Latest Odisha News

BREAKING NEWS

ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହ ୨୦୨୪ ଉଦଯାପିତ

ଭୁବନେଶ୍ଵର : ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ପୂଣ୍ୟତିଥି ଅବସରରେ ତ୍ରିଧାରା ଦ୍ଵାରା ଓ ହେଲଥ ଅନ ଟପ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ,…

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର: ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ଏଥିରେ ବହୁ ବିଜେଡି ନେତା ସମ୍ପୃକ୍ତ ଥିବାରୁ ପୂର୍ବ ସରକାର ଚାପି ରଖିଥିଲେ। ପୂର୍ବରୁ ବିଜେପି ବ୍ଲାକରୋଜର ସିବିଆଇ ତଦନ୍ତ ପାଇଁ ଦାବି କରୁଥିଲା ।…

କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଉନବିଂଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଲୋକସଭା ସଦସ୍ୟ ଭତ୍ତୃହରି ମହତାବ, ବିଧାୟକ…

ବୁଧ ଗ୍ରହରେ ବିସ୍ତୃତ ହୋଇପଡିଛି ହୀରାର ଚାଦର

ନୂଆଦିଲ୍ଲୀ: ବୁଧ ଗ୍ରହରେ ମିଳିଲା ହୀରା । ଗୋଟେ କିମ୍ବା ଦୁଇଟି ନୁହେଁ ୧୫ କିମି ପର୍ଯ୍ୟନ୍ତ ଏକ ମୋଟା ଚାଦର ଭଳି ବିଛାଡି ହୋଇ ପଡିଛି ହୀରା । ବୈଜ୍ଞାନିକମାନେ ବୁଧ ଗ୍ରହର ପରିସର ତଳେ କିଛି ଏମିତି ଖଜାନାର ସନ୍ଧାନ କରିଛନ୍ତି । ବୁଧଗ୍ରହ ବା ମର୍କ୍ୟୁରୀରେ ୯ ମିଲିମିଟର ପର୍ଯ୍ୟନ୍ତ…

ସୂର୍ଯ୍ୟକୁମାର ଅଧିନାୟକ ହେବାର ପ୍ରକୃତ କାରଣ ସମ୍ମୁଖକୁ ଆସିଲା

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଛନ୍ତି  । ପୂର୍ବରୁ ଏହି ଦୌଡରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗରେ ଥିଲେ । ତେବେ ହାର୍ଦ୍ଦିକଙ୍କୁ କାହିଁକି ଅଧିନାୟକ ପଦ ପ୍ରଦାନ କରାଗଲା ନାହିଁ ତାହାର କାରଣ ଏବେ ସମ୍ମୁଖକୁ ଆସିଛି ।…

ଗାଁରେ ଝାଡାବାନ୍ତି ଆତଙ୍କ, ୨୫ ଆକ୍ରାନ୍ତ, ୨ ମୃତ

ଭଞ୍ଜନଗର: ବର୍ଷା ଦିନ ଆସୁ ଆସୁ ସାରା ରାଜ୍ୟରେ କାୟା ବିସ୍ତାର କଲାଣି ଝାଡାବାନ୍ତି। ଅପରିଷ୍କାର ପାଣି ନେବାରେ ଲାଗିଛି ଗୋଟେ ପରେ ଗୋଟେ ଜୀବନ। ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗତ ଗୋଟେ ସପ୍ତାହ ମଧ୍ୟରେ ଗାଁରେ ପ୍ରାୟ ୨୫ରୁ ଅଧିକ…

ନିର୍ଦ୍ଦେଶ ଦେଲେ ଯୋଗୀ; କାଉଡିଆଙ୍କ ମାର୍ଗରେ ଥିବା ସବୁ ଦୋକାନରେ ଲାଗିବ ନେମପ୍ଲେଟ୍

ହରିଦ୍ବାର: ଜୁଲାଇ ୨୨ରୁ ଶ୍ରାବଣ ମାସର ଆରମ୍ଭ । ମାସ ଆରମ୍ଭରୁ କାଉଡିଆଙ୍କ ଯାତ୍ରା ଆରମ୍ଭ ହୋଇଯିବ । ଏହାସହିତ ହରିଦ୍ବାରଙ୍କୁ ଛୁଟିବ କାଉଡିଆ ଭକ୍ତଙ୍କ ସୁଅ । ଯାହାକୁ ଦୃଷ୍ଟିରେ ରଖୁ କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର । ୟୁପିର ଯୋଗୀ ସରକାର କାଉଡିଆ ଯିବା ମାର୍ଗରେ ଥିବା…

କ୍ରିକେଟର ଶୁଭମନ ଗିଲ, ଅଭିନେତ୍ରୀ ରିଦ୍ଧିମା ଶାହଙ୍କ ବିବାହ ଗୁଜବ

ମୁମ୍ବାଇ: ଟିଭି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତ ଓ କ୍ରିକେଟର ଶୁଭମନ ଗିଲ ବିବାହ କରିବାକୁ ଯାଉଥିବା ଗୁଜବ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଉକ୍ତ ରିପୋର୍ଟରେ ଉଭୟଙ୍କ ବିବାହ ଡିସେମ୍ବରରେ ହେବ ବୋଲି ଉଲ୍ଲେଖ ରହିଥିଲା । ଏବେ ଏକ ସାକ୍ଷାତକାରରେ ରିଦ୍ଧିମା ଏହି ଖବରକୁ ଖଣ୍ଡନ କରିଛନ୍ତି ।…

ଅସରାଏ ବର୍ଷାରେ ଅଫିସରେ ବନ୍ୟା ପରିସ୍ଥିତି

ପିପିଲି: ସରକାରୀ ଅଫିସରେ ଆଣ୍ଠୁଏ ପାଣି । ଟିକିଏ ବର୍ଷା ହେଲେ ଭଳମଗ୍ନ ହୋଇଯାଉଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଣାସ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳାୟ ବା ବିଇଓ ଅଫିସ । ବର୍ଷା ଜଳରେ ବୁଡି ରହିଛି ଅଫିସ ପରିସର । ଏହାକୁ ନେଇ କର୍ମଚାରୀ ଓ ଶିକ୍ଷକ ଅଫିସ୍…

ସଂସଦର ବିଜନେସ ଆଡଭାଇଜରୀ କମିଟିର ସଦସ୍ୟ ହେଲେ ସାଂସଦ ବୈଜୟନ୍ତ ଓ ଭର୍ତ୍ତୁହରି

ନୂଆଦିଲ୍ଲୀ: ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ତାଙ୍କ ସହ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ଦଳର ମୋଟ ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି । ତେବେ…