Latest Odisha News

BREAKING NEWS

ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା, ପୁଣି ଥରେ ଟ୍ରେନିଂ ଯିବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା । ପୁଣି ଥରେ ଟ୍ରେନିଂ ନେବାକୁ ଆଇଏଏସ୍‌ ଏକାଡେମୀ ଯିବେ ପୂଜା । ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଲେ ମସୌରୀ ଆଇଏଏସ୍‌ ଏକାଡେମୀ । ଜିଲ୍ଲା ଟ୍ରେନିଂ ସ୍ଥଗିତ କରି ପୁଣି ମସୌରୀ ଆସିବାକୁ ନିର୍ଦ୍ଦେଶ…

ଅର୍ଡରର ୪୮ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ୍, ନଚେତ…

ଭୁବନେଶ୍ଵର: ଅର୍ଡର ଦେବାର ୪୮ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ । ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଡିଲର୍‌ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ…

ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି । ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା…

ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା

ଯାଜପୁର: ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା । ବଲ୍ଲେ ବଲ୍ଲେ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ଧର୍ମଶାଳା ବିଡିଓ । ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ବିଡିଓ । ସୂଚନାଯୋଗ୍ୟ ଯେ, ବିନା ସରକାରୀ କାଗଜପତ୍ରରେ ଜଣେ ମହିଳା ବିଜେଡି…

୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି କରାଯିବ । ଏହାସହିତ ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବାହୁଡାରେ ବି ଅଟକିଲେ ଶ୍ରୀ ବଳଦେବଜୀଉ, ଅଧା ରାସ୍ତାରେ ଅଟକିଲା ବ୍ରହ୍ମ ତାଳଧ୍ଵଜ

କେନ୍ଦ୍ରାପଡା: ରଥଯାତ୍ରା ପରେ ଆଜି ବାହୁଡାରେ ବି ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ । ଓମଫେଡ ଅଫିସ ନିକଟରେ ବାମମୋଡ଼ ନେଇ ଢଳିଲା ରଥ । ଭକ୍ତମାନେ ଯେତେ ଟାଣିଲେ ବି ଆଗକୁ ଗଡୁନି ରଥ। ଫଳରେ ହାଇଡ୍ରୋଲିଂ ମେସିନ ସାହାଯ୍ୟରେ ରଥ ଟାଣିବା ନେଇ ପ୍ରସ୍ତୁତ ହେଉଛି ପ୍ରଶାସନ । ସୂଚନାଯୋଗ୍ୟ ଯେ,…

ଏଣିକି ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟରେ ମିଳିବ ମଦ

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣଙ୍କୁ ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି…

ଜୁଲାଇ ୨୦ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜୁଲାଇ ୨୦ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ, ଜୁଲାଇ ୧୯ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସ୍ଋଷ୍ଟି ହେବା ନେଇ…

ମୃତ୍ୟୁ ପରେ ମଧ୍ୟ ଅମର ହୋଇଗଲେ ବିରେନ୍ଦ୍ର, ଦୁଇଜଣଙ୍କୁ ଦେଲେ ନୂଆ ଜୀବନ

କଟକ: ଦୁଇ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ। ତାଙ୍କ ପାଇଁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଦୁଇ ଜଣ ନୂଆ ଜୀବନ ପାଇଛନ୍ତି। ସୂଚନା ଅନୁସାରେ, ଗତ ଜୁଲାଇ ୧୪ ତାରିଖରେ ଦୁର୍ଘଟଣାରେ ଗୁରୁତର ହୋଇ କଟକ…

ରାମାୟଣ ନିର୍ମାତା ପ୍ରସ୍ତୁତ କରିବେ ଶ୍ରୀକୃଷ୍ଣଙ୍କ ଉପରେ ୱେବ୍ ସିରିଜ୍, ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ ହେବାର ୩ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ପରେ ମଧ୍ୟ ଏହି ସିରିଏଲର ଚମତ୍କାରତା ଅକ୍ଷୁର୍ଣ୍ଣ ରହିଛି। କରୋନା ଅବଧି ସମୟରେ ମଧ୍ୟ ଏହାକୁ ବହୁତ ପସନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ସିରିଏଲର ସଫଳତା ଦେଖି ସାଗର ପିକ୍ଚର୍ସ…