ଭୂସ୍ଖଳନ ନେଇ କେରଳକୁ ଆଗୁଆ ସତର୍କ କରାଯାଇଥିଲା
ନୂଆଦିଲ୍ଲୀ: ଭୟଙ୍କର ଭୂସ୍ଖଳନ ନେଇ ପୂର୍ବରୁ ସତର୍କ କରାଯାଇଥିଲା। ଏହି ଭୂସ୍ଖଳନରେ ୧୫୦ରୁ ଅଧିକ ଜୀବନ ଯାଇଥିବା ବେଳେ ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ସଂସଦର ଉଭୟ ଗୃହରେ ୱାୟନାଡର ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା…