ଦ୍ରାବିଡ୍ଙ୍କୁ ଟପି ପାରିବେ ଗମ୍ଭୀର ?
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ହ୍ୱାଇଟ ବଲ୍ ସିରିଜରୁ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଭାବେ ଆରମ୍ଭ ହେବ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ । ୨୦୦୦ ମସିହା ପରଠାରୁ ଗମ୍ଭୀର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଷ୍ଟମ ହେଡ୍ କୋଚ୍ । ଗତ୨୪ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ ଦଳକୁ ଚାରି ବିଦେଶୀ ଓ ତିନି…