Latest Odisha News

BREAKING NEWS

ସର୍ବଦଳୀୟ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଲା ବିଜେଡି, ଜାଣନ୍ତୁ ପ୍ରଥମେ କେବେ ଉଠିଥିଲା ଏ ପ୍ରସଙ୍ଗ?

ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ନୂଆଦିଲ୍ଲୀରେ ସାଂସଦମାନଙ୍କ ସର୍ବଦଳୀୟ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇଛି। ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଲାଲୁ ପ୍ରସାଦଙ୍କ ଆରଜେଡି ବିହାର ପାଇଁ ସମାନ ଦାବି କରିଥିବା…

ଜଗତସିଂହପୁର: ଝାଡ଼ାବାନ୍ତିରେ ଗୋଟିଏ ପରିବାରର ୨ ମୃତ, ୧୦ ଆକ୍ରାନ୍ତ

ଜଗତସିଂହପୁର: ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ବ୍ଲକ ଅଧୀନ ଅଞ୍ଚଳରେ ଏହି ସଂକ୍ରାମକ ରୋଗ ବ୍ୟାପିବା ପରେ ଅନ୍ୟ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ୧୩ ଦିନ ତଳେ ଦିଜ…

ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଜୋ ବାଇଡେନ

ନ୍ୟୁୟର୍କ: ଜୋ ବାଇଡେନ୍ ଶନିବାର ଦିନ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଯିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ "ମୁଁ ଦେଶର ସର୍ବୋତ୍ତମ ହିତରେ ଅଛି"। ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସମେତ ତାଙ୍କ ଡେମୋକ୍ରାଟ୍ ସହଯୋଗୀଙ୍କ ଚାପ ବଢ଼ୁଥିବାରୁ ୮୧…

ଭାରତ ପାଇଁ ଅଲିମ୍ପିକ୍ସ ପଦକ ଜିତିଥିବା ବାପ, ପୁଅ ଯୋଡି

ଅଲିମ୍ପିକ୍ସରେ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ରହିଥାଏ । ଆଉ ଗୋଟିଏ ପରିବାରରେ ଯଦି ବାପାଙ୍କ ପରେ ପୁଅ ଏହି ସଫଳତା ଆଣିଥାଏ ତାହାହେଲେ ଖୁସି ଦ୍ୱିଗୁଣିତ ହୋଇଯାଏ । ଭାରତ ଅଲିମ୍ପିକ୍ସ ଇତିହାସରେ ୧୯୦୦ ଓ ୨୦୨୧ ମଧ୍ୟରୁ ୩୫ ପଦକ ଜିତିଛି । ଏହା ମଧ୍ୟରେ ୧୦ ସ୍ୱର୍ଣ୍ଣ ପଦକ ରହିଛି ।…

ହକି ଇଣ୍ଡିଆ ଜୁନିୟର ଇଷ୍ଟ ଜୋନ ଚାମ୍ପିୟନଶିପ: ଓଡିଶା ପୁରୁଷ ଟିମ ଚାମ୍ପିୟନ, ମହିଳା ତୃତୀୟ

ଭୁବନେଶ୍ୱର: ହକି ଇଣ୍ଡିଆ ଇଷ୍ଟ ଜୋନ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶାର ପୁରୁଷ ଟିମ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ଓଡିଶା ୨-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଓଡିଶା ପକ୍ଷରୁ ଆର୍ଯ୍ୟନ ଏକ୍ସ ୨୫ତମ ଓ ଦେଓନାଥ ନାନୱାଲ ୨୭ତମ…

ଶାନ୍ତିର ବାହକ ସାଜିବ ଭାରତ – ଆମେରିକା ସମ୍ପର୍କ: ଏରିକ ଗାର୍ସେଟି

ନୂଆଦିଲ୍ଲୀ: ଭାରତ ଆମେରିକା ସହ ନିଜର ଭବିଷ୍ୟତ ଦେଖୁଛି। ଆମେରିକା ବି ସମାନ ଭାବେ ଭାରତ ସହ ନିଜର ଭବିଷ୍ୟତ ଦେଖୁଛି। ଭାରତ ଓ ଆମେରିକା ଭିତରେ ବହୁ ଭଲ ସମ୍ପର୍କ ରହିଛି। ପୂର୍ବ ଦିନ ଅପେକ୍ଷା ସମ୍ପର୍କ ବଢିଛି। ଆମ ହୃଦୟ ଓ ମସ୍ତିଷ୍କ ସମାନ ଅଛି, କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏହି ଦୁଇ ଦେଶ…

ବୁଧ ଗ୍ରହରେ ୧୫ କିଲୋମିଟର ପର୍ଯ୍ୟନ୍ତ ରହିଛି ହୀରାର ପରସ୍ତ

ନୂଆଦିଲ୍ଲୀ: ଗୋଟିଏ ହୀରା ଆମକୁ ମିଳିଗଲେ ତାହା ଆମ ପାଇଁ ଏକ ସ୍ୱପ୍ନ ସଦୃଶ ହୋଇ ଯାଇଥାଏ । ତାହାହେଲେ ଆପଣମାନେ ଚିନ୍ତା କରନ୍ତୁ ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ୧୫କିଲୋମିଟର ପର୍ଯ୍ୟନ୍ତ ହୀରର ପରସ୍ତ ପଡି ରହିଛି । ଆଜ୍ଞା ହଁ..ବୁଧ ଗ୍ରହରେ ମାଟି ତଳେ ୧୫ କିଲୋମିଟର ପର୍ଯ୍ୟନ୍ତ ହୀରା…

ଏସ୍ଆର୍ ଚେସ ସେଣ୍ଟରରେ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ

ଭୁବନେଶ୍ୱର: ସହିଦ୍ ନଗର ସ୍ଥିତ ଏସଆର୍ ଚେସ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଚେସ ଦିବସ । ଏହି ଅବସରରେ ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଏକ ଲିଖିତ କୁଇଜ୍ ଟେଷ୍ଟ କରାଯାଇ ଶ୍ରେଷ୍ଠ ବିବେଚିତ ଖେଳାଳିଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଚେସବୋର୍ଡର ଏକ…

୨୦୫୦ ସୁଦ୍ଧା ଭାରତରେ ବୟସ୍କଙ୍କ ଜନସଂଖ୍ୟା ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ଭାରତରେ ବୃଦ୍ଧଙ୍କ ଜନସଂଖ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ମିଳିତ ଜାତିସଂଘର ପପୁଲେସନ୍ ଫଣ୍ଡର ଭାରତ ୟୁନିଟ୍ ଇଣ୍ଡିଆର ମୁଖ୍ୟ ଆଣ୍ଡ୍ରେଆ ୱୋଜନାର ଏଭଳି ସୂଚନା ଦେଇଛନ୍ତି। ପିଟିଆଇ ସହିତ ଏକ ସାକ୍ଷାତକାରରେ ୱୋଜନାର କହିଛନ୍ତି, ୬୦ ବର୍ଷ କିମ୍ବା…

କେରଳରେ ନିପା ଆତଙ୍କ, ଜଣେ ମୃତ୍ୟୁ

ନୂଆଦିଲ୍ଲୀ: କେରଳରେ ପୁଣି ଆତଙ୍କ ଖେଳାଇଲା ନିପା ଭାଇରସ୍ । କେରଳର ମଲ୍ଲାପୁରମରୁ ଜଣେ ୧୪ ବର୍ଷୀୟ ବାଳକଠାରେ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିକୁ…