Latest Odisha News

BREAKING NEWS

ଏଣିକି ଘରେ ବସି ପାଇପାରିବେ ରାସନ

ଭୁବନେଶ୍ୱର: ରାଜ୍ୟରେ ଏବେ ସୁଦ୍ଧା ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି,…

ବହୁ ଧନୀ ହାତେଇଛନ୍ତି ରାସନ କାର୍ଡ, ୧୬ ଲକ୍ଷରୁ ଅଧିକ ଭୂତ ରାସନକାର୍ଡଧାରୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୬ଲକ୍ଷ ୨୭ହଜାର ୯୩୨ ଭୂତ ରାସନ କାର୍ଡଧାରୀ ରହିଛନ୍ତି । ଆଜି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୬…

କେରଳରେ ନିଖୋଜ ଦୁଇ ଡାକ୍ତରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ

ଭୁବନେଶ୍ବର: କେରଳ ଓ୍ବାଏନାଡରେ କେଦାରନାଥ ଭଳି ପ୍ରଳୟ । ୪ଘଣ୍ଟାରେ ପାହାଡରୁ ବହି ଆସିଥିବା ମାଟିମିଶା ବନ୍ୟା ପାଣିରେ ଧୋଇଗଲା ୨୨ହଜାର ଜନସଂଖ୍ୟା ଥିବା ୪ଗାଁ । କେରଳର ଏଭଳି ପ୍ରଳୟ ଓଡିଶାର ନିଦ ହଜାଇଛି। କେରଳ ବୁଲି ଯାଇଥିବା ଦୁଇ ଓଡିଆ ଡାକ୍ତରଙ୍କ ପତ୍ତା ମିଳୁନି । ପୁଅର ଫେରିବା ବାଟକୁ…

ୟୁପିଏସସିର ନୂଆ ଅଧ୍ଯକ୍ଷ ପ୍ରୀତି ସୁଦାନ

ନୂଆଦିଲ୍ଲୀ: ୟୁପିଏସସି ବୁଧବାର ଦିନ ଆଇଏଏସ୍ ଅଫିସର ପ୍ରୀତି ସୁଦାନଙ୍କୁ ନୂଆ ଚେୟାରମ୍ୟାନ ଭାବରେ ନିଯୁକ୍ତି ଦେଇଛନ୍ତି। ଅଗଷ୍ଟ ୧ରେ ପ୍ରୀତି ଦାୟିତ୍ୱ ଗ୍ରହଣ କରିବେ। କର୍ଣ୍ଣାଟକ କ୍ୟାଡରର ୧୯୮୩ ବ୍ୟାଚ୍ ର ଏହି IAS ଅଫିସର ଏପ୍ରିଲ୍ ୨୦୨୫ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ସେ କେନ୍ଦ୍ର…

ଗମ୍ଭୀର ଯାଦୁ: ଗୋଟିଏ ଦିନରେ ୩ ବ୍ୟାଟ୍ସମ୍ୟାନ ହଠାତ ହୋଇଗଲେ ମ୍ୟାଚ ବିଜୟୀ ବୋଲର

ପାଲ୍ଲେକଲ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛି । ଅନ୍ତିମ ଟି୨୦ରେ ଜଣ ନିୟମିତ ବ୍ୟାଟ୍ସମ୍ୟାନଙ୍କ ବୋଲିଂ ବଳରେ ଭାରତ ବିଜୟ ହାସଲ କରିଥିଲା । ଏହା ପଛରେ କୋଚ ଗୌତମ ଗମ୍ଭୀରଙ୍କ ରଣନୀତି ରହିଥିଲା । କୋଚ ଭାବେ…

ବ୍ରିଜ ଉପରେ ସ୍କୁଟି ମିଳିବା ଘଟଣା: ମିଳିଲା ଆରୋହୀଙ୍କ ପରିଚୟ, ଖୋଜୁଛି ଅଗ୍ନିଶମ ବାହିନୀ

କଟକ: ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି ଥିବା ନେଇ ବଢୁଛି ସସ୍‌ପେନ୍ସ। ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆ ହୋଇଛି। ଏହି ସ୍କୁଟି ପାଖରେ ଏକ ଚପଲ ରହିଛି। ଯାହାକୁ ନେଇ ସନ୍ଦେହ ବଢିଛି। କେହି ଗାଡି ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା…

ଇସ୍ରାଏଲର ଆକ୍ରମଣରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟା ମୃତ

ନୂଆଦିଲ୍ଳୀ: ଇସ୍ରାଏଲର ଆକ୍ରମଣରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟା ମୃତ। ୭ ଅକ୍ଟୋବର ଆତଙ୍କୀ ହମଲାର ବଦଲା ନେଲା ଇସ୍ରାଏଲ। ତେହରାନରେ ଥିବା ଇସ୍ମାଇଲର ଘର ଉଡ଼ାଇଲା ଇସ୍ରାଏଲ। ବିସ୍ଫୋରଣରେ ଇସ୍ମାଇଲ ହାନିୟାଙ୍କ ବଡିଗାର୍ଡ ମଧ୍ୟ ମୃତ ସୂଚନା। ଜାରେ ଇସ୍ରାଏଲ ସହିତ ଯୁଦ୍ଧରେ ନିୟୋଜିତ ଥିବା…

କର୍ମଚାରୀଙ୍କୁ ତାଗିଦ, ୧୧ଟା ପରେ ଅଫିସ ଆସିଲେ ଦିନକର ଦରମା କାଟ୍

ଭୁବନେଶ୍ୱର: ଅଫିସ୍‌କୁ ଠିକ୍ ସମୟରେ ନପହଞ୍ଚିଲେ କଟିବ ଦରମା। ଦିନକୁ ଅତି କମରେ ସାଢେ ୭ ଘଣ୍ଟା କାମ କରିବାକୁ ପଡିବ। ଏଥିରେ ଖିଲାପ କଲେ ଦରମା କଟାଯିବ। ଦିନ ୧୦.୩୦ ସୁଦ୍ଧା ଅଫିସରେ ନପହଞ୍ଚିବାକୁ ପଡିବ। ସାଢେ ୧୦ଟା ପରେ ଅଫିସ ପହଞ୍ଚିଲେ ବିଳମ୍ବ ବୋଲି ଧରାଯିବ। ଏପରିକି ଯଦି ୧୧ଟା ପରେ…

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସ୍କାଏ ୱାକ୍

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅଗଷ୍ଟ ୧ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ପରି ଚଳିତ ବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। ତେବେ ଅଗଷ୍ଟ ୧ରୁ ଏହା ଖୋଲି‍‍‍ବ।…

ଆଜିଠୁ ରାଜ୍ୟରେ ବଢିବ ବର୍ଷା, ଆଗାମୀ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ବର୍ଷା। ଆଗାମୀ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ମାଲକାନଗିରି, ବରଗଡ ଏବଂ ସମ୍ବଲପୁର। ଏଠିକାର ଜିଲ୍ଲା ପ୍ରଶାସନ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।…