Latest Odisha News

BREAKING NEWS

ମନେ ରଖନ୍ତୁ ଏହି ଚତୁରତାର ମନ୍ତ୍ର, ସବୁକ୍ଷେତ୍ରରେ ହେବେ ସ୍ୱତନ୍ତ୍ର

ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସ୍ୱତନ୍ତ୍ର ଭାବେ ଗଢିତୋଳିବା ସମସ୍ତଙ୍କର ଇଚ୍ଛା। ଜଣେ ବ୍ୟକ୍ତି ନିଜ ବୁଦ୍ଧି ଏବଂ ଚତୁରତା ପ୍ରୟୋଗ କରେ ତେବେ ସେ ସମସ୍ତ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରେ। ତେବେ ଆଜି ଆମେ ଏହି ଚତୁରତା ଉପରେ ଆଲୋଚନା କରିବା। ଚତୁରତାର ମନ୍ତ୍ର କ’ଣ ଆସନ୍ତୁ ଜାଣିବା.. ଆମେ…

ଅଙ୍କିତା-ଧୀରଜ କ୍ୱାର୍ଟର ଫାଇନାଲରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଙ୍କିତା ଭକତ ଓ ଧୀରଜ ବି ତୀରନ୍ଦାଜୀ ମିକ୍ସଡ ଇଭେଂଟରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ଇଣ୍ଡୋନେସିଆର ଡିଆନନ୍ଦା କ୍ୟୁରୁନସିଆ ଓ ଆରିଫ ପାଙ୍ଗେସୁଙ୍କୁ ଏଲିମିନେଶନ ରାଉଣ୍ଡରେ ପରାସ୍ତ କରିଥିଲେ । ଉଭୟ ୧୦ ପଂଏଟ ସ୍କୋର…

ନିଟ୍ ପୁନର୍ବାର ପରୀକ୍ଷାରେ ସୁପ୍ରିମକୋର୍ଟଙ୍କ ରାୟ: କିଛି ଏମିତି କହିଲେ ଶିକ୍ଷା ମନ୍ତ୍ରୀ…

ନୂଆଦିଲ୍ଲୀ: ଶୁକ୍ରବାର ନିଟ୍ ପୁନଃ ପରୀକ୍ଷା ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହା ପୂରା ଶିକ୍ଷା ବ୍ୟବସ୍ଥାର ଭୁଲ୍ ନୁହେଁ । ପ୍ରଶ୍ନପତ୍ର ଲିକ୍ ବଡଧରଣର ହୋଇନଥିବା କହି, ଏହା କେବଳ ପାଟନା ଓ ହଜାରୀବାଗରେ ଲିକ୍‌ ହୋଇଛି ବୋଲି କହିଛନ୍ତି କୋର୍ଟ । ଏହାସହିତ ପୁନଃ- ପରୀକ୍ଷା…

ଦୁନିଆ ଘୁରିବା ପରି ଲାଗୁଛି କି ? ଜାଣନ୍ତୁ ଭର୍ଟିଗୋ ଆଟାକ୍‌ର ଲକ୍ଷଣ

ଶରୀର ଅଛି ତ ରୋଗ ରହିବ। ଏଥିପାଇଁ ବ୍ୟସ୍ତ ନହୋଇ ସଚେତନ ରହିବା ଜରୁରୀ। ସମୟ ଥାଉ ଥାଉ ଶରୀର ପ୍ରତି ସାବଧାନ ରହିଲେ ହିଁ ରୋଗର ମୁକାବିଲା କରିବା ସହଜ ହୋଇଥାଏ। ତେବେ ଆପଣଙ୍କ ଶରୀରରେ କୌଣସି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଯାହାଦ୍ୱାରା ଯେକୌଣସି ରୋଗର…

ଓ୍ବାଇଫାଇ ପାସଓ୍ବାର୍ଡ ପାଇଁ ତୁମୁଳ କାଣ୍ଡ, ମନା କରିବାରୁ ସ୍ତ୍ରୀର ଜୀବନ ନେଲା ସ୍ବାମୀ

ରୋହତକ: ସାଧାରଣ ଓ୍ବାଇଫାଇ ପାସଓ୍ବାର୍ଡ ହେଲା କାଳ । ସ୍ତ୍ରୀ ପାସଓ୍ବାର୍ଡ ଦେବାକୁ ମନା କରିବାରୁ ରାଗି ଯାଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଜୀବନ ନେଲା ସ୍ବାମୀ । ଏବେ ଏମିତି କିଛି ଘଟଣା ଘଟିଛି ହରିୟାଣା ରୋହତକରେ । ଯାହାପରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଛି । ତେବେ ଅଭିଯୁକ୍ତ…

