ଜଳୁଛି ବାଂଲାଦେଶ; ୧୦୫ ଜଣଙ୍କ ମୃତ୍ୟୁ, କର୍ଫ୍ୟୁ ଜାରି କଲେ ସରକାର
ଢାକା : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି। ଜୁଲାଇ ୧ରୁ ଚାଲିଥିବା ଏହି ବିକ୍ଷୋଭ ଥମିବାର ନାଁ ନେଉନି। ଗତ ୧୫ ଦିନ ଭିତରେ ୧୦୫ ଜଣଙ୍କ ମୃତ୍ୟୁ ଓ ୨୫ଶହରୁ ଅଧିକ ଆହତ ହୋଇଛନ୍ତି ।
ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନା ଟିଭିରେ ଦେଶକୁ ସମ୍ବୋଧିତ…