Latest Odisha News

BREAKING NEWS

ବାହାରେ ପେପର ଲିକ୍, ଭିତରେ ପାଣି ଲିକ୍; ନୂଆ ସଂସଦ ଭବନ ଛାତରୁ ପାଣି ପଡିବାରୁ ବର୍ଷିଲେ ବିରୋଧୀ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଜଳବନ୍ଦୀ ହୋଇପଡିଥିଲା ସାରା ସହର। ଏହି ସମୟରେ ନୂତନ ସଂସଦ ଭବନର ଚିତ୍ର ମଧ୍ୟ ସାମ୍ନାକୁ…

ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ପୁଷ୍ପା-୨ର କ୍ଲାଇମେକ୍ସ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ମୁମ୍ବାଇ: ପୁଷ୍ପା: ଦ ରୁଲ- ପାର୍ଟ୨ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଅଲୁ ଅର୍ଜୁନଙ୍କ ଫିଲ୍ମର ପ୍ରଥମ ଭାଗ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ବର୍ତ୍ତମାନ ଦର୍ଶକ ପାର୍ଟ୨ କୁ ଅପେକ୍ଷା କରିଛନ୍ତି। ପୁଷ୍ପାର ଲୋକପ୍ରିୟତା ଦେଖି ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ…

‘ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ବୟସ ସୀମା ୨୧ ବର୍ଷ ହେବା ଉଚିତ୍’

ନୂଆଦିଲ୍ଲୀ: ରାଜ୍ୟସଭାରେ ନିର୍ବାଚନ ଲଢିବା ପାଇଁ ବୟସ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଲେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା । ଆଜି ରାଜ୍ୟସଭାରେ ସେ କହିଛନ୍ତି ଯେ, ଯେତେବେଳେ ୧୮ ବର୍ଷ ବୟସରେ ସରକାର ଚୟନ କରିବାର ଅଧିକାର ରହିଛି ତେବେ ୨୧ ବର୍ଷ ବୟସରେ କାହିଁକି ନିର୍ବାଚନ…

ସ୍ୱପ୍ନିଳଙ୍କ ସାକାର ହେଲା ସ୍ୱପ୍ନ

ପ୍ୟାରିସ: ଭାରତକୁ ଗୌରବାନ୍ୱିତ କରିଛନ୍ତି ସ୍ୱପ୍ନିଳ କୁସାଲେ । ପ୍ୟାରିସ ଅଲିମ୍ପିକ୍ସରେ ଏହି ଯୁବ ଶୁଟର ୫୦ ମିଟର ରାଇଫଲ ଥ୍ରୀ ପ୍ରୋନ ବିଭାଗରେ ବ୍ରୋଞ୍ଜ ପଦକ ଜିତି ନିଜ ସ୍ୱପ୍ନ ସାକାର କରିଛନ୍ତି ସ୍ୱପ୍ନିଳ । ଏକ କୃଷକ ପରିବାରରୁ ଆସିଥିଲା ସ୍ୱପ୍ନିଳ ପିଲାବେଳୁ ଖେଳ ପ୍ରତି ଆଗ୍ରହୀ ଥିଲେ…

ମାଉସୀ ନେଇଗଲା ଝିଆରୀର ପୁଅ

ଆଠଗଡ଼: ଖୁଣ୍ଟୁଣୀ ମେଡିକାଲ୍‌ ପରିସରରୁ ଶିଶୁପୁତ୍ର ଚୋରି l ଝିଆରୀର ୪ ମାସର ପୁଅକୁ ସମ୍ପର୍କୀୟ ମାଉସୀ ନେଇ ଯାଇଥିବା ଅଭିଯୋଗ l ଆଜି ଢେଙ୍କାନାଳର ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ l ସମ୍ପର୍କୀୟ ମାଉସୀ ସହ ଅନ୍ୟ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l…

ରାସ୍ତାରେ ଯାଉଥିବା ଯୁବତୀଙ୍କ ସହ ଦୁର୍ବ୍ଯବହାର; ପାଣି ଫିଙ୍ଗିଲେ, ଟଣାଓଟରା କଲେ

ଲକ୍ଷ୍ନୌ: ଲକ୍ଷ୍ନୌର ଗୋମତିନଗର ସ୍ଥିତ ଆମ୍ବେଦକର ପାର୍କ ନିକଟରେ ବୁଧବାର ଘଟି ଯାଇଛି ଅଭାବନୀୟ ଘଟଣା। ପ୍ରବଳ ବର୍ଷା ହେତୁ ଏହି ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା। ଲୋକମାନେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଯାତାୟାତ କରୁଥିଲେ। ସୂଚନା ଅନୁଯାୟୀ, ଗୋମତିନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ହୋଟେଲ ତାଜ,…

ପଣ୍ୟ କାରବାରରେ ପୁଣି ରେକର୍ଡ ଭାଙ୍ଗିଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ କଲା ପାରାଦ୍ୱୀପ ବନ୍ଦର। ଚଳିତବର୍ଷ ପ୍ରଥମ ୪ ମାସରେ ୫୦.୧୬ ନିୟୁତ ଟନ୍ ପଣ୍ୟ କାରବାର ହୋଇଥିବା ସୂଚନା ରହିଛି। ଚଳିତ ବର୍ଷ ୧୨୨ ଦିନରେ ୫୦.୧୬ ନିୟୁତ ଟନ…

ଜୁନାଗଡ଼ ଏନଏସିରେ ଅନାସ୍ଥା ଭୋଟ ସ୍ଥଗିତ, ଭୋଟ ପାଇଁ ପୁନର୍ବାର ତାରିଖ ଘୋଷଣା କରିବେ ଜିଲ୍ଲାପାଳ

କଳାହାଣ୍ଡି: ଜୁନାଗଡ଼ ଏନଏସିରେ ଅନାସ୍ଥା ଭୋଟ ସ୍ଥଗିତ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ହେବାକୁ ଥିବା ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏଡିଏମ୍‌ ନଆସିବାରୁ ଅନାସ୍ଥା ଭୋଟକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଏହି ଭୋଟ ପାଇଁ ପୁନର୍ବାର ତାରିଖ ଘୋଷଣା କରିବେ…

ଭାରତର ପଦକ ସଂଖ୍ୟା ୩ରେ ପଂହଚିଲା, ଶୁଟିଂରେ ସ୍ୱପ୍ନିଳ ଜିତିଲେ ବ୍ରୋଞ୍ଜ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ତୃତୀୟ ପଦକ ହାସଲ କରିଛି । ୩ଟି ଯାକ ପଦକ ଶୁଟିଂରୁ ଆସିଛି । ପୂର୍ବରୁ ମନୁ ଭାକର ବ୍ୟକ୍ତିଗତ ଓ ମିକ୍ସଡ ଇଭେଂଟରେ ଭାରତ ପାଇଁ ପଦକ ଜିତିଥିଲେ । ଯୁବ ଶୁଟର ସ୍ୱପ୍ନିଳ କୁସାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ଏହି ସଫଳତର ହାସଲ…

ଭଦ୍ରକରେ ଜବରଦଖଲ ଉଚ୍ଛେଦ, ଚାଲିଲା ବୁଲଡୋଜର

ଭଦ୍ରକ: ଭଦ୍ରକ ସହରରୁ ବେଆଇନ୍ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଜବରଦଖଲ ହୋଇଥିବା ସମସ୍ତ ଜାଗା ଉପରେ ବୁଲଡୋଜର ଚଲାଇ ରାସ୍ତାକୁ ଆହୁରି ପ୍ରଶସ୍ତ କରାଯାଉଛି । ଏଥିପାଇଁ ମୋଟ ୪ ପ୍ଲାଟୁନ୍ ଫୋର୍ସ ସହ ୪ ଇନ୍ସପେକ୍ଟର, ସିଟି ଡିଏସପି,…