ପ୍ରକୃତିର କରାଳ ରୂପ: ନେଲାଣି ୩୦୮ ଜୀବନ, ଏବେ ବି ମାଟିତଳେ ୨୦୦ରୁ ଅଧିକ ଲୋକ, ଖୋଜିବ ଡ୍ରୋନ୍ ରାଡାର୍

ଓ୍ବାୟନାଡ: ଗତ ୩୦ ଜୁଲାଇରେ କେରଳ ଓ୍ବାୟନାଡରେ ପ୍ରକୃତି ଯେଉଁ ତାଣ୍ଡବ ରଚିଥିଲା ସେଥିରେ ଏଯାବତ ୩୦୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ୪ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମାଟି ତଳେ ଫସି ରହିଛନ୍ତି ୨୦୦ରୁ ଅଧିକ ଲୋକ । ସେମାନଙ୍କୁ ଜୀବିତ ଉଦ୍ଧାର କରିବା…

ଘର ନୁହେଁ, ପୁରା ସହର କିଣିନେବେ: କେବଳ ରହିଛି ଏହି ଗୋଟି ସର୍ତ୍ତ..

ଯଦି ଆପଣ ଏକ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଆକର୍ଷଣୀୟ ହୋଇପାରେ। ୟୁରୋପରେ ଏକ ଦ୍ୱୀପ ବିକ୍ରି ପାଇଁ ଉପଲବ୍ଧ ରହିଛି। ଏହି ଦ୍ୱୀପଟି ପର୍ଯ୍ୟଟନ କ୍ଷେତ୍ର ହେବାର ବହୁ ସମ୍ଭାବନା ରହିଛି। ଖବର ଅନୁଯାୟୀ, ଏହି ଦ୍ୱୀପ ଶତାବ୍ଦୀ ଧରି…

ପୁଣି ହେବନି ନିଟ୍ ପରୀକ୍ଷା, କିଛି ଏମିତି ରୋକ ଠୋକ୍ ଶୁଣାଇ ଦେଲେ ସୁପ୍ରିମକୋର୍ଟ….

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଓ ପୁନଃ- ପରୀକ୍ଷାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପୁଣି ପରୀକ୍ଷା ହେବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି । ପୁନଃ- ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଏନେଇ…

କୋଟିପତି ସରକାରୀ ବାବୁ, ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଟେରା

ଭୁବନେଶ୍ବର: ଯେଉଁଠି ସରକାରୀ ଚାକିରିରୁ ମିଳୁଥିବା ଟଙ୍କାରେ କିଛି ସରକାରୀ କର୍ମଚାରୀଙ୍କ ଚଳିବା ମୁସକିଲ ହୋଇଛି ସେଠି କିନ୍ତୁ ଏଇ ବାବୁ ପ୍ଲଟ ଉପରେ ପ୍ଲଟ କିଣିଚାଲିଛନ୍ତି । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୧୦୬ଟି ପ୍ଲଟ ରହିଛି । ଏହା ସହିତ ଏକାଧିକ ଫ୍ଲାଟ ଓ ବିଭିନ୍ନ ସ୍ଥାନରେ ଘର…

ବକ୍ସ ଅଫିସରେ ବଲିଉଡ-ଟଲିଉଡର କଡା ଟକ୍କର: ଏକାସହ ୫ଟି ଫିଲ୍ମ ରିଲିଜ, ତାଲିକା ଦେଖି ଦର୍ଶକ ଉତ୍ସାହିତ

ମୁମ୍ବାଇ: ଯଦି ଆପଣ ଜଣେ ସିନେମା ପ୍ରେମୀ ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି ଖବର ଆଣିଛୁ, ଯାହାକୁ ଶୁଣି ଆପଣଙ୍କ ଦିଲ୍ ଖୁସ ହୋଇଯିବ। ପୁଣି ଥରେ ବକ୍ସ ଅଫିସରେ ସାଉଥ୍ ଏବଂ ବଲିଉଡ୍ ଚଳଚ୍ଚିତ୍ର ମଧ୍ୟରେ ଏକ ଜବରଦସ୍ତ ଟକ୍କର ହେବାକୁ ଯାଉଛି, ଯାହାକୁ ନେଇ ଦର୍ଶକମାନେ ମଧ୍ୟ ବହୁତ ଉତ୍ସାହିତ…