ହମାସ ଟପ୍ ଲିଡରଙ୍କୁ ହତ୍ୟା, ବଢିବ ମଧ୍ୟପ୍ରାଚ୍ୟ ସଂକଟ !
ନୂଆଦିଲ୍ଲୀ: ପାଲେଷ୍ଟିନୀୟ ସଂଗଠନ ହମାସକୁ ଶକ୍ତ ଧକ୍କା । ହମାସ ନେତା ଇସମାଇଲ ହନିୟାଙ୍କୁ ହତ୍ୟା କରାଯାଇଛି। ଇରାନ ରାଜଧାନୀ ତେହେରାନରେ ହନିୟା ରହୁଥିବା ଘର ଉପରେ ଆକ୍ରମଣ ହେବାରୁ ସେ ପ୍ରାଣ ହରାଇଥିବା ସୂଚନା ଦେଇଛି ହମାସ । ହନିୟାଙ୍କ ମୃତ୍ୟୁ ପଛରେ ଇସ୍ରାଏଲର ହାତ ଥିବା ଅନେକ ଆରବ ଦେଶ…