଚ୍ଛା ନଥିଲା, ଛୁଟି ପାଇଁ ଦେଲେ ଏଭଳି ଧମକ… 

ନୂଆଦିଲ୍ଲୀ: ସ୍କୁଲ ଯିବାକୁ ଇଚ୍ଛା ନଥିଲା, ଛୁଟି ପାଇଁ ଚିନ୍ତା କଲେ ଏଭଳି ଉପାୟ। ସୂଚନା ଅନୁଯାୟୀ, ନିକଟରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟକୁ ଇ-ମେଲ୍ ଯୋଗେ ବୋମା ଧମକ ମିଳିଥିଲା। ସୂଚନା ଅନୁଯାୟୀ, ନିକଟରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟକୁ ଇ-ମେଲ୍ ଯୋଗେ ବୋମା ଧମକ…

ପାଇପ୍ ଲାଇନ୍ ଫାଟିବାରୁ କଟକରେ ଦୟନୀୟ ରାସ୍ତା, ଦୁର୍ନୀତି ଅଭିଯୋଗ ଆଣି ମେୟରଙ୍କୁ ଘେରିଲେ ନେତା

କଟକ: ସହରର ନୂଆପଡ଼ା ଛକରେ ପାଇପ୍ ଲାଇନ୍ ଫାଟିଯିବାରୁ ରାସ୍ତାର ଏକ ବଡ଼ ଅଂଶ ଖାଲ ହୋଇଯାଇଛି। ତେଣୁ ନୂଆପଡ଼ା ଓ ଖାନନଗର ମଧ୍ୟରେ ରାସ୍ତା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଚାଲିଥିବା ଜାପାନ ଇଣ୍ଟରନ୍ୟାସନାଲ କୋଅପରେସନ୍ ଏଜେନ୍ସି (ଜାଇକା) ପ୍ରକଳ୍ପ ଏବଂ ଆନୁସଙ୍ଗିକ ଦୁର୍ନୀତି…

କାହିଁକି ଓଡିଶା ଆସିଲେ ଓ୍ବାଇ ବି ଖୁରାନିଆ?

ଭୁବନେଶ୍ବର: ଓଡିଶା ଫେରିବେ ୧୯୯୦ ବ୍ୟାଚର ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ । ଖୁରାନିଆଙ୍କୁ ଓଡିଶା କ୍ୟାଡରକୁ ତତ୍କାଳ ପ୍ରଭାବରେ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ…

ବିଜେଡି ସରକାରରେ ଅର୍ଜିଥିଲେ…

ଭୁବନେଶ୍ବର: ବିଜେଡି ସରକାର ବେଳେ ଥିଲେ ପାଓ୍ବାରଫୁଲ୍, ଏବେ ପଡିଛି ଭିଜିଲାନସ ଛାଟ। ମାଳମାଳ ଫ୍ଲାଟ୍, ଆକାଉଣ୍ଟରେ କୋଟି କୋଟି ଟଙ୍କା । କୁବେର ଅଧିକାରୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଜଣକ ପରେ ଜଣେ ଅଧିକାରୀଙ୍କ ଘରେ ରେଡ୍ କରିବା ସହ ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ…

ଏନଓସି ବାତିଲ ପରେ ଅନ୍ଧାରରେ ୧୪୭ଟି ଓଡ଼ିଶା ନର୍ସିଂ କଲେଜର ଭବିଷ୍ୟତ

ଭୁବନେଶ୍ୱର: ଚିକିତ୍ସା ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ (ଡିଏମ୍ଇଟି) ପକ୍ଷରୁ ଏନ୍ଓସି ବାତିଲ କରାଯିବା ପରେ ଓଡ଼ିଶାର ୧୪୭ଟି ନର୍ସିଂ କଲେଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଇଣ୍ଡିଆନ୍ ନର୍ସିଂ କାଉନସିଲ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଆଧାରରେ ଏହି…