Latest Odisha News

BREAKING NEWS

ବୟାନରେ ଲାଗିବ କି ଲଗାମ୍ ?

ଭୁବନେଶ୍ବର: ରାଜ୍ୟରେ ମୋହନ ସରକାରକୁ ପୂରିଛି ମାସେ । ପ୍ରଥମ ଥର କ୍ଷମତାକୁ ଆସିଥିବା ବିଜେପି ସରକାର ଜୁନ୍ ୧୨ତାରିଖରେ ଶପଥ ନେଇଥିଲେ । ୟା ଭିତରେ ମାସେ ବିତିଛି। ନୂଆ ଯୋଜନା କି ପଦକ୍ଷେପଠାରୁ ଅଧିକ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ମନ୍ତ୍ରୀ। ବଡଠାକୁର ଚାରମାଳ ଉପରେ ପଡିବା…

ଲାଞ୍ଚୁଆ ଯୋଗାଣ ଅଧିକାରୀ, ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଯୋଗାଣ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ରାଇସ୍ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ ପ୍ରଭାକର । ସୂଚନା…

ଫଟୋଚିତ୍ର ପ୍ରଦର୍ଶନୀରେ ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ

ପୁରୀ : ହେରାପଞ୍ଚମୀର ପବିତ୍ର ଅବସର ପରେ ତିନୋଟି ରଥ ଦକ୍ଷିଣାମୋଡ଼ ନେଇଛନ୍ତି । ଏହା ପରେ ବାହୁଡ଼ା ଯାତ୍ରା ଏବଂ ପରେ ପରେ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଇ ପବିତ୍ର ବଡ ଏକାଦଶୀରେ…

ବିଜେଡି ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ

ଭୁବନେଶ୍ୱର: ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ବିଜେଡି ହିଁ ବିଜେଡିକୁ ହରାଇଛି ବୋଲି କହିଲେ ନୃସିଂହ। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ ବୋଲି କହିଛନ୍ତି ନୃସିଂହ ସାହୁ । ନୃସିଂହ କହିଛନ୍ତି ଯେ, ବହୁତ କ୍ଷେତ୍ରରେ ବିଜେଡି ଲୋକ ହିଁ ବିଜେଡିକୁ…

ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ ଇସ୍ତଫା ଦେବା ଉଚିତ୍: ସମୀର ଦେ

ଭୁବନେଶ୍ବର: ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କଲେ ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଏଭଳି ଏକ ଦାବୀ କରିଛନ୍ତି ସମୀର। ସମୀର କହିଛନ୍ତି ଯେ, ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ ଇସ୍ତଫା ଦେବା ଉଚିତ୍ । ସମୀର ଦେ ଆହୁରି ମଧ୍ୟ କହିଛନ୍ତି ଯେ,…

ଗତ ବର୍ଷ ତୁଳନାରେ ଏବର୍ଷ ବେଶୀ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଏଯାବତ୍ ମୋଟ ୫୧୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ। ଗତବର୍ଷ ୨୭୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୫୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଚଳିତବର୍ଷ ଖୋର୍ଦ୍ଧାରୁ ସର୍ବାଧିକ…

ଡରାଇଲାଣି ଡେଙ୍ଗୁ, ସତର୍କ କରାଇଲେ ସଚିବ

ଭୁବନେଶ୍ବର: ଏବେ ରାଜ୍ୟରେ ଉପରମୁହାଁ ଡେଙ୍ଗୁ । ଟପିଲାଣି ୫୦୦ । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏନେଇ ସତର୍କ ସୂଚନା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହାର ପ୍ରତିକାର ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରୁହନ୍ତୁ । ଏହା ସହିତ…

ଦକ୍ଷିଣ ମୋଡ଼ ନେବ ତିନିରଥ, ହେରାପଞ୍ଚମୀ ନୀତି ପରେ ଆରମ୍ଭ ହେଲା ବାହୁଡ଼ା ଯାତ୍ରା ପ୍ରସ୍ତୁତି

ପୁରୀ: ଶ୍ରୀମନ୍ଦିରକୁ ଫେରିବେ ମହାବାହୁ । ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି । ଆଜି ଷଷ୍ଠୀରେ ତିନିରଥ ନେବ ଦକ୍ଷିଣ ମୋଡ଼ । ହେରାପଞ୍ଚମୀ ନୀତି ପରେ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । କିଛି ସମୟ ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଖର ହେବ ଦକ୍ଷିଣ…

ସମୀର ଦେ ‘ଫାଓ’ ର ନୂଆ ସଭାପତି

ଭୁବନେଶ୍ବର: ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ହେଲେ ସମୀର ଦେ । କୌଣସି ପ୍ରତିଦ୍ବନ୍ଦି ନଥିବାରୁ ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ । ଏହା ସହିତ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ଆଗାମୀ ୨୧ରେ…

ସାଙ୍ଗ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ସୋନପୁର ସହରର ପଟାଭାଡି ପଡାରେ ଜଣେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା। ଛାତ୍ର ଜଣକ ବିନିକା ବ୍ଲକ କଣ୍ଟାପାଲି ଗାଁର ହୋଇଥିବା ବେଳେ ସେ ସୋନପୁର ରାଜ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ବୋଲି ଜଣାପଡିଛି। ସେ ହେଉଛନ୍ତି କଣ୍ଟାପାଲି ଗାଁର ଋତୁରାଜ ସା। ସୂଚନା ଅନୁସାରେ…