Latest Odisha News

BREAKING NEWS

କର୍ଣ୍ଣାଟକ ଯୌନ ଉତ୍ପୀଡନ ମାମଲା; ଭାଇରାଲ ଭିଡିଓ ଅସଲି ଅଟେ: ଏଫଏସଏଲ ରିପୋର୍ଟ

ବେଙ୍ଗାଲୁରୁ: ଜେଡିଏସ୍ ର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ଅଡୁଆ ଶେଷ ହେବାର ନାଁ ନେଉନାହିଁ । ବର୍ତ୍ତମାନ ଏଫଏସଏଲ ର ଅନୁସନ୍ଧାନ ରିପୋର୍ଟ ନିଶ୍ଚିତ କରିଛି ଯେ ପୂର୍ବତନ ସାଂସଦଙ୍କ ଅଶ୍ଳୀଳ ଭିଡିଓ ଅସଲି ଅଟେ । ସେଥିରେ କୌଣସି ପ୍ରକାରେ ଟାମ୍ପରିଂ କରାଯାଇ ନାହିଁ । ତେବେ ଯୌନ…

ଦିଲ୍ଲୀ ଆଇଏଏସ୍‌ କୋଚିଂ ସେଣ୍ଟର ଅଘଟଣ: ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି । ସିବିଆଇ ହାତକୁ ଗଲା ତଦନ୍ତ ଭାର । ସିବିଆଇକୁ ତଦନ୍ତ ଦାୟିତ୍ବ ଦେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିବା ସହ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଗତ ସପ୍ତାହରେ ଦିଲ୍ଲୀ ସ୍ଥିତ ଏକ କୋଚିଂ ସେଣ୍ଟର…

ସରକାରଙ୍କୁ ଟିକସ ଫାଙ୍କିଛି ଇନଫୋସିସ୍ ?

ନୂଆଦିଲ୍ଲୀ: ସରକାରଙ୍କୁ କର ଫାଙ୍କୁଛନ୍ତି କି ଇନଫୋସିସ ଭଳି ଆଇଟି କମ୍ପାନୀ ? କାହିଁକି ସରକାର ପଠାଇଛନ୍ତି ନୋଟିସ ? ଟିକସ ଚୋରି ପାଇଁ ଅନ୍ୟ ଆଉ କିଛି କମ୍ପାନି ବି ସରକାରଙ୍କ ୱାଚଲିଷ୍ଟରେ ଅଛନ୍ତି । ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନି ଇନଫୋସିସ୍ ବିରୋଧରେ ଗୁରୁତର ଅଭିଯୋଗ । ୨୦୧୭ରୁ…

ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନ କାର୍ଯ୍ୟ; ଆବାସ ଟଙ୍କାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ନବରଙ୍ଗପୁର: ବ୍ଲକ ପ୍ରଶାସନର ଦାୟିତ୍ୱ ହୀନତା କାର୍ଯ୍ୟ ହେତୁ ପ୍ରକୃତ ହିତାଧିକାରୀ ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି । ଆବାସ ଘରର ପ୍ରଥମ କିସ୍ତି ଟଙ୍କା ପ୍ରକୃତ ହିତାଧିକାରୀଙ୍କୁ ନ ଦେଇ ଅନ୍ୟ ଜଣକ ଖାତାରେ ଦେଇଛନ୍ତି ଟଙ୍କା । ଏପଟେ ହିତାଧିକାରୀ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ…

ମଧ୍ୟାହ୍ନ ଭୋଜନରେ ଜୋକ, ବଇଓଙ୍କୁ ଘେରିଲେ ଅଭିଭାବକ

ଭଦ୍ରକ: ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ। ମଧ୍ୟାହ୍ନ ଭୋଜନ ବର୍ଜନ କଲେ ଛାତ୍ରଛାତ୍ରୀ । ଏଥିସହ ମଧ୍ୟାହ୍ନ ଭୋଜନ ଆଣିଥିବା ଗାଡ଼ିକୁ ଅଟକ ରଖିଛନ୍ତି ଅଭିଭାବକମାନେ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର…

ଅଙ୍କିତା-ଧୀରଜ ସେମିଫାଇନାଲରେ, ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପ୍ୟାରିସ: ତୀରନ୍ଦାଜୀରେ ଭାରତର ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ମିକ୍ସଡ ଟିମ ଇଭେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ପଦକଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ ୫-୩ରେ ପରାଜିତ କରିଥିଲେ । ଇଟାଲୀ ଓ…

ସ୍ୱଚ୍ଛଳ ବର୍ଗଙ୍କୁ ‘କୋଟା’ ମନା

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏହାର ରାଜନୈତିକ ଓ ସାମାଜିକ ପ୍ରଭାବ ନେଇ ସମୀକ୍ଷା ଆରମ୍ଭ ହୋଇଯାଇଛି । ଏସସି , ଏସଟିଙ୍କ ମଧ୍ୟରେ ସବ-କ୍ୟାଟୋଗୋରୀ ବା ଉପ-ସଂରକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି…

ମନୁଙ୍କ ମନ ମାନୁନି, ହ୍ୟାଟ୍ରିକ ପଦକ ହାସଲ ଲକ୍ଷ୍ୟରେ

ପ୍ୟାରିସ: ଭାରତୀୟ ଶୁଟର ମନୁ ଭାକରଙ୍କ ପାଇଁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ସ୍ମରଣୀୟ ହେବାକୁ ଯାଉଛି । ୨ଟି ପଦକ ହାସଲ କରିବା ପରେ ମନୁ ମନ ବୁଝୁ ନ ଥିବାରୁ ସେ ଏବେ ୨୫ ମିଟର ପିସ୍ତଲ ଇଭେଂଟର ଫାଇନାଲରେ ପ୍ରବେଶ କରିଛି । ଯଦି ଏଥିରେ ସେ ପଦକ ଜିତିବେ ତାହାହେଲେ ପ୍ରଥମ ଆଥଲେଟ ଭାବେ ଭାରତ…

ହିଜବୁଲ ଆତଙ୍କବାଦୀ ୟାସିର ଭଟ ନିଜ ଘରୁ ନିଖୋଜ, ଜମ୍ମୁରେ ହାଇ ଆଲର୍ଟ

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲଗାମର ବାସିନ୍ଦା ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ୟାସିର ଭଟ ନିଜ ଘରୁ ନିଖୋଜ ଅଛି । ୟାସିର ୨୦୧୯ ମସିହାରେ ଜମ୍ମୁ ସହରର ବସ୍ ଷ୍ଟାଣ୍ଡରେ ଗ୍ରେନେଡ୍ ଆକ୍ରମଣରେ ସମ୍ପୃକ୍ତ ଥିଲା । କିଛି ଦିନ ହେବ ସେ ଜାମିନରେ ଆସିଥିଲା । ନିଖୋଜ ହେବା ପରେ ଜମ୍ମୁରେ ହାଇ…

ରାଜ୍ୟରେ ଆଳୁ ସମସ୍ୟା ନେଇ ବ୍ୟବସାୟୀ ସଙ୍ଘ ମାନଙ୍କ ସହ ଆଲୋଚନା କଲେ ଯୋଗାଣ ମନ୍ତ୍ରୀ

ଭଦ୍ରକ: ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭଦ୍ରକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ମନ୍ତ୍ରୀ ଶ୍ରୀ ପାତ୍ର ବାରିପଦା ଯାଉଥିବା ଅବସରରେ ଭଦ୍ରକ ସର୍କିଟହାଉସ ଠାରେ ତାଙ୍କୁ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…