କଂଗ୍ରେସ ଭଳି ବିଜେପି ଭୁଲ ନ ଦୋହରାଉ, ନିଜ ଦଳକୁ କାହିଁକି ଏପରି କହିଲେ ଗଡ଼କରୀ?
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ଦଳ ବିଜେପିକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି କଂଗ୍ରେସର ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ । ଗଡ଼କରୀ କହିଛନ୍ତି ଯେ ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ, ସେଥିପାଇଁ ଏହା ବାରମ୍ବାର ଲୋକଙ୍କ ବିଶ୍ୱାସ…