ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା; କାଲି ଖୋଲାଯିବ ରତ୍ନଭଣ୍ଡାର
ଭୁବନେଶ୍ୱର: ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରଦାନ କଲେ ରାଜ୍ୟ ସରକାର।
ତେବେ ରତ୍ନଭଣ୍ଡାର କେତେବେଳେ ଖୋଲିବ ସେନେଇ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରତ୍ୟେକ କାର୍ଯ୍ୟ…