Latest Odisha News

BREAKING NEWS

ବିଜେଡିର ୧୬ ଜଣିଆ ମିଡିଆ ଟିମ୍, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସୋମବାର ଦିନ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ବିତର୍କରେ ଦଳର ପ୍ରତିନିଧିତ୍ୱ କରିବା ଏବଂ ଏହାର ଦୃଷ୍ଟିକୋଣ ଉପସ୍ଥାପନ କରିବାକୁ ୧୬ଜଣିଆ ନୂଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ବିଜେଡି ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଦଳର…

୧୦ ନୁହେଁ, ୧୪ ଘଣ୍ଟା

ନୂଆଦିଲ୍ଲୀ: ଆଇଟି କମ୍ପାନିର କର୍ମଚାରୀମାନେ ଦିନକୁ କେତେ ଘଂଟା କାମ କରିପାରିବେ ? ଦିନକୁ କେତେ ଘଂଟା କାମ କରିବା ଦରକାର ? ଘରୋଇ ଆଇଟି କମ୍ପାନିମାନେ ତ କର୍ମଚାରୀଙ୍କୁ ଅଧିକରୁ ଅଧିକ ଘଂଟା ଖଟାଇବାକୁ ଚାହାନ୍ତି । ଏଥିରେ ବାଧକ ସାଜିଛି ଶ୍ରମ ଆଇନ । କର୍ଣ୍ଣାଟକରେ ଆଇଟି କଂପାନିମାନେ ଏବେ…

ନେମ୍ ପ୍ଲେଟ୍ ବିବାଦ: ଯୋଗୀ ସରକାରଙ୍କ ଆଦେଶରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: କାଉଡିଆ ଯାତ୍ରାକୁ ନେଇ ଯୋଗୀ ସରକାରଙ୍କର ନେମ୍ ପ୍ଲେଟ୍ ବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଖାଲି ସେତିକି ନୁହେଁ, ଏହା ସହିତ କୋର୍ଟ କହିଛନ୍ତି,…

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର, ୧.୫ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

କଟକ: ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ବସନ୍ତ ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାୟ ୧କୋଟି…

ସଂସଦରେ ନିଟ୍ ଝଡ; ବିରୋଧୀଙ୍କୁ କଡା ଜବାବ ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ଜୋରଦାର ହଙ୍ଗାମା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ବିରୋଧୀ।ଏପରିକି ବଜେଟ୍ ଅଧିବେଶନ ଆରମ୍ଭରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ। ରାହୁଲ କହିଛନ୍ତି ଯେ ଶିକ୍ଷା ମନ୍ତ୍ରୀଙ୍କୁ ମୋର…

ଏଏସଓଙ୍କୁ ମାଡ ମାରିବା ଘଟଣାରେ ବର୍ଷିଲେ ନବୀନ, କହିଲେ ଭୁଶୁଡି ପଡିଲାଣି ଆଇନ ବ୍ୟବସ୍ଥା

ଭୁବନେଶ୍ବର:ସରିଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ଆରମ୍ଭରୁ ହିଁ ପୂରା ଫାୟାର ବିରୋଧୀ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଗୃହ ତ୍ୟାଗ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ସେହି ସମାନ ପ୍ରସଙ୍ଗ ନେଇ ବିଧାନସଭା ବାହାରେ ମଧ୍ୟ…

ପିଏମଶ୍ରୀ ନାହିଁ ତ ପାଣ୍ଠି ନାହିଁ !

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ନେଇ ଏବେ କିଛି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ମୁହାଁମୁହିଁ ସ୍ଥିତି । ପିଏମଶ୍ରୀ ଯୋଜନା କାର୍ଯ୍ୟକାରୀ ପାଇଁ କିଛି ଅଣବିଜେପି ଶାସିତ ରାଜ୍ୟ କୁଣ୍ଠା ପ୍ରକାଶ କରିଛନ୍ତି, ଯାହାକୁ ନେଇ ଜୋର୍ ଧରିଛି ରାଜନୀତି । ପିଏମଶ୍ରୀ ଯୋଜନାରେ…

୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା

ଭୁବନେଶ୍ବର: ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା । ସମୃଦ୍ଧ ହେବ ଓଡିଶାର ପ୍ରତିଟି ରାଜ୍ୟ । ମୋ ସରକାର ନରପେକ୍ଷତାର ସହ କାମ କରିବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋମବାର ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ…

ଥାଇଲାଣ୍ଡ ଗଲେ ଭଲିବଲ୍ ରାଣୀ

ଭୁବନେଶ୍ବର: ଢେଙ୍କାନାଳରେ ଭଲିବଲ ଯୁଗ ଆରମ୍ଭ କରିଥିବା ଦିୟା ମଜୁମଦାର ଥାଇଲାଣ୍ଡ ଗସ୍ତ କରିଛନ୍ତି । ଏଫଆଇଭିବି କୋଚ୍ କୋର୍ସ ଲେଭଲ୍-ଟୁ ପାଇଁ ଦିୟାଙ୍କ ପାଖକୁ ଚିଠି ଆସିବା ପରେ ସେ ବ୍ୟାଙ୍କକ ଯାଇଛନ୍ତି । ଦିୟାଙ୍କ ସମେତ ରାଜ୍ୟରୁ ୩ଜଣ ଏହି କୋର୍ସ ପାଇଁ ବ୍ୟାଙ୍କକ ଯାଇଛନ୍ତି । ଦିୟାଙ୍କ…

ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ଭାଗ ନେବେ ସରକାରୀ କର୍ମଚାରୀ, ୫୮ ବର୍ଷ ପୁରୁଣା ପ୍ରତିବନ୍ଧକୁ ହଟାଇଲେ ମୋଦୀ ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏକ ବଡ ନିଷ୍ପତ୍ତି ଆସିଛି। ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ୍‌ ଟ୍ରେନିଂ ଏକ ନିର୍ଦ୍ଦେଶ ଜାରି କରି ରାଷ୍ଟ୍ରୀୟ ସ୍ୱୟ‌ଂ ସେବକ ସଂଗଠନ…