ରତ୍ନଭଣ୍ଡାରକୁ ନେଇ ବଡ଼ ସୂଚନା, ଜଷ୍ଟିସ ରଥ କହିଲେ ଭିତରେ ଥିଲା ୩ଟି ତାଲା କିନ୍ତୁ ମିଳିଲା ୨ଟି ଚାବି
ଭୁବନେଶ୍ଵର: ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା । ଭିତର ଭଣ୍ଡାରରେ ପଡିଥିଲା ୩ଟି ତାଲା । କିନ୍ତୁ ଚାବି ୨ଟି ଥିବା କହିଲେ ଜଷ୍ଟିସ ରଥ । ମିଳିଥିବା ବନ୍ଦ ଲଫାପା ଖୋଲିବାରୁ ସେଥିରୁ ୨ଟି ଚାବି ମିଳିଥିଲା । ତାଲା ଏବଂ ଚାବି ଦେଖିବା ପରେ ଏ ଚାବି ଏ ତାଲାର ନୁହେଁ…