Latest Odisha News

BREAKING NEWS

ଭାରତ ସହ ଟି୨୦ ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ପାକିସ୍ତାନର ଉଦ୍ୟମ

ନୂଆଦିଲ୍ଲୀ: ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ସୁରକ୍ଷା ଦୃଷ୍ଟି କୋଣର ଯିବା ନେଇ ଆଗ୍ରହ ପ୍ରକାଶ କରୁ ନାହିଁ । ଏପରିକି ଏସିଆ କପ ପରି ଚାମ୍ପିୟନ୍ସ ଟ୍ରଫି ନିରପେକ୍ଷ ସ୍ଥାନରେ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅପରପକ୍ଷରେ ୨୦୧୨…

ପ୍ୟାରିସ ଅଲିମ୍ପିକ୍ସ: ଆଇଓଏକୁ ଆର୍ଥୀକ ସହାୟତା ଯୋଗାଇଲା ବିସିସିଆଇ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ସପ୍ତାହରୁ କମ ଦିନ ବାକି ରହିଛି । ଭାରତ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ୧୧୭ ଜଣ ଆଥଲେଟଙ୍କୁ ଅଲିମ୍ପିକ୍ସ ପାଇଁ ପଠାଇଛି । ଇତି ମଧ୍ୟରେ ଆଥଲେଟଙ୍କ ମନୋବଳ ବଢ଼ାଇବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୮.୫ କୋଟି ଟଙ୍କାର ଆର୍ଥୀକ…

ସୁନ୍ଦରଗଡରେ ଡବଲ ମର୍ଡର; ବନ୍ଧା ହେଲା ପ୍ରେମିକ ରାଜୁ

ସୁନ୍ଦରଗଡ: ସୁନ୍ଦରଗଡରେ ଡବଲ ମର୍ଡର ଘଟଣାରେ ବନ୍ଧା ହେଲା ପ୍ରେମିକ ରାଜୁ ନାଗ। ପୋଲିସର ସୂଚନାନୁସାରେ, ରାଜୁ ଗତ ସପ୍ତାହରେ ଜଣେ ଏମବିଏ ଛାତ୍ରୀ ଲିପସା କେର୍କେଟା ଏବଂ ତାଙ୍କ ବନ୍ଧୁ ପ୍ରତାପ ଲାକ୍ରାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ଏହି ଘଟଣାର ତଦନ୍ତ କରୁଥିବା ଏକ ସ୍ୱତନ୍ତ୍ର…

ଗଠିତ ହେବ ଦୟାନଦୀ ପଞ୍ଚାୟତ, ଦୟା ଗଙ୍ଗୁଆକୁ ପ୍ରଦୂଷଣମୁକ୍ତ ପାଇଁ ହେବ ଗଣ ଆନ୍ଦୋଳନ

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ଦୟା ନଦୀ କୂଳରେ ପିପିଲି ବ୍ଲକ କଣ୍ଟିର କଲ୍ୟାଣ ମଣ୍ଡପ ଠାରେ ନଦୀ ସୁରକ୍ଷା ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗଙ୍ଗୁଆ,କୁଶଭଦ୍ରା, ଧନୁଆ, ଦୟା ଓ ଭାର୍ଗବୀ ନଦୀ ଆନ୍ଦୋଳନର ଅନେକ ନେତୃତ୍ଵ, ସୂଚନା…

ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କଲେ ସୁସ୍ମିତା: କହିଲ ମୁଁ ଆଜି ବି ସିଙ୍ଗଲ ଅଛି, ଖୋଜୁଛି ପ୍ରେମିକ

ମୁମ୍ବାଇ: ତାଙ୍କ ଚଳଚ୍ଚିତ୍ର ଏବଂ ଅଭିନୟ ବ୍ୟତୀତ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଜା ଲାଇମ ଲାଇଟରେ ଥାନ୍ତି। ଯଦିଓ ଅଭିନେତ୍ରୀ ବିବାହ କରିନାହାଁନ୍ତି, ତଥାପି ତାଙ୍କର ଅନେକଙ୍କ ସହ ଅଫେୟାର ଥିବା ଚର୍ଚ୍ଚା ହୋଇଛି। ତାଙ୍କ ନାମ ଲଲିତ…

ଗୁଗୁଲ ମ୍ୟାପ୍ ଦେଖିବାରେ କନଫ୍ୟୁଜ୍ ହେଉଛନ୍ତି କି ? ଆପଣାନ୍ତୁ ଏହି ଟ୍ରିକ୍

ନୂଆଦିଲ୍ଲୀ: କିଛି ଲୋକଙ୍କ ପାଇଁ ଗୁଗୁଲ୍ ମ୍ୟାପ୍ ବୁଝିବା ଟିକେ କଷ୍ଟକର। ଅନେକ ଥର ଆମେ ମାନଚିତ୍ର ଉପରେ ନିର୍ଭର କରି ବାହାରକୁ ଯାଇଥାଉ କିନ୍ତୁ ରାସ୍ତା ବୁଝିବାରେ ଅସମର୍ଥ ହେଉ। ଗୁଗୁଲ୍ ମ୍ୟାପ ଦ୍ୱାରା ଦେଖାଯାଇଥିବା ମାର୍ଗ ବିଷୟରେ ଯଦି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି, କେଉଁଠିକୁ ଯିବେ…

ରାତି ପାହିଲେ ଶ୍ରାବଣ ପ୍ରଥମ ସୋମବାର, କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ତା କଡାକଡି

ଭୁବନେଶ୍ବର: ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ସେଥିପାଇଁ ଆଜିଠୁ କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି ଶିବଭକ୍ତ କାଉଡ଼ିଆ। ବୋଲବମ… ହରହର ବମ… ଧ୍ୱନୀରେ ପ୍ରକମ୍ପିତ ହେଉଛି…

ଛାଡପତ୍ର ପରେ ଏହି ଅଭିନେତ୍ରୀଙ୍କୁ ଫଲୋ କଲେ ହାର୍ଦ୍ଦିକ

ମୁମ୍ବାଇ: କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକଙ୍କର ଛାଡପତ୍ର ହୋଇଛି।ଉଭୟଙ୍କ ଛାଡପତ୍ର ପରେ ସୋସିଆଲ ମିଡିଆରେ ପୁଅ ଅଗସ୍ତ୍ୟଙ୍କ ଲାଳଲପାଳନ ଓ ତାଙ୍କ ପତ୍ନୀଙ୍କ ରକ୍ଷଣାବେକ୍ଷଣ…

ଆପଣଙ୍କ ଫୋନ ଚୋରି ହୋଇଥିଲେ କିପରି ଡିଲିଟ୍ କରିବେ ୟୁପିଆଇ ଆଇଡି, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଅନଲାଇନ୍ ପେମେଣ୍ଟ କରିବା ଆରମ୍ଭ କରିଛନ୍ତି, ନଗଦ ଟଙ୍କା ଧୀରେ ଧୀରେ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ଅଧିକାଂଶ ନଗଦ ଟଙ୍କା ବ୍ୟାଙ୍କରେ ରହିଥାଏ। କିନ୍ତୁ ଯଦି ଫୋନ୍ ଚୋରି ହୁଏ ତେବେ କଣ ହେବ? ଚୋର ସମସ୍ତ ଟଙ୍କା ବାହାର କରିବାର ଯଥେଷ୍ଟ ସମ୍ଭାବନା…

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ହାଉସ୍‌ କମିଟିରେ ସ୍ଥାନ ପାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍‌ କମିଟିରେ ସ୍ଥାନ ଦେଲେ ବାଚସ୍ପତି ଓମ୍‌ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସ୍ଥାନ ପାଇଲେ ଅପରାଜିତା। ଏହି ୧୨ ଜଣିଆ ହାଉସ୍ କମିଟିରେ ଅଛନ୍ତି, କଲ୍ୟାଣ ବାନାର୍ଜୀ,…