ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୨)
ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’
ଟୁନିଅପାର ଝିଅମାନେ ସ୍ମାର୍ଟ ଆବଶ୍ୟକତା ଠାରୁ ଅଧିକ । ତାଙ୍କ ଚଳଣି, ଚାକଚକ୍ୟ, ଡ଼୍ରେସପଟାରେ ନିଗୁ ଅଭିଭୂତ ହୋଇପଡ଼ୁଥିଲା । ସେଇମାନଙ୍କ ମେଳରେ ସେ ନିଜକୁ ଖୁବ୍ ହୀନବୋଧ କରୁଥିଲା । ଯେମିତି ଟୁନିଦେଇ ଘରେ ପହଞ୍ôଚ ଖୁବ୍ଗୋଟେ ବଡ଼…