ଏଏଫସି ମହିଳା ଚାମ୍ପିୟନ୍ସ ଲିଗ: ଲାୟନ ସିଟି ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡିଶା ଏଫସି
ଭୁବନେଶ୍ୱର: ପ୍ରଥମ ଏଏଫସି ମହିଳା ଚାମ୍ପିୟନ୍ସ ଲିଗରେ ଲାୟନ ସିଟି ସେଲର୍ସ ବିପକ୍ଷରେ ଓଡିଶା ଏଫସି ତାର ଅଭିଯାନ ଆରମ୍ଭ କରିବ । ଗ୍ରୁପ ବି ପ୍ରିିଲିମିନାରୀ ଷ୍ଟେଜ ଜୋର୍ଡାନରେ ୨୫ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଗ୍ରୁପରେ ଓଡିଶା ଏଫସି ସହ ଜୋର୍ଡାନର ଇଥିଆଡ କ୍ଲବ ଓ…