Latest Odisha News

BREAKING NEWS

କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ନ୍ୟାସନାଲ ଆସୋସିଏସନ ଫର ଆଡଭାନ୍ସମେଣ୍ଟ ଅଫ୍ କଲର୍ଡ ପିପୁଲ୍ସ (NAACP) ବାର୍ଷିକ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଭଳି କହିଛନ୍ତି । ଆସନ୍ତା ନଭେମ୍ବର ୫ରେ ଆମେରିକାରେ…

କୋଚିଂ ଷ୍ଟାଫ ନେଇ ଗମ୍ଭୀରଙ୍କ ପ୍ରସ୍ତାବକୁ ଗ୍ରହଣ କରୁନି ବିସିସିଆଇ, ୫ଜଣଙ୍କ ମଧ୍ୟରୁ ଜଣଙ୍କୁ ମିିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୌତମ ଗମ୍ଭୀରଙ୍କୁ ସିନିୟର ପୁରୁଷ ଟିମର କୋଚ ନିଯୁକ୍ତ କରିଛି । ଏବେ ସହଯୋଗୀ ଷ୍ଟାଫଙ୍କୁ ଚୟନ କରାଯିବା ବାକି ରହିଛି । ରିପୋର୍ଟ ମୁତାବକ ଗମ୍ଭୀର ଏଥିପାଇଁ ୫ଜଣଙ୍କ ନାମ ସୁପାରିଶ କରିଥିଲେ । ବିସିସିଆଇ କେବଳ ଜଣଙ୍କ ନାମରେ ମୋହର ମାରିଥିବା…

ଆସନ୍ତୁ ଜାଣିବା କଣ ପାଇଁ କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ: ପୂର୍ବ କ୍ରିକେଟର ହରଭଜନ ସିଂ, ସୁରେଶ ରାଇନା, ଯୁବରାଜ ସିଂ ଓ ଗୁରକୀରଟ ମାନଙ୍କ ବିରୋଧରେ ଦିବ୍ୟାଙ୍ଗଙ୍କୁ ଅପମାନ କରିବା ନେଇ ଦିଲ୍ଲୀର ଏକ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ନ୍ୟାଶନାଲ ସେଂଟର ଫର ପ୍ରମୋଶନ ଅଫ ଏମ୍ପପ୍ଲୟେମେଂଟ ଫର ଡିସଏବଲ୍ଡ ପୀପୁଲର ନିର୍ଦ୍ଦେଶକ ଅରମାନ…

ଷ୍ଟଣ୍ଟ ବେଳେ ୨୦ଫୁଟ ତଳକୁ ଖସିପଡ଼ି ଷ୍ଟଣ୍ଟମ୍ୟାନ ମୃତ

ଚେନ୍ନାଇ: ସିନେମା ‘ସରଦାର-୨’ର ସେଟରେ ଦୁର୍ଘଟଣା। ଷ୍ଟଣ୍ଟ କରୁଥିଲା ବେଳେ ୨୦ଫୁଟ ତଳକୁ ଖସି ପଡ଼ି ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଛି। ମୃତ ଷ୍ଟଣ୍ଟମ୍ୟାନଙ୍କ ନାମ ଏଲୁମଲାଇ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୧ଟା ୩୦ମି. ସମୟରେ ମୃତ୍ୟୁ ବରଣ କରିଥିଲେ। ଏଲୁମଲାଇଙ୍କ…

ଗୁଳି ଖାଇଥିବା ଆମେରିକୀୟ ନେତା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଗୁଳିମାଡ । ପୁଣି ରାଷ୍ଟ୍ରପତି ରେସରେ ସାମିଲ ହୋଇଥିବା ଟ୍ରମ୍ପଙ୍କୁ ପେନସିଲଭାନିଆରେ ଏକ ନିର୍ବାଚନୀ ରାଲିରେ ଗୁଳିମାଡ କରାଯାଇଥିଲା । ସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି । ସିକ୍ରେଟ ସର୍ଭିସ ଏଜେଂଟମାନେ ଆକ୍ରମଣକାରୀକୁ…

ଅମଲାତନ୍ତ୍ରର କଳଙ୍କିତ ଅଫିସର

ନୂଆଦିଲ୍ଲୀ: ଜଣେ ଟ୍ରେନି ଆଇଏଏସ ଅଫିସରଙ୍କ ନଖରାମୀ ଓ ସାହେବୀ ଆଦବ କାଇଦା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୂଜା ଖେଡକାରଙ୍କ ନଖରାମୀ ଯୋଗୁଁ ତାଙ୍କ ଚାକିରି ଯିବା ଅବସ୍ଥାରେ ରହିଛି । ଏମିତି ତ ଅମଲାତନ୍ତ୍ରକୁ ପ୍ରତି ଭାରତରେ ରହିଛି ନକାରାତ୍ମକ ଧାରଣା । ପୂଜା ଖେଡକାରଙ୍କ ପରି ଯଦି ଜଣେ…

ଆସନ୍ତାକାଲି ଖୋଲିବ ଭିତର ରତ୍ନଭଣ୍ଡାର, କଟକଣା ଜାରି କଲେ ଶ୍ରୀମନ୍ଦିର ପ୍ରଶାସକ

ପୁରୀ: ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପ୍ରତିକ୍ରିୟା। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୁଣିଥରେ ଭିତର ଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ…

ସମ୍ବିଧାନ ରାଜନୀତି

ନୂଆଦିଲ୍ଲୀ: ଜୋର୍ ଧରିଛି ସମ୍ବିଧାନ ରାଜନୀତି । କଂଗ୍ରେସର ସମ୍ବିଧାନ ବଂଚାଓର ଜବାବ ଦେବାକୁ ବିଜେପିର ଆକ୍ରମଣାତ୍ମକ ରଣନୀତି । ୧୯୭୫ରେ ଇନ୍ଦିରା ସରକାର ଜାରି କରିଥିବା ଜରୁରୀକାଳିନ ପରିସ୍ଥିତି ବିରୋଧରେ ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ପାଳନ କରାଯିବ ସମ୍ବିଧାନ ହତ୍ୟା ଦିବସ । ବିଜେପି…

ଶାହାବାନୋଙ୍କୁ ସମ୍ମାନ

ନୂଆଦିଲ୍ଲୀ: ମୁସଲିମ ସଂପ୍ରଦାୟର ରକ୍ଷଣଶୀଳ ନୀତିନିୟମରୁ ମୁକ୍ତି ଚାହୁଁଥିବା ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଛାଡପତ୍ର ପାଇଥିବା ମୁସଲିମ ମହିଳାମାନେ ଭରଣପୋଷଣ ପାଇଁ ହକଦାର ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସିଆରପିସି ଧାରା ୧୨୫ ଅନୁସାରେ…

ଧୋତି-କୁର୍ତ୍ତା ପିନ୍ଧିଥିବା ଚାଷୀଙ୍କୁ ମଲରେ ମିଳିଲାନି ଏଣ୍ଟ୍ରି, ବିକ୍ଷୋଭ ପ୍ରଦର୍ଶନ କଲା ସଙ୍ଗଠନ

ବେଙ୍ଗାଲୁରୁ: ପାରମ୍ପାରିକ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ପିନ୍ଧି ଅପମାନିତ ହେଲେ ବୃଦ୍ଧ। ଏପରି ଏକ ଲଜ୍ଜାଜନକ ଘଟଣା ବେଙ୍ଗାଲୁରୁରେ ଘଟିଛି। ମଲ୍ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ ପ୍ରବେଶ ଅନୁମତି ଦେଲେନି। ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ନିଜ ପୁଅ ସହ ଏକ…