Latest Odisha News

BREAKING NEWS

ସଞ୍ଜୁ ସାମସନ, ରିଷଭ ପନ୍ତଙ୍କୁ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଶନିବାରଠାରୁ ଆରମ୍ଭ ହେବ । ପାଲ୍ଲିକେଲରେ ପ୍ରଥମ ଟି୨୦ ଖେଳାଯିବା ପୂର୍ବରୁ ଭାରତୀୟ ଟିମ ମ୍ୟାନେଜମେଂଟ ସଞ୍ଜୁ ସାମସନ ଓ ରିଷଭ ପନ୍ତଙ୍କ ମଧ୍ୟରୁ କାହାକୁ ଖେଳାଇବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ଉଭୟ ୱିକେଟକିପର ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ରହିବା…

ବୈଦେଶିକ ମନ୍ତ୍ରଣାଳୟ ଉପରେ ବର୍ଷିଲେ ମମତା; କହିଲେ- ମୋତେ କେହି ଶିଖାଅନି

କୋଲକାତା: ମୋତେ କେହି ଶିଖାଅନି, ମୁଁ ସାତଥର ସାଂସଦ ଥିଲି। ନିଜେ ସିଷ୍ଟମରୁ କିଛି ଶିଖିବା ଉଚିତ୍। ଏଭଳି କହି ଶୁକ୍ରବାର ଦିନ ବୈଦେଶିକ ମନ୍ତ୍ରଣାଳୟ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାଂଲାଦେଶରୁ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ନେଇ ମମତା ଦେଇଥିବା…

୨ ଦିନ ମଧ୍ୟରେ ଆଳୁ ସମସ୍ୟାର ସମାଧାନ ହେବ : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ଵର: ଆଳୁ ଦର ସମୀକ୍ଷା ପରେ ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ସରକାର ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗରେ ୨୧ରୁ ୨୪ ଯାଏଁ ଆନ୍ଦୋଳନ ଚାଲିଥିଲା । ଏବେ କିନ୍ତୁ…

ବନ୍ଧା ହେଲେ କୁବେର ଯନ୍ତ୍ରୀ, ଠାବ ହେଲା ଆଖି ଖୋସା ସଂପତ୍ତି

ଭୁବନେଶ୍ଵର: ଆଖି ଖୋସା ସଂପତ୍ତି ଠାବ ପରେ ବନ୍ଧା ହେଲେ କୁବେର ଯନ୍ତ୍ରୀ । ଗିରଫ ହେଲେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ସୁନିଲ ରାଉତ । ଯନ୍ତ୍ରୀ ସୁନିଲ ରାଉତଙ୍କୁ ଗିରଫ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଗତକାଲି ତାଙ୍କର ୩୪ଟି ପ୍ଲଟ, ୨ଟି କୋଠା, ୨ଟି ଫ୍ଲାଟ ଏବଂ ବିପୁଳ…

ଖାଦ୍ୟ ପରେ ଏଠି ସାର ବି ନକଲି, ଲୁଣରେ ବୋଳା ହେଉଛି ରଙ୍ଗ

ବାଲେଶ୍ଵର: ଆଜି ପର୍ଯ୍ୟନ୍ତ ଆପଣ ନକଲି ଖାଦ୍ୟ ପଦାର୍ଥ ବିକ୍ରି ହେବା କଥା ଦେଖିଥିବେ କିମ୍ବା ପଢିଥିବେ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଏଠି ସାର ବି ଭେଜାଲ । ନକଲି ସାର ପକାଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ଲୁଣରେ ରଙ୍ଗ ମିଶାଇ ପଟାସ ସାର କହି ଚାଷୀଙ୍କୁ ଠକୁଛନ୍ତି ଠକ…

ବଢୁଛି ଆଳୁ ଦର; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡିଶାରେ ଆଳୁ ଦର ହୁ ହୁ ହୋଇ ବଢିବା ପରେ ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।ଏହି ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ…

୯ମ ଥର ପାଇଁ ଏସିଆ କପ ମହିଳା କ୍ରିକେଟ ଫାଇନାଲରେ ଭାରତ

ଡାମ୍ବୁଲା: ଏଠାରେ ଅନୁଷ୍ଠିତ ଏସିଆ କପ ମହିଳା କ୍ରିକେଟରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଭାରତ ୯ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏ ପର୍ଯ୍ୟନ୍ତ ଏସିଆ କପରେ ଭାରତ ଓଭରାଲ ୭ ଥର ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ୨ ଥର ରନର୍ସଅପ ହୋଇଛି । ସେମିଫାଇନାଲ ମୁକାବିଲାରେ…

ଦେଶରେ ଲାଗୁ ହେବ ସାଟେଲାଇଟ୍ ଟୋଲ୍ ସଂଗ୍ରହ ସିଷ୍ଟମ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥରେ ଖୁବ୍ ଶୀଘ୍ର ସାଟେଲାଇଟ୍ ଭିତ୍ତିକ ଟୋଲ୍ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶରେ ସାଟେଲାଇଟ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ସମୟରେ…

ବଦଳିଲା ଯୋଜନା ନାଁ ବଢିଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କାଳିଆ ହେଲା ସିଏମ୍ କିଷାନ, ଆହାର ହେଲା ଶ୍ରୀଅନ୍ନ । ରାଜ୍ୟରେ ବିଜେପି ସରକାରର ପ୍ରଥମ ବଜେଟରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ବିଏସକେଓ୍ବାଇ ନାଁ ବଦଳି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ହୋଇଛି ତ ମୋ ସ୍କୁଲ ବଦଳି ପଞ୍ଚଶଖା ଶିକ୍ଷା ସେତୁ…

ଜଙ୍ଘରେ ଲେଖିଥିଲେ ୨୨ ଶତ୍ରୁଙ୍କ ନାମ; ଖୋଜିଖୋଜି ବାନ୍ଧୁଛି ପୋଲିସ, ଜାଣନ୍ତୁ ପୂରା କାହାଣୀ… 

ମୁମ୍ବାଇ: ଗୁରୁ ୱାଘମାରେ। ବୋଧହୁଏ ଜାଣିପାରିଥିଲେ ତାଙ୍କୁ ଶତ୍ରୁ ମାନେ ମାରି ଦେବେ ବୋଲି। ସେଥିପାଇଁ ଜଙ୍ଘରେ ଟାଟୁକରି ଲେଖିଥିଲେ ସମସ୍ତ ଶତ୍ରୁଙ୍କ ନାମ। ଯେଉଁ ଟାଟୁ ପୋଲିସକୁ ଖୁବ ସହାୟତା କରୁଛି। ସୂଚନା ଅନୁଯାୟୀ, ବୁଧବାର ମୁମ୍ବାଇ ସ୍ଥିତ ୱାର୍ଲି ସ୍ପାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ…