Latest Odisha News

BREAKING NEWS

ନିଟ୍-ୟୁଜି କାଉନସେଲିଂ: ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ: ଅଗଷ୍ଟ ୧୪ ତାରିଖରୁ ନିଟ୍-ୟୁଜି ୨୦୨୪ କାଉନସେଲିଂ ଆରମ୍ଭ ହେବ। ଏମସିସି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଜାତୀୟ ଚିକିତ୍ସା ଆୟୋଗ (ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କାଉନସେଲିଂ ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। କାଉନସେଲିଂର ବିସ୍ତୁତ…

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ: ୨ ମୃତ ଓ ୧୫୦ରୁ ଅଧିକ ଆହତ, ଜାଣନ୍ତୁ କେଉଁ ଟ୍ରେନ ହେଲା ବାତିଲ୍

ରାଞ୍ଚି: ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ୩ ଟ୍ରେନ୍ ବାତିଲ୍ ହୋଇଛି। ଏହି ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢଶହରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ୍ କରିଦିଆଯାଇଛି।…

ୱାଏନାଡରେ ଭୟଙ୍କର ଭୂସ୍ଖଳନ: ୧୯ ମୃତ, ମାଟି ତଳେ ଫସି ରହିଛନ୍ତି ଶତାଧିକ, ଉଦ୍ଧାର କାର୍ଯ୍ୟରେ ବାୟୁସେନା ନିୟୋଜିତ

ଥିରୁବନନ୍ତମପୁରମ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ। ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଫସି ରହିଛନ୍ତି। ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଖବର ଆସିଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ଅଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ…

ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟର ଅଘଟଣ: ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର କୋଚିଂ ସେଣ୍ଟରରେ ଘଟିଥିବା ଘଟଣାର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି। କମିଟି ୩୦ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଏହି କମିଟିରେ ଅତିରିକ୍ତ ସଚିବ, ଏମଓୟୁଏଚ୍ଏ, ମୁଖ୍ୟ ସଚିବ (ଗୃହ), ଦିଲ୍ଲୀ ସରକାର, ସ୍ୱତନ୍ତ୍ର ସିପି, ଦିଲ୍ଲୀ ପୋଲିସ,…

୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା। ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ହେଉଛି- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି…

ଚକ୍ରଧରପୁର ନିକଟରେ ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, ୬ରୁ ଊର୍ଦ୍ଧ୍ୱ ଆହତ

ରାଞ୍ଚି: ଆଜି ବୋର ୩.୪୫ ରେ ଝାଡଖଣ୍ଡର ଚକ୍ରଧରପୁର ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଟ୍ରେନ୍ ନମ୍ବର ୧୨୮୧୦ ହାୱଡା-CSMT ଏକ୍ସପ୍ରେସ ଚକ୍ରଧରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୬ ରୁ ଉର୍ଦ୍ଧ୍ୱ ଯାତ୍ରୀ  ଆହତ ହୋଇଥିବା ଖବର ରହିଛି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା…

ଦିନିକିଆ ସିରିଜ ପାଇଁ ଶ୍ରୀଲଙ୍କାରେ ପଂହଚିଲେ କୋହଲି, ରୋହିତ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପରେ ଭାରତ ଘରୋଇ ଦଳ ସହ ଦିନିକିଆ କ୍ରିକେଟ ସିରିଜ ଖେଳିବ । ଏହି ସିରିଜରେ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇତି ମଧ୍ୟରେ ଶ୍ରୀଲଙ୍କାରେ ପଂହଚିଛନ୍ତି । ସୂଚନାଯୋଗ୍ୟ, ରୋହିତ ଏବଂ କୋହଲି ଆନ୍ତର୍ଜାତୀୟ ଟି୨୦ରୁ…

କ୍ୱାର୍ଟରରେ ପ୍ରବେଶ କରି ଇତିହାସ ରଚିଲେ ସାଇରାଜ-ଚିରାଗ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଂଟନ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଇତିହାସ ରଚିଛନ୍ତି । ପୁରୁଷ ଡବଲ୍ସ ବିଭାଗର କ୍ୱାର୍ଟରରେ ପ୍ରବେଶ କରି ସେମାନେ ଏହି ସଫଳତା ହାସଲ ରଚିଛନ୍ତି । ବିଶ୍ୱର ୩ ନମ୍ବର ଯୋଡି ଲୁକାସ କୋର୍ଭି ଓ ରୋନାନ…

ଭାରତରେ ହେବ ୨୦୨୫ ଟି୨୦ ପୁରୁଷ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଭାରତ ୨୦୨୫ ଟି୨୦ ପୁରୁଷ ଏସିଆ କପ କ୍ରିକେଟ ଆୟୋଜନ କରିବ । ବାଂଲାଦେଶ ୨୦୨୭ରେ ଏହାର ୫୦ ଓଭାର ଫର୍ମାଟ ମୁକାବିଲାର ଆୟୋଜକ ହେବ । ପାକିସ୍ତାନ ଓ ଶ୍ରୀଲଙ୍କା ୨୦୨୩ ଏସିଆ କପ ମିଳିତ ଭାବେ ଆୟୋଜନ କରିଥିଲେ । ଏଥିରେ ଭାରତ ଚାମ୍ପିୟନ ହୋଇଥିଲା । ୧୯୯୦ରେ ଭାରତ ଏସିଆ କପ ଆୟୋଜନ…

ବାବା ରାମଦେବଙ୍କୁ ଝଟକା, କୋରୋନିଲଙ୍କୁ ନେଇ କରିଥିବା ଦାବି ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା। ବିଭିନ୍ନ ଡାକ୍ତର ସଙ୍ଗଠନର ଆବେଦନ ଉପରେ ରାୟ ଶୁଣାଣି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ କରୋନା ଜନିତ ମୃତ୍ୟୁ ପାଇଁ ଏଲୋପାଥିକୁ ଦାୟୀ କରିବା ଏବଂ କୋରୋନିଲଙ୍କୁ ପ୍ରୋତ୍ସାହିତ କରୁଥିବା ଦାବିକୁ…