Latest Odisha News

BREAKING NEWS

ମନୁ ଭାକର: ଟୋକିଓ ନିରାଶାରୁ ପୋଡିୟମ ଫିନିସ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲି ଐତିହାସିକ ସଫଳତା ହାସଲ କରିଛନ୍ତି ମନୁ ଭାକର । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ମନୁଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ସଫଳତା। ମନୁଙ୍କ ବ୍ରୋଞ୍ଜ ହେଉଛି ଦୀର୍ଘ ୧୨ ବର୍ଷ ପରେ ଅଲିମ୍ପିକ୍ସ ସୁଟିଂରେ ଭାରତର…

ମୋର୍କେଲ ହୋଇ ପାରନ୍ତି ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଭାରତୀୟ କ୍ରିକେଟ ଟିମକୁ ନୂଆ ବୋଲିଂ କୋଚ ମିଳିବେ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ମୋର୍ଣ୍ଣେ ମୋର୍କେଲଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯିବ ବୋଲି କ୍ରିକବଜରେ ରିପୋର୍ଟ ପ୍ରକାଶ ପାଇଛି । କୋଚ ଗୌତମ ଗମ୍ଭୀରଙ୍କ ଅନୁରୋଧ ରକ୍ଷା…

ବିଜେଡିର ୮୦% ଯୋଜନାକୁ ଆପଣେଇଛି ବିଜେପି ସରକାର: ନବୀନ

ଭୁବନେଶ୍ୱର: ବଜେଟ ଆଲୋଚନାରେ ଭାଗ ନେଇ ସୋମବାର ଦିନ ରାଜ୍ଯ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର। ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ…

ମୋଦି ହେବେ ଶାନ୍ତିଦୂତ ?

ନୂଆଦିଲ୍ଲୀ: ଋଷିଆ ପରେ ୟୁକ୍ରେନ ଯିବେ କି ମୋଦି ? ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ୟୁକ୍ରେନ ଗସ୍ତ ନେଇ କୂଟନୈତିକ ମହଲରେ ଚର୍ଚ୍ଚା । ମାସକ ତଳେ ମୋଦି ଋଷିଆ ଗସ୍ତ କରି ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଥିଲେ । ନାଟୋ ସମ୍ମିଳନୀ ଚାଲିଥିବା ବେଳେ ଋଷିଆ ଗସ୍ତ କରିଥିଲେ ମୋଦି । ମୋଦିଙ୍କ…

ହକିରେ ରିଓ ଗେମ୍ସ ଚାମ୍ପିୟନ ସହ ମ୍ୟାଚ ଡ୍ର ରଖିଲା ଭାରତ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ଦ୍ୱିତୀୟ ମୁକାବିଲାରେ ଆର୍ଜେଂଟିନା ସହ ମ୍ୟାଚ ଡ୍ର ରଖିଛନ୍ତି । ରିଓ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଂଟିନା ଓ ଭାରତ ମଧ୍ୟରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୧-୧ରେ ଡ୍ର ରହିଥିଲା । ପ୍ରଥମରୁ ଆର୍ଜେଂଟିନା…

ବଲିଉଡ୍ ଷ୍ଟାର– କ୍ରିକେଟରଙ୍କ ଲଭ୍ ଷ୍ଟୋରି

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ଏବେ ବଲିଉଡ୍ ଡିଭା ଅନନ୍ୟା ପାଣ୍ଡେଙ୍କ ସହ ଯୋଡାଯାଉଛି । ଉଭୟଙ୍କ ମଧ୍ୟରେ ଲଭ୍ ଓ ରୋମାନ୍ସ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରସୋର । ତେବେ ଏହା ପ୍ରଥମ ନୁହେଁ । ବଲିଉଡ୍ ସୁନ୍ଦରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ଓ ପ୍ରଣୟର ଉଦାହରଣ ଅନେକ…

ମେଡାଲ୍ ହାତେଇବାରୁ ଅଳ୍ପକେ ବର୍ତ୍ତିଲେ ଅର୍ଜୁନ ବବୁତା

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ସୋମବାର ଦିନ ସୁଟିଂରେ ଭାରତର ପଦକ ପାଇବା ଆଶା ମଉଳି ଯାଇଛି। ଭାରତର ଅର୍ଜୁନ ବବୁତା ପୁରୁଷ ୧୦ମିଟର ଏୟାର ରାଇଫଲରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଅର୍ଜୁନ କ୍ରମାଗତ ଭାବରେ ଟପ୍ -୩ ରେ ରହିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ନିଜର ଲକ୍ଷ୍ଯ…

କାହିଁକି ଅଲିମ୍ପିକ୍ସରେ ଖେଳାଳିଙ୍କ ଡ୍ରେସକୁ ନେଇ ବିବାଦ?

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଖେଳାଳିଙ୍କ ଡ୍ରେସକୁ ନେଇ ବିବାଦ। ଡ୍ରେସ ଡିଜାଇନ କରିଥିବା ଡିଜାଇନର ତରୁଣ ତେହଲାନୀଙ୍କୁ ସୋସିଆଲ୍ ମିଡିଆରେ ଜବରଦସ୍ତ ଟ୍ରୋଲ କରାଯାଉଛି । ଡ୍ରେସ ଡିଜାଇନିଂ ଅଧିକାଂଶ ୟୁଜର୍ସଙ୍କୁ ପସନ୍ଦ ଆସିନଥିବା ବେଳେ ଡ୍ରେସରେ ତରୁଣଙ୍କ…

କିଏ ଖେଳୁଛି ବାରବାଟୀ ନାଁରେ ଖେଳ?

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମକୁ ନେଇ ତେଜିଲା ରାଜନୀତି । ଷ୍ଟାଡିୟମ ନବୀକରଣକୁ ନେଇ କୌଣସି ଯୋଜନା ନଥିବା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ଆରମ୍ଭ ହୋଇଛି ବିତର୍କ । ରାଜ୍ୟ ସରକାରଙ୍କୁ ବିଜେଡି ଟାର୍ଗେଟ୍ କରିଛି ତ ପୂର୍ବରୁ ଶାସନରେ ରହିଥିବା ବିଜେଡିକୁ ଦାୟୀ କରିଛି…

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ସାମ୍ବାଦିକା ମଧୁଙ୍କ ଶରୀରରେ ଏକାଧିକ କ୍ଷତ

ଭୁବନେଶ୍ୱର: ଆସିଲା ଭୁବନେଶ୍ୱରରେ ଟ୍ରେନ୍ ଆଗକୁ ଡେଇଁ ମୃତ୍ୟୁବରଣ କରିଥିବା ମହିଳା ସାମ୍ବାଦିକା ମଧୁମିତା ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ତାଙ୍କ ଦେହରେ ଏକାଧିକ କ୍ଷତ ଥିବା ଜଣାପଡିଛି। ଟ୍ରେନ୍‌ ଧକ୍କାରେ କିଛି ଦୂର ଘୋଷାଡି ହେବା ପରେ ମଧ୍ଯ ସେ କିଛି ସମୟ ଜୀବିତ ଥିଲେ ଏବଂ ଆହତ…