୯ ବର୍ଷ ବୟସରେ ଚେସ ଅଲିମ୍ପିଆଡ ଖେଳିବେ ବୋଧନା ଶିବାନନ୍ଦନ
ବୁଡାପେଷ୍ଟ:ବୋଧନା ଶିବନନ୍ଦନ ବୁଡାପେଷ୍ଟ ଚେସ ଅଲିମ୍ପିଆଡ ପାଇଁ ଇଂଲଣ୍ଡ ପକ୍ଷରୁ ଖେଳିବେ । ମାତ୍ର ୯ ବର୍ଷ ବୟସରେ ଭାରତୀୟ ବଂଶୋଦ୍ଭବ ବୋଧନା ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ଇଂଲଣ୍ଡ ପକ୍ଷରୁ ସବୁଠାରୁ କମ ବୟସରେ ଏଥିପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଅନଲାଇନ…