ପାଣି ନଉଛି ପ୍ରାଣ: ଜାଣନ୍ତୁ ପ୍ରତିବର୍ଷ କେତେ ଲକ୍ଷ ଭାରତୀୟଙ୍କ ବୁଡ଼ିଯାଇ ଜୀବନ ଯାଉଛି
ନୂଆଦିଲ୍ଲୀ: ଲୋକଙ୍କର ବିଭିନ୍ନ ଭାବେ ମୃତ୍ୟୁ ଆସେ। ତେବେ ଏକ ଆକଳନରୁ ଜଣାପଡିଛି ଯେ ପ୍ରତିବର୍ଷ ପାଣିରେ ବୁଡି ଅନେକ ଲୋକେ ନିଜ ଜୀବନ ହରାଉଛନ୍ତି। ନଦୀରେ ଭାସିଯିବା ହେଉ କିମ୍ବା ବନ୍ୟା ବୁଡି ହେଉ, ଆମ ଦେଶରେ ପାଣିରେ ବୁଡିଯିବା ଘଟଣାର ଏକ ଆକଳନ କରାଯାଇଛି। ମିଳିତ ଜାତିସଂଘର ତଥ୍ୟ…