Latest Odisha News

BREAKING NEWS

ଅଲିମ୍ପିକ୍ସରେ ଏ ଭଳି ଘଟଣା ଥରେ ହୋଇଛି, ଗୋଟିଏ ଇଭେଂଟରେ ୨ଜଣଙ୍କୁ ସ୍ୱର୍ଣ୍ଣ

ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ ସଂସ୍କରଣ ଏଥର ପ୍ୟାରିସରେ ଆୟୋଜିତ ହେବ । ଏଥର ୨୦୪ ଦେଶର ୧୦୦୦୦ରୁ ଅଧିକ ଆଥଲେଟ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଏହି କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ଇଭେଂଟରେ ୨ଜଣ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ…

ପୁରୀ ମେଡିକାଲ କଲେଜରେ ହେବକି ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା, ସଂସଦରେ ଦାବି ଉଠାଇଲେ ସମ୍ବିତ

ନୂଆଦିଲ୍ଲୀ: ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଜେପି ସାଂସଦ ସମ୍ବିତ ପାତ୍ର ଓଡିଶାର ସ୍ବାର୍ଥ ପାଇଁ ପୁଣି ଦାବି ଉଠାଇଛନ୍ତି। ପୁରୀ ସହରରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ (SJMCH) ରେ ବର୍ନ ଏବଂ ସୁପର ସ୍ପେସିଆଲିଟି ୟୁନିଟ୍ ସ୍ଥାପନ କରିବାକୁ ସେ ଦାବି…

ଆଇସିସି ବୈଠକରେ ଏହି ସବୁ ପ୍ରସଙ୍ଗରେ ଉପରେ ହେଲା ଆଲୋଚନା

କଲମ୍ବୋ: ଶ୍ରୀଲଙ୍କାରେ ୧୯ରୁ ୨୨ ଜୁଲାଇ ପର୍ଯ୍ୟନ୍ତ ଆଇସିସି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇସିସିର ସମସ୍ତ ବଡ ଅଧିକାରୀ ଓ ୧୦୮ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆସନ୍ତୁ ନଜର ପକାଇବା ଏହି…

କମାଲ କରିପାରିବେ କି କମଲା ?   

ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରୋଚକ ହୋଇଛି ଆମେରିକାର ରାଜନୈତିକ ସ୍ଥିତି । ଦଳୀୟ ନେତାଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ହ୍ୱାଇଟ ହାଉସ ରେସରୁ ଓହରିଯାଇଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ…

ଅବସର ଘୋଷଣା କଲେ ଭାରତୀୟ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଆନ୍ତର୍ଜାତୀୟ ଗସ୍ତ ହେବ । ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ…

ନିରପେକ୍ଷ ଭାବରେ ଦାୟିତ୍ୱ ତୁଲାଇବି: ନୂଆ ଏଜି ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ନୂଆ ଆଡଭୋକେଟ ଜେନେରାଲ ଭାବେ ଦାୟିିତ୍ୱ ନେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ହାଇକୋର୍ଟ ସ୍ଥିତ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ଯେ ବିନା ପକ୍ଷପାଖିତା, ନିରପେକ୍ଷ ଭାବରେ ଦାୟିତ୍ୱ ତୁଲାଇବି। ଓଡ଼ିଶାବାସୀଙ୍କୁ…

ଦୁଇ ଦିନ ମଧ୍ୟରେ ଭିତର ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସଆଇ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଭିତର ରତ୍ନ ଭଣ୍ଡାରର ଭିତର ଅଂଶକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ। ଏନେଇ ସୋମବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ ସମସ୍ତ…

୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୬.୫ରୁ ୭% ରହିବା ଆକଳନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ସୋମବାର ଦିନ ଲୋକସଭାରେ ଉପସ୍ଥାପନ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୫ରୁ ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୫…

ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷିବ, ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଗାମୀ ଏକ ସପ୍ତାହ ମଧ୍ୟରେ ଓଡିଶାର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବଜ୍ରପାତ ସମ୍ଭାବନା ରହିଥିବା ନେଇ…

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ, କହିଲେ- ଏଭଳି ଖବର ମିଛ ଓ ଭିତ୍ତିହୀନ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୋମବାର ଦିନ ମିଛ ଓ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖବର ଉପରେ ପ୍ରତିକ୍ରିୟା ରଖି ସୋସିଆଲ ମିଡ଼ିଆ 'ଏକ୍ସ' ରେ ନବୀନ ପୋଷ୍ଟ କରିଛନ୍ତି। "ମୁଁ ପୂର୍ବରୁ ବି କହିଥିଲି…