Latest Odisha News

BREAKING NEWS

ଓ୍ବାୟନାଡ ଭୂସ୍ଖଳନ: ୬୩ ମୃତ, ଫସିରହିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଲୋକ, ଉଦ୍ଧାର ଟିମରେ ନୌସେନା ସାମିଲ୍

ଓ୍ବାୟନାଡ: ପ୍ରବଳ ବର୍ଷା କାରଣରୁ କେରଳ ଓ୍ବାୟନାଡରେ ଭୂସ୍ଖଳନ ହୋଇଛି । ଏଥିରେ ପ୍ରାୟ ୧୦୦ ରୁ ଅଧିକ ଲୋକ ଚାପି ହୋଇ ରହିଥିବା ବେଳେ ଏଯାବତ ୬୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହିତ ୭୦ ଜଣ ଆହତ ହୋଇ ନିକଟସ୍ଥ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି…

ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ବାହୁଡ଼ା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥ ଉପରେ ଅଣସେବାୟତ ଚଢିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇନପାରିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ…

ଗିରଫ ହେଲେ ମାଳ ମାଳ ସମ୍ପତ୍ତିର ଅଧିକାରୀ ଅବକାରୀ ବାବୁ

ଭୁବନେଶ୍ବର: ଗିରଫ ହେଲେ କୁବେର ଅବକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି ଅବକାରୀ ବିଭାଗର କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଆୟବର୍ହିଭୂତ ସମ୍ପତ୍ତି…

ଏଆଇ ପାଇଁ କେହି ଚାକିରି ହରାଇବେ ନାହିଁ: ଶ୍ରମ ମନ୍ତ୍ରୀ

ନୂଆଦିଲ୍ଲୀ: ଏଆଇ ପାଇଁ କେହି ଚାକିରି ହରାଇବେ ନାହିଁ। ଶ୍ରମ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ପାର୍ଲିଆମେଣ୍ଟରେ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (AI) ପାଇଁ ଭାରତରେ କେହି ଚାକିରି ହରାଇବେ ନାହିଁ। ବରଂ AI ନୂତନ ଚାକିରିର ସୁଯୋଗ ସୃଷ୍ଟି କରିବ। ଲୋକସଭାରେ ଅଲ ଇଣ୍ଡିଆ ତ୍ରୁଣମୂଳ…

ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ: ଇତିହାସ ରଚିଲେ ମନୁ, ମନିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ଶୁଟର ମନୁ ଭାକର । ୧୦ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଂଟରେ ଭାରତୀୟ ଯୋଡି ମନୁ ଭାକର ଓ ସରବଜିତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୬-୧୦ରେ ପରାସ୍ତ କରିଛନ୍ତି । ଏଥିସହ ମନୁ ପ୍ରଥମ…

ବର୍ଷାର କରୁଣ ପରିଣତି, ନେଇଗଲା ୩ ଶିଶୁକନ୍ୟାଙ୍କ ଜୀବନ

କେନ୍ଦୁଝର: ପାଣିରେ ବୁଡ଼ି ଚାଲିଗଲା ଅଙ୍ଗନବାଡ଼ି କେନ୍ଦ୍ରର ୩ ଶିଶୁଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆତ୍ରୁକଣା ଅଙ୍ଗନବାଡ଼ି କେନ୍ଦ୍ରକୁ ପଢିବାକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ପୋଖରୀରେ ବର୍ଷା କାରଣରୁ…

ଅନଲାଇନ ଗେମ୍ ନେଉଛି କି ଜୀବନ, ଲଗ୍ ଆଉଟ୍ ଲେଖି ୧୪ ମହଲାରୁ ଡେଇଁ ପଡିଲେ

ପୁଣେ: ପିମ୍ପ୍ରି ଚିଞ୍ଚୱାଡର ରେଭେଟରେ ସ୍ଥିତ ଏକ ବିଲ୍ଡିଂର ୧୪ ମହଲାରୁ ଡେଇଁ ଜଣେ ୧୬ ବର୍ଷର ବାଳକ ମୃତ୍ୟୁବରଣ କରିଛି। ଆଉ ନିଜ ବାପାମା’ଙ୍କ ପାଇଁ ଛାଡ଼ି ଦେଇଯାଇଛି ସୁଇସାଇଡ ନୋଟ୍‌। ଯେଉଁଥିରେ ‘ଲଗ୍‌ ଆଉଟ୍’ ଲେଖିଥିବା ଜଣାଯାଇଛି। ପୋଲିସର ସୂଚନା ଅନୁଯାୟୀ, ମୃତ ବାଳକ ତାଙ୍କ ପରିବାର…

ଗୋଟିଏ ପଟେ ଦିଆଯାଉଛି କଣ୍ଡୋମ, ଅନ୍ୟ ପଟେ ରୁମରେ ରହିଛି କାର୍ଡବୋର୍ଡ ବେଡ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଏକ ନୂଆ ବିବାଦ ସମ୍ମୁଖକୁ ଆସିଛି । ଏହି ମେଗା ଇଭେଂଟରେ ୧୧୦୦୦ରୁ ଅଧିକ ଆଥଲେଟ ୩୨ଟି କ୍ରୀଡାରେ ଅଂଶଗ୍ରହଣ କରୁଛନ୍ତି । ଆଥଲେଟମାନେ ଯେତେବେଳେ କ୍ରୀଡା ଭିଲେଜରେ ପଂହଚିଲେ ତାଙ୍କୁ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ପ୍ୟାକେଟ ପ୍ରଦାନ କରାଯାଇଥିଲା ।…

ହାଓ୍ବଡା- ମୁମ୍ବାଇ ଟ୍ରେନ ଟ୍ରାଜେଡି: ଦୁଇ ମୃତକ ଓଡିଶାର

ରାଉଲକେଲା: ଆଜି ସକାଳୁ ସକାଳୁ ପୂଣି ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଝାଡଖଣ୍ଡର ରାଜଖରସୁଆଁରେ ହାଓ୍ବଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ବେଳେ ଏଥିରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୁଚନା ମିଳିଛି । ତେବେ ପ୍ରାଥମିକ ତଦନ୍ତ…

ନିଲମ୍ବନ ହେଲେ ଆଇପିଏସ ପଣ୍ଡିତ ରାଜେଶ

ଭୁବନେଶ୍ବର: ନିଲମ୍ବନ ହେଲେ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ । ଏନେଇ ଗୃହ ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି । ଭାରତୀୟ ପୋଲିସ ସେବା ଆଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜେଶଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । କ୍ୟାପିଟାଲ ଥାନା…