ସାଂସଦ ଅପରାଜିତା ହେଲେ ଏସିଆ ପାସିଫିକ୍ ଗ୍ରୁପ ଆଇପିୟୁ ଉପସଭାପତି
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ ଆଇପିୟୁ ଉପସଭାପତି। ଆଇପିୟୁ (IPU) କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ଦେଇଛନ୍ତି ସାଂସଦ ଅପରାଜିତା। ସେ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଏହି ଖବର ଦେଛନ୍ତି।
ତେବେ ସେ ବାଚସ୍ପତି ଓମ୍